OR/Prabhupada 1057 - ଭାଗବତ ଗିତା କୁ ଗୀତ ଉପନିଷଦ ମଧ୍ୟ କୁହା ଯାଏ, ସବୁ ବେଦ ଶାସ୍ତ୍ର ର ସାର



660219-20 - Lecture BG Introduction - New York

ପ୍ରଭୁପାଦ :

oṁ ajñāna-timirāndhasya
jñānāñjana-śalākayā
cakṣur unmīlitaṁ yena
tasmai śrī-gurave namaḥ

ମୁଁ ମୋର ଆଧ୍ୟାତୀମିକ ଗୁରୁଙ୍କୁ ସମାନନୀୟ ଦଣ୍ଡବତ ପ୍ରଣାମ ପ୍ରସ୍ତୁତ କରୁଛି. ଯିଏ ଜ୍ଞାନ ରୁପି ମଶାଲ ରେ ମୋର ଅଜ୍ଞାନ ରୁପି ଅଂଧକାର କୁ ଦୂର କରି ଦେଇଛନ୍ତି |

śrī-caitanya-mano-'bhīṣṭaṁ
sthāpitaṁ yena bhū-tale
svayaṁ rūpaḥ kadā mahyaṁ
dadāti sva-padāntikam

କେବେ ଶ୍ରୀଲ ରୂପ ଗୋସ୍ୱାମୀ ପ୍ରଭୁପାଦ, ଯେ କି ଏଇ ଜଡ଼ ଜଗତ ରେ ଚୈତନ୍ୟ ମହାପ୍ରଭୁଙ୍କ ଇଚ୍ଛା ପୁର୍ଣ କରିବା ଆସିଛନ୍ତି, ମୋତେ ନିଜର ପାଦପଦ୍ମ ଶରଣ ଦେବେ?

vande 'haṁ śrī-guroḥ śrī-yuta-pada-kamalaṁ śrī-gurūn vaiṣṇavāṁś ca
śrī-rūpaṁ sāgrajātaṁ saha-gaṇa-raghunāthānvitaṁ taṁ sa-jīvam
sādvaitaṁ sāvadhūtaṁ parijana-sahitaṁ kṛṣṇa-caitanya-devaṁ
śrī-rādhā-kṛṣṇa-pādān saha-gaṇa-lalitā-śrī-viśākhānvitāṁś ca

ମୁଁ ମୋର ଆଧ୍ୟାତୀମିକ ଗୁରୁଙ୍କୁ ପାଦପଦ୍ମ ରେ ସମାନନନୀୟ ଦଣ୍ଡବତ ପ୍ରଣାମ କରୁଛି ଆଉ ଏଇ ଭକ୍ତି ପଥ ରେ ଥିବା ସମସ୍ତ ଗୁରୁଙ୍କ ମୋର ପ୍ରଣାମ | ମୁଁ ସମସ୍ତ ବୈଷ୍ନବ ଗଣ ଓ ୬ଟି ଗୋସ୍ୱାମୀ ଙ୍କୁ ମୋର ସମାନନୀୟ ପ୍ରଣାମ | ସମେତ ଶ୍ରୀଲ ରୂପ ଗୋସ୍ୱାମୀ, ଶ୍ରୀଲ ସନାତନ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ, ଜୀବ ଗୋସ୍ୱାମୀ ତାଙ୍କ ସାଥି ମୁଁ ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁ , ଶ୍ରୀ ନିତ୍ୟାନନ୍ଦ ପ୍ରଭୁ ଙ୍କୁ ମୋର ସମାନନୀୟ ପ୍ରଣାମ ଜଣାଉ ଅଛି | ଶ୍ରୀ ଚୈତନ୍ୟ ମହାପ୍ରଭୁ, ଏବଂ ଶ୍ରୀବାସ ଠାକୁର ଙ୍କ ନେତୃତ୍ୱ ତାଙ୍କର ସମସ୍ତ ଭକ୍ତଗଣ |

he kṛṣṇa karuṇā-sindho
dīna-bandho jagat-pate
gopeśa gopikā-kānta
rādhā-kānta namo 'stu te

ମୁଁ ଭଗବାନ ଶ୍ରୀ କୃଷ୍ଣଙ୍କ ପାଦପଦ୍ମ ରେ ମୋର ସମାନନୀୟ ଦଣ୍ଡବତ ପ୍ରଣାମ କରୁଛି |

tapta-kāñcana-gaurāṅgi
rādhe vṛndāvaneśvari
vṛṣabhānu-sute devi
praṇamāmi hari-priye

