OR/720306 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭାରତର ଏତେ ଦୁଃଖଦାୟକ ସ୍ଥିତି। ସେମାନେ ଏହି ବୈଦିକ ସାହିତ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ସେମାନଙ୍କର ଜନ୍ମ ଅଧିକାର । ଚୈତନ୍ୟ ମହାପ୍ରଭୂ ସମାନ କଥା କୁହନ୍ତି:
ଭାରତ-ଭୂମିତେ ହଇଲ ମନୁଷ୍ୟ-ଜନ୍ମ ୟାର ।
ଜନମ ସାର୍ଥକ କରି କର ପର-ଉପକାର ।
( ଚ.ଚ. ଆଦି ୯.୪୧)

ଏହା ଭାରତୀୟ ମାନଙ୍କର କର୍ତ୍ତବ୍ୟ ଯେ ଏହି ସମସ୍ତ ବୈଦିକ ସାହିତ୍ୟ ଶିଖିବା, କୃଷ୍ଣ ଭାବନାମୃତରେ ତାଙ୍କ ଜୀବନକୁ ସଫଳ କରିବା ଏବଂ ସମଗ୍ର ବିଶ୍ୱରେ ସୁସମାଚାର ପ୍ରଚାର କରିବା । ତାହା ହେଉଛି ଭାରତର କର୍ତ୍ତବ୍ୟ। "

720306 - ପ୍ରବଚନ SB 07.09.08-9 - କଲିକତା