OR/720629 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ ଡିଓଗ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରୀ-ଭଗବାନ ଭଗବାନ । ଭଗବାନ୍, ପରମପୁରୁଷ ଭଗବାନ, କୃଷ୍ଣ, ସେ ଓହ୍ଲାନ୍ତି, ଅବତାର। ସଂସ୍କୃତ ଶବ୍ଦ ଅବତାର, ଅବତାର ଅର୍ଥ ଯିଏ ଉପରୁ ତଳକୁ ଓହ୍ଲାଇଥାଏ; ତଳକୁ ଓହ୍ଲାଇଥାଏ, ସେ କାହିଁକି ଆସନ୍ତି? ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ (ଭ.ଗୀ. ୪.୮) । ପୁରୁଷମାନଙ୍କର ଦୁଇଟି ଶ୍ରେଣୀ ଅଛି - ଗୋଟିଏ ହେଉଛି ସାଧୁ ଏବଂ ଅନ୍ୟଟି ଦୁଷ୍କର୍ମକାରୀ । ସାଧୁ ଅର୍ଥ ଭଗବାନଙ୍କର ଭକ୍ତ, ଏବଂ ଦୁଷ୍କର୍ମୀର ଅର୍ଥ ସର୍ବଦା ପାପପୂର୍ଣ୍ଣ କାର୍ଯ୍ୟ କରିବା । କେବଳ ସେତିକି । ତେଣୁ ଆପଣ ଏହି ଭୌତିକ ଦୁନିଆରେ ଯେକୌଣସି ସ୍ଥାନକୁ ଯାଅ ପୁରୁଷମାନଙ୍କର ଦୁଇଟି ଶ୍ରେଣୀ ଅଛି । ଗୋଟିଏକୁ ଦେବତା ବା ଭକ୍ତ କୁହାଯାଏ ଏବଂ ଅନ୍ୟଟିକୁ ଅଭକ୍ତ ବା ଅସୁର କୁହାଯାଏ । ତେଣୁ କୃଷ୍ଣ ଆସନ୍ତି ... ଉଭୟେ ବଦ୍ଧ, ଜଣେ ଅସୁର ହୋଇଗଲେ ଏବଂ ଜଣେ ହୋଇଗଲେ ... ଅବଶ୍ୟ ଭକ୍ତମାନେ ଉଚ୍ଚ ଅବସ୍ଥାରେ, ସେ ବଦ୍ଧ ନୁହଁନ୍ତି; ସେ ମୁକ୍ତ, ଏହି ଜୀବନରେ ମଧ୍ୟ ମୁକ୍ତ । ତେଣୁ କୃଷ୍ଣ ତଳକୁ ଆସନ୍ତି, ତାଙ୍କର ଦୁଇଟି ବ୍ୟବସାୟ ଅଛି: ଭକ୍ତମାନଙ୍କୁ ପୁନଃ ଉଦ୍ଧାର କରିବା ଏବଂ ଅଭକ୍ତଙ୍କୁ ବଶୀଭୂତ କରିବା। "
720629 - ପ୍ରବଚନ BG 07.01 - ସାନ ଡିଓଗ୍