ଶ୍ରୀମତୀ ରାଧାରାଣୀ ଆଉ ସବୁ ଗୋପୀ ଲଳିତା ଆଉ ବିଶାଖାଙ୍କ ନେତୃତ୍ୱ ରେ ମୁଁ ପ୍ରିୟତମ କୃଷ୍ଣ, ଦୟା ର ସାଗର, ଆପଣ ଦୁଖୀ ଜୀବ ମାନଙ୍କ ସାଙ୍ଗ ଆଉ ସମଗ୍ର ସୃଷ୍ଟି ର ଶୃତ |

vāñchā-kalpatarubhyaś ca
kṛpā-sindhubhya eva ca
patitānāṁ pāvanebhyo
vaiṣṇavebhyo namo namaḥ

ଆପଣ ଗୋପ ବାଳକ ମାନଂକ ଆଦରଣୀୟ ଆଉ ଗୋପୀ ମାନଂକ ପ୍ରେମିକ, ବିଶେଷ ରୂପ ରେ ରାଧାରାଣୀଙ୍କ |

śrī-kṛṣṇa-caitanya
prabhu-nityānanda
śrī-advaita gadādhara
śrīvāsādi-gaura-bhakta-vṛnda

ମୁଁ ମୋର ସମାନନୀୟ ଦଣ୍ଡବତ ପ୍ରଣାମ ଜଣାଉଛି |

hare kṛṣṇa hare kṛṣṇa kṛṣṇa kṛṣṇa hare hare
hare rāma hare rāma rāma rāma hare hare

ମୁଁ ମୋର ସମାନନୀୟ ପ୍ରଣାମ କରୁଛି ରାଧାରାଣୀଙ୍କୁ , ଯାହାଙ୍କ ଶାରୀରିକ ରଙ୍ଗ ତରଳିବା ସୁନା ରଙ୍ଗ ପରି ଏବଂ ଯିଏ ବୃନ୍ଦାବନ ର ରାଣୀ ଅଟନ୍ତି |

