OR/660727 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660725 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660725|OR/660728 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660728}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660727BG-NEW_YORK_ND_01.mp3</mp3player>|"ପରମପୁରୁଷ ଭଗବାନ, ତାଙ୍କୁ ବୈଦିକ  ସାହିତ୍ୟରେ କୁହାଯାଏ ଯେ ସେ ହେଉଛନ୍ତି ସର୍ବୋଚ୍ଚ ନେତା। ନିତ୍ୟୋ ନିତ୍ୟାନାଂ ଚେତନଶ୍ ଚେତନାନାଂ । ନିତ୍ୟ  ଅର୍ଥ ଅନନ୍ତ, ଏବଂ ନିତ୍ୟାନାଂ, ଏହାର ଅର୍ଥ ଅନ୍ୟାନ୍ୟ ଅନନ୍ତ। ଆମେ ଅନେକ ଅନନ୍ତ। ଇକା, ଗୋଟିଏ ଅନନ୍ତ ..ଏକୋ ଵହୂନାଂ ଵିଦଧାତି କାମାନ୍ । ଦୁଇ ପ୍ରକାରର ଅନନ୍ତକାଳ ଅଛି । ଆମେ ଜୀବ ମାନେ, ଆମେ ମଧ୍ୟ ଅନନ୍ତ, ଏବଂ ପରମପୁରୁଷ ଭଗବାନ, ସେ ମଧ୍ୟ ଅନନ୍ତ ଅଟନ୍ତି । ଯେପର୍ଯ୍ୟନ୍ତ ଅନନ୍ତତା ବିଚାରଯୋଗ୍ୟ, ଉଭୟେ ଗୁଣାତ୍ମକ ପ୍ରକୃତି ଉପରେ ସମାନ । ସେ ଅନନ୍ତ, ଏବଂ ଆମେ ଅନନ୍ତ ଅଟୁ। ସତ-ଚିତ-ଆନନ୍ଦ-ବିଗ୍ରହ  (BS 5.1)। ସେ ମଧ୍ୟ ସମସ୍ତ ଆନନ୍ଦ, ଏବଂ ଆମେ ସମସ୍ତେ ଆନନ୍ଦିତ କାରଣ ଆମେ ସମସ୍ତେ ସମାନ ଗୁଣର ଅଂଶ । କିନ୍ତୁ ସେ ହେଉଛନ୍ତି ନେତା। "|Vanisource:660727 - Lecture BG 04.11 - New York|660727 - ପ୍ରବଚନ BG 04.11 - ନିୟୁର୍କ}}

Latest revision as of 23:12, 16 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପରମପୁରୁଷ ଭଗବାନ, ତାଙ୍କୁ ବୈଦିକ ସାହିତ୍ୟରେ କୁହାଯାଏ ଯେ ସେ ହେଉଛନ