OR/660328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ଆମେ ଯେଉଁ ସଂକୀର୍ତ୍ତନ କଲେ, ଏହା ଅଲୌକିକ ଧ୍ୱନୀର କମ୍ପନ ଅଟେ । ଏହା ଆମ ମନ ଭିତରେ ଭିତରେ ଜମା ହୋଇଥିବା ଧୂଳିକୁ ସଫା କରିବାରେ ସାହାଯ୍ୟ କରିବ । ପୁରା ବିଷୟ ବୁଝାଯାଇଛି । ଆମେ ଶୁଦ୍ଧ ଆତ୍ମା ହିସାବରେ, ଶୁଦ୍ଧ ଚେତନା ରୂପେ, ସ୍ଵଭାବିକରୂପରେ ଆମେ ଭୌତିକ ପ୍ରଦୂଷଣ ଠାରୁ ଅଲଗା । କିନ୍ତୁ ଏହି ଭୌତିକ ବାତାବରଣ ସହ ଆମର ଦୀର୍ଘ ସମୟର ସଂଯୋଗ କାରଣରୁ, ଆମ ମନ ଉପରେ ଧୂଳିର ଏକ ମୋଟା ପରସ୍ତ ଜମାଟ ବାନ୍ଧି ରହିଛି । ତେଣୁ ଯେତେ ଶୀଘ୍ର ଏହି ଧୂଳି ପରିସ୍କାର ହୋଇଯିବ, ସେତେ ଶୀଘ୍ର ଆମେ ଆମ ନିଜକୁ ଦେଖିପାରିବ, ଆମେ କିଏ ।"
660328 - ପ୍ରବଚନ BG 02.46-47 - ନିୟୁର୍କ