OR/720622 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ପଥର କିମ୍ବା ଇସ୍ପାତ ଅତି ସହଜରେ ତରଳି ନଥାଏ, ସେହିପରି ଭାବରେ, ଯାହାର ହୃଦୟ ନିୟମିତ ଭାବରେ ହରେ କୃଷ୍ଣ ମନ୍ତ୍ର ଜପ କରିବା ପରେ ପରିବର୍ତ୍ତନ ହୁଏ ନାହିଁ, ତେବେ ଏହା ବୁଝିବାକୁ ହେବ ଯେ ଏହା ଷ୍ଟିଲ୍ ଫ୍ରେମ୍ ହୋଇଛି, ପଥର କିମ୍ବା ଲୁହାରେ ନିର୍ମିତ । ପ୍ରକୃତରେ, ହରି-ନାମ - ହରେର ନାମ ହରେର ନାମ ହରେର ନାମ ଏବ କେବଲଂ ( ଚ.ଚ. ଆଦି ୧୭.୨୧) - ଏହା ହୃଦୟକୁ ସଫା କରିବା ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ... ସମସ୍ତ ଭୁଲ ଧାରଣା ଯାହା ଆମ ହୃଦୟରେ ଅଛି, ଭୁଲ ପରିଚୟରୁ ଆରମ୍ଭ କରି, ଯେ "ମୁଁ ଏହି ଶରୀର ଅଟେ" । ଏହା ହେଉଛି ସମସ୍ତ ଭୁଲ ଧାରଣାର ଆରମ୍ଭ । "
720622 - ପ୍ରବଚନ SB 02.03.24 - ଲସ ଆ଼ଞ୍ଜେଲ୍ସ