OR/720119 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଜୟପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି କେବଳ ପରମପୁରୁଷ ଭଗବାନଙ୍କ ମହିମାଗାନ କରିବାକୁ ଚେଷ୍ଟା କରାଯାଏ। ତାହା ଏକ ସତ୍ୟ ଅଟେ। ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହା ସଠିକ୍ ଭାଷାରେ ଲେଖା ହୋଇଛି କିମ୍ବା ଭୁଲ୍ ଭାଷାରେ ଲେଖା ହୋଇଛି । ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ସମଗ୍ର ଚିନ୍ତାଧାରା ପରମପୁରୁଷ ଭଗବାନଙ୍କ ମହିମାଗାନ କରିବାକୁ ଚେଷ୍ଟା କରାଯାଇଥାଏ, ତାହାହେଲେ ନାମାନି ଅନନ୍ତସ୍ୟ ୟଶୋ ଽଙ୍କିତାନି ୟତ ଗୃଣନ୍ତି ଗାୟନ୍ତି ଶୃଣୁବନ୍ତି ସାଧଵଃ । ତା’ପରେ ଯେଉଁମାନେ ପ୍ରକୃତରେ ସାଧୁ ଅଟନ୍ତି, ଏପରିକି ଏହି ସମସ୍ତ ତ୍ରୁଟି ସତ୍ତ୍ୱେ, କେବଳ ଭଗବାନଙ୍କ ମହିମାଗାନ କରିବାର ଏକମାତ୍ର ପ୍ରୟାସ ହେଉଛି, ତେଣୁ ଯେଉଁମାନେ ସାଧୁ ଅଟନ୍ତି, ଯେଉଁମାନେ ଭକ୍ତ, ସେମାନେ ଏହା ଶୁଣନ୍ତି। ଶୃଣୁବନ୍ତି ଗାୟନ୍ତି ଗୃଣନ୍ତି । "
720119 - ବାର୍ତ୍ତାଳାପ - ଜୟପୁର