OR/660401 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660328|OR/660405 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660405}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660401BG-NEW_YORK_ND_01.mp3</mp3player>|"ଏଇ ଭୌତିକ ଶରୀର, ଆମେ ସବୁବେଳେ ନିଶ୍ଚିତରୂପରେ ଜାଣି ରଖିବା ଉଚିତ, ଏହା ଏକ ବିଦେଶୀ ପଦାର୍ଥ । ଆମେ ପୂର୍ବରୁହିଁ ତୁମକୁ ବୁଝାଇରଖିଛୁ ଯେ ଏହା ଏକ ପୋଷାକ ପରି । ପୋଷାକ । ପୋଷାକ ମୋ ଶରୀର ପାଇଁ ଏକ ବିଦେଶୀ ପଦାର୍ଥ । ସେହିପ୍ରକାର, ଏହି ସ୍ଥୁଳ ଆଉ ସୂକ୍ଷ୍ମ ଶରୀର - ସ୍ଥୁଳ ଶରୀର ଏହି ଭୌତିକ ପାଞ୍ଚ ଉପାଦାନର ଏବଂ  ମନ, ବୁଦ୍ଧି ଆଉ ଅହଙ୍କାର ସୂକ୍ଷ୍ମ ଶରୀର - ଏସବୁ ମୋର ବିଦେଶୀ ପଦାର୍ଥ । ଏଣୁ ମୁଁ ବର୍ତ୍ତମାନ ଏହି ବିଦେଶୀ ପଦାର୍ଥରେ ଆବଦ୍ଧ । ମୋର ପୁରା ଜୀବନର ଲକ୍ଷ ହେଲା ଏହି ବିଦେଶୀ ଜିନିଷରୁ ବାହାରକୁ ବାହାରିବା । ଆମେ ଆମର ଅସଲ ଆଧ୍ୟାତ୍ମିକ ଶରୀରରେ ଅବସ୍ଥାନ କରିବାକୁ ଚାହୁଁଛୁ । ଯଦି ତୁମେ ଅଭ୍ୟାସ କରିବ ତେବେ ଏହା ହୋଇ ପାରିବ ।"|Vanisource:660401 - Lecture BG 02.48-49 - New York|660401 - ପ୍ରବଚନ BG 02.48-49 - ନିୟୁର୍କ}}

Latest revision as of 23:09, 16 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଇ ଭୌତିକ ଶରୀର, ଆମେ ସବୁବେଳେ ନିଶ୍ଚିତରୂପରେ ଜାଣି ରଖିବା ଉଚିତ, ଏହା ଏକ ବିଦେଶୀ ପଦାର୍ଥ । ଆମେ ପୂର୍ବରୁହିଁ ତୁମକୁ ବୁଝାଇରଖିଛୁ ଯେ ଏହା ଏକ ପୋଷାକ ପରି । ପୋଷାକ । ପୋଷାକ ମୋ ଶରୀର ପାଇଁ ଏକ ବିଦେଶୀ ପଦାର୍ଥ । ସେହିପ୍ରକାର, ଏହି ସ୍ଥୁଳ ଆଉ ସୂକ୍ଷ୍ମ ଶରୀର - ସ୍ଥୁଳ ଶରୀର ଏହି ଭୌତିକ ପାଞ୍ଚ ଉପାଦାନର ଏବଂ ମନ, ବୁଦ୍ଧି ଆଉ ଅହଙ୍କାର ସୂକ୍ଷ୍ମ ଶରୀର - ଏସବୁ ମୋର ବିଦେଶୀ ପଦାର୍ଥ । ଏଣୁ ମୁଁ ବର୍ତ୍ତମାନ ଏହି ବିଦେଶୀ ପଦାର୍ଥରେ ଆବଦ୍ଧ । ମୋର ପୁରା ଜୀବନର ଲକ୍ଷ ହେଲା ଏହି ବିଦେଶୀ ଜିନିଷରୁ ବାହାରକୁ ବାହାରିବା । ଆମେ ଆମର ଅସଲ ଆଧ୍ୟାତ୍ମିକ ଶରୀରରେ ଅବସ୍ଥାନ କରିବାକୁ ଚାହୁଁଛୁ । ଯଦି ତୁମେ ଅଭ୍ୟାସ କରିବ ତେବେ ଏହା ହୋଇ ପାରିବ ।"
660401 - ପ୍ରବଚନ BG 02.48-49 - ନିୟୁର୍କ