ଆପଣ ରାଜା ଭୃଷୁବାଣୁଙ୍କ ପୁତ୍ରୀ, ଏବଂ ଭଗବାନ କୃଷ୍ଣଙ୍କ ବହୁତ ପ୍ରିୟ ଅଟନ୍ତି |

ମୁଁ ସବୁ ବୈଷ୍ଣବ ଭକ୍ତଗଣ ମାନଙ୍କୁ ମୋର ସମାନନୀୟ ପ୍ରଣାମ କରୁଛି | ସେମାନେ ସମସ୍ତଙ୍କ ଇଛାକୁ ପୁର୍ଣ କରିପାରିବେ, ଠିକ ବାଞ୍ଛା କଳ୍ପ ତରୁ ପରି, ଆଉ ସେମାନେ ପତିତ ଆତ୍ମା ମାନଙ୍କ ପାଇଁ ବହୁତ ହିଁ ଦୟାଳୁ ଅଟନ୍ତି | ମୁଁ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ କୁ ମୋର ଦଣ୍ଡବତ ପ୍ରଣାମ ପ୍ରସ୍ତୁତ କରୁ ଅଛି , ଶ୍ରୀ ଅଦ୍ୱୈତ, ଗଦାଧର , ଶ୍ରୀବାସ ଆଉ ଭଗବାନ ଚୈତନ୍ୟଙ୍କ ସବୁ ଭକ୍ତଙ୍କୁ ପ୍ରଣାମ | ମୁଁ ପ୍ରିୟ ପ୍ରଭୁ, ଆଉ ଭଗବାନଙ୍କ ଆଧ୍ୟାତୀମିକ ଶକ୍ତି, କୃପା କରି ମୋତେ ନିଜ ସେବା ରେ ନିଯୁକ୍ତ କରନ୍ତୁ | ମୁଁ ଏଇ ଜଡ ବସ୍ତୁ ର ସେବା ରେ ନିଜକୁ ସରମିନ୍ଦା ମନେ କରୁଛି | କୃପା କରି ମୋତେ ନିଜ ସେବା ରେ ନିଯୁକ୍ତ କରନ୍ତୁ | ଗୀତୋପନିଷଦ ର ପରିଚୟ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀଙ୍କ ଦ୍ୱାରା , ଶ୍ରୀମଦ ଭାଗବତଂ, ଅନ୍ୟ ଗ୍ରହଃ କୁ ସହଜ ଯାତ୍ରା, ର ଲେଖକ, ଭଗବାନଙ୍କ ଧାମ କୁ ପରିଗମନ ର ସମ୍ପାଦକ , ଆଦି | ଭଗବଦ ଗୀତା କୁ ଗୀତୋଉପନିଷଦ ମଧ୍ୟ କୁହା ଯାଏ, ସବୁ ଶାସ୍ତ୍ର ର ସାର, ଏବଂ ବୈଦିକ ସାହିତ୍ୟ ମଧ୍ୟ ରୁ,ଗୋଟିଏ ମହତ୍ଵପୁର୍ଣ ସାହିତ୍ୟ ଅଟେ | ଏଇ ଭଗବଦ ଗୀତା, କେତେ ଗୋଡ଼େ ତାତ୍ପର୍ୟ ଅଛି ଆଉ ଭଗବଦ ଗୀତା ର ଇଂରାଜୀ ରେ ଆଉ ଏକ ଟୀକା ର ଆବଶ୍ୟକତା ନିମ୍ନ ଲିଖିତ ରୂପ ରେ ବୁଝାଇ ଯାଇ ପରେ | ଗୋଟେ ... ଗୋଟେ ଆମେରିକାନ ମହିଳା, ମିସ କାର୍ଲଟ ଲେ ବ୍ଳାଙ୍କ ମୋତେ ପଚାରିଲେ ଗୋଟିଏ ଇଂରାଜୀରେ ଭଗବଦ ଗୀତା ର ସଂସ୍କରଣ, ଯେ ସେ ପଢି ପାରିବେ| ନିଶ୍ଚିତ ହିଁ ଆମେରିକା ରେ ଇଂରାଜୀ ସଂସ୍କରଣ ର ବହୁତ ଭଗବଦ ଗୀତା ଅଛି, କିନ୍ତୁ ଏବେ ପର୍ଯ୍ୟନ୍ତ ମୁଁ ଯାହା ଦେଖିଛି କେବଳ ଆମେରିକା ରେ ହିଁ ନୁହେ , ଭାରତ ରେ ମଧ୍ୟ, କୌ ମଧ୍ୟ ସଂସ୍କରଣ ଶକ୍ତ ଅଧିକାରକ ରୂପ ରେ ଗ୍ରହଣନୀୟ ନୁହେଁ , କାରଣ ସବୁଥିରେ ସମସ୍ତେ ନିଜର ରାୟ ପ୍ରଦାନ କରିଛନ୍ତି ଭଗବଦ ଗୀତା ର ଟୀକା ମଧ୍ୟସ୍ଥ ରେ, ବିନା ଭଗବଦ ଗୀତା ର ବାସ୍ତବିକ ସନ୍ଦେଶ କୁ ପ୍ରଦାନ କରି | ଭଗବଦ ଗୀତା ର ବସତିବିକ ଉଦେଶ୍ୟ ଭଗବାନ ନିଜେ ହିଁ ଉଲେଖ କରିଛନ୍ତି| ତାହା ଏଇ ପରି ଅଟେ | ଆମେ ଯଦି କିଛି ବିଶେଷ ପ୍ରକାର ମେଡ଼ିସିନ ନେବା , ତା ହେଲେ କିଛି ନିୟମ ପାଳନ କରିବା କୁ ପଡିବ ସେ ସବୁ ନିୟମ ମେଡ଼ିସିନ ର ଲଭେଲ ରେ ହିଁ ଉଲେଖ ଥାଏ ଆମେ ନିଜ ଇଚ୍ଛା କିମ୍ବା ସାଙ୍ଗ ସାଥି ର ନିର୍ଦେଶ ରେ ସେ ମେଡ଼ିସିନ ନେବା ନାହିଁ , ପରନ୍ତୁ ଆମେ ବୋତଲ ରେ ଲେଖା ଯାଇଥିବା ନିର୍ଦେଶ ଆଉ ଚିକିତ୍ସିକ ର ନିର୍ଦେଶ ଅନୁଯାଇ ମେଡ଼ିସିନ ନେବା | ଠିକ ସେଇପରି, ଭଗବଦ ଗୀତା ଭି ବକ୍ତାଙ୍କ ନିର୍ଦେଶ ଅନୁଯାଇ ହିଁ ନେବା କିମ୍ବା ଗ୍ରହଣ କରିବା କୁ ହେବ |