OR/720312 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
'ପ୍ରଭୁପାଦ:' ଏକ ବହି ଅଛି, ବୋଧହୁଏ ଆପଣ ପଢିଥିବେ, ଆକ୍ୟାରିଅନ ଗୋସପେଲ । ତ ସେହି ପୁସ୍ତକରେ ମୁଁ ପଢିଲି, ଏକ ଗ୍ରୀକ୍ ଶବ୍ଦ ଅଛି, ଖ୍ରୀଷ୍ଟୋ । ଖ୍ରୀଷ୍ଟୋ ... ବେଳେବେଳେ ଆମେ କୃଷ୍ଣ କହୁନାହୁଁ, ଆମେ କୃଷ୍ଟ କହିଥାଉ ।
'ଡ। କପୁର: 'କୃଷ୍ଟ, ହଁ, ବିଶେଷ ଭାବରେ ବଙ୍ଗାଳୀରେ ।
'ପ୍ରଭୁପାଦ:' ହଁ, ତେଣୁ ଏହି ଖ୍ରୀଷ୍ଟୋ ଶବ୍ଦର ଅର୍ଥ ହେଉଛି 'ଅଭିଷେକ' । କୃଷ୍ଣଙ୍କର ମୁଖ 'ଅଭିଷେକ' । ଏବଂ 'ପ୍ରେମ' ମଧ୍ୟ । ଭଗବାନଙ୍କ ପ୍ରତି ଥିବା ପ୍ରେମ ହେତୁ ଏହି 'ଖ୍ରୀଷ୍ଟ' ଆଖ୍ୟା ଯୀଶୁଙ୍କୁ ଦିଆଯାଇଥିଲା । ତେଣୁ, ମୋଟ ଉପରେ, ସିଦ୍ଧାନ୍ତ ହେଉଛି କୃଷ୍ଣ କିମ୍ବା ଖ୍ରୀଷ୍ଟୋ ଅର୍ଥ ହେଉଛି 'ଭଗବାନଙ୍କ ପ୍ରେମ' ।
720312 - ବାର୍ତ୍ତାଳାପ - ବୃନ୍ଦାବନ