Template

Template:OR/Oriya Main Page - Collaborate With Us

ଆପଣ ଜଣେ ସନ୍ୟାସୀ, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ଦୀକ୍ଷିତ, ଗୁରୁ ଆଶ୍ରୟ, ଶ୍ରଦ୍ଧାଵନ ଅଥବା ଶୁଭେଚ୍ଛୁ; ଯଦି ଶ୍ରୀଲ ପ୍ରଭୁପାଦ ଦେଇଥିବା ଶିକ୍ଷା ଆପଣଙ୍କୁ ଆନନ୍ଦ ଦେଉଛି ଏବଂ ଓଡ଼ିଆ ଭାଷାରେ ଆପଣଙ୍କ ରୁଚି ଅଛି, ଆପଣ ଆମ ସହ ଯୋଡି ହୋଇ ପାରିବେ ଏହି ବାଣୀ ସେବା ପ୍ରୟାସରେ ।

ଦୟାକରି ଆମକୁ ଲେଖନ୍ତୁ ([email protected]), ଆପଣ କେଉଁ ପରି ଭାବରେ, କେଉଁ ସେବାରେ ଯୋଡି ହେବାକୁ ଚାହୁଁଛନ୍ତି । ବର୍ତ୍ତମାନ ଆମ ପାଖରେ 1,080 ଟି ଭିଡିଓ ଅଛି, ଯାହାର ପ୍ରାୟ ଅଧା ଓଡ଼ିଆରେ ଅନୁବାଦ କରାଯାଇଛି । ଥିମେଟିକ୍ ଏବଂ ଗ୍ରୁପ୍ ବାଣୀକୋଟସ୍, ଅମୃତବିନ୍ଦୁ, ଟ୍ରାନ୍ସକ୍ରିପଡ୍ ପ୍ରବାଦ, ଚିଠି ଇତ୍ୟାଦି ଅଛି ।