OR/Prabhupada 0462 - ବୈଷ୍ଣବ ଅପରାଧ ହେଉଛି ଏକ ମାହାନ ଅପରାଧ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0462 - in all Languages Category:OR-Quotes - 1977 Category:OR-Quotes - Lec...") |
No edit summary |
||
Line 7: | Line 7: | ||
[[Category:OR-Quotes - in India, Mayapur]] | [[Category:OR-Quotes - in India, Mayapur]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 0461 -ମୁଁ ଗୁରୁଙ୍କ ବିନା କାମ କରିପାରିବି - ତାହା ନିରର୍ଥକ|0461|OR/Prabhupada 0463 - ଯଦି ତୁମେ ତୁମର ମନକୁ କେବଳ କୃଷ୍ଣଙ୍କ ବିଷୟରେ ଭାବିବା ପାଇଁ ତାଲିମ ଦିଅ, ତେବେ ତୁମେ ସୁରକ୍ଷିତ|0463}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|37OEuVS5_rs|ବୈଷ୍ଣବ ଅପରାଧ ହେଉଛି ଏକ ମାହାନ ଅପରାଧ<br />- Prabhupāda 0462}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 13:05, 2 July 2021
Lecture on SB 7.9.7 -- Mayapur, February 27, 1977
ପ୍ରଭୁପାଦ: ବୈଷ୍ଣବ ଅପରାଧ ହେଉଛି ଏକ ମାହାନ ଅପରାଧ । ତୁମେ ଜାଣିଛ ଅମ୍ଵରୀଶ ମାହାରାଜା । ସେ ଭକ୍ତ ଥିଲେ, ଏବଂ ସେ... ଦୁର୍ବାସା, ସେ ତାଙ୍କର ଯୋଗ ଶକ୍ତିର ଭାରୀ ଗର୍ବ କରୁଥିଲେ, ଏବଂ ସେ ଅମ୍ଵରୀଶ ମାହାରାଜାଙ୍କର ଚରଣରେ ଅପରାଧ କରିଲେ, ଏବଂ ସେ କୃଷ୍ଣଙ୍କ ଦ୍ଵାରା ଦଣ୍ଡିତ ହେଲେ ସୁଦର୍ଶନ ଚକ୍ର ପଠେଇବା ଦ୍ଵାରା । ଏବଂ ସେ ଆନେକଙ୍କ ଠାରୁ ସାହାର୍ଯ୍ୟ ଚାହୁଁ ଥିଲେ - ବ୍ରହ୍ମା, ବିଷ୍ଣୁ । ସେ ପ୍ରତ୍ୟକ୍ଷ ଭାବରେ ବିଷ୍ଣୁ ଲୋକ ଯାଇ ପାରିବେ, କିନ୍ତୁ ତାଙ୍କୁ କ୍ଷମା କରା ଯାଇ ନ ଥିଲା । ତାଙ୍କୁ ଏକ ବୈଷ୍ଣବ ପାଖକୁ ଆସିବାକୁ ପଡ଼ିଲା, ଅମ୍ଵରୀଶା ମାହାରାଜା, ତାଙ୍କ ପାଦ ପଦ୍ମରେ ପଡ଼ିବାକୁ ପଡ଼ିଲା । ଏବଂ ସେ, ଅବଶ୍ୟ, ବୈଷ୍ଣବ, ତୂରନ୍ତ ତାଙ୍କୁ କ୍ଷମା କରିଦେଲେ । ତେଣୁ ବୈଷ୍ଣବ ଅପରାଧ ହେଉଛି ମାହାନ ଅପରାଧ, ହାତୀ-ମାତା । ତେବେ ଆମକୁ ବୈଷ୍ଣବ ଅପରାଧ ପ୍ରତି ସତର୍କ ରହିବାକୁ ହେବ । ଆମେ କରିବା ଉଚିତ୍ ନୁହେଁ... ଅର୍ଚୟେ ବିଷ୍ଣୁ ଶିଳା ଧିର ଗୁରୁଶୁ ନର ମତିର ବୈଷ୍ଣବ ଜାତି ବୁଦ୍ଧିଃ (Padma Purana) । ବୈଷ୍ଣବ ଜାତି ବୁଦ୍ଧିଃ ମଧ୍ୟ ହେଉଛି ଅନ୍ୟ ଏକ ଅପରାଧ, ମାହାନ ଅପରାଧ । ସେହିପରି, ଗୁରୁଙ୍କୁ ସାଧାରଣ ମନୁଷ୍ୟ ଭାବିବା, ତାହା ମଧ୍ୟ ଅପରାଧ । ଏହା ଭାବିବା ଯେ ବିଗ୍ରହ ଧାତୁରେ ନିର୍ମିତ, ପଥର, ତାହା ହେଉଛି...ଏଗୁଡ଼ିକ ହେଉଛି ଅପରାଧ । ସ ନାରକୀ ।
ତେବେ ଆମକୁ ନିୟନ୍ତ୍ରିତ ସିଦ୍ଧାନ୍ତ ବିଷୟରେ ଅତି ସତର୍କ ରହିବା ଉଚିତ୍ ଏବଂ ବୈଷ୍ଣବ ମାନଙ୍କର ପଦାନୁସରଣ କରିବା ଉଚିତ୍ । ମାହାଜନୋ ଯେନ ସ ଗତଃ । ଭାବ ନାହିଁ ଯେ ପ୍ରହଲ୍ଲାଦ ମାହାରାଜା ହେଉଛନ୍ତି ସାଧାରଣ ବାଳକ । ଭକ୍ତି ସେବାରେ କିପରି ଉନ୍ନତି କରିବା ତାହା ଆମେ ପ୍ରହଲ୍ଲାଦ ମାହାରଜାଙ୍କ ଠାରୁ ଶିଖିବା ଉଚିତ୍ ।
ବହୁତ ବହୁତ ଧନ୍ୟବାଦ ।
ଭକ୍ତ: ଜୟ!