OR/720219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଏବଂ ମୋ ମଧ୍ୟରେ ପାର୍ଥକ୍ୟ ହେଉଛି, ଧରାଯାଉ ମୁଁ ଗୋଟିଏ ସୁନ୍ଦର ଫୁଲ ରଙ୍ଗ କରୁଛି: ତେଣୁ ମୁଁ ବ୍ରଶ୍ ଆବଶ୍ୟକ କରେ, ମୁଁ ରଙ୍ଗ ଆବଶ୍ୟକ କରେ, ବୁଦ୍ଧି ଆବଶ୍ୟକ କରେ, ମୁଁ ସମୟ ଆବଶ୍ୟକ କରେ, ଯାହା ଦ୍ୱାରା କୌଣସି ପ୍ରକାର କିଛି ଦିନ କିମ୍ବା କିଛି ମାସ ମଧ୍ୟରେ, ମୁଁ ଏକ ସୁନ୍ଦର ରଙ୍ଗର ଫଳ, ଫୁଲ କିମ୍ବା ଫଳକୁ ରଙ୍ଗ କରେ । କିନ୍ତୁ କୃଷ୍ଣଙ୍କର ଶକ୍ତି ଏତେ ଅଭିଜ୍ଞ ଯେ ତାଙ୍କ ଶକ୍ତି କାମ କରି ଅନେକ ଲକ୍ଷ ଫୁଲ, ରଙ୍ଗୀନ ଫୁଲ ଏକାଥରକେ ଆସେ । ମୂର୍ଖ ବୈଜ୍ଞାନିକମାନେ, ସେମାନେ କୁହନ୍ତି ଯେ ଏହା ପ୍ରକୃତିର କାର୍ଯ୍ୟ। ନା। ପ୍ରକୃତି ସାଧନକାରୀ ଅଟେ। ପ୍ରକୃତି ପଛରେ ଭଗବାନଙ୍କ ମସ୍ତିଷ୍କ ଅଛି, କୃଷ୍ଣ। ତାହା ହେଉଛି କୃଷ୍ଣ ଚେତନା। "
720219 - ପ୍ରବଚନ at Caitanya Matha - ବିଶାଖାପାଟନମ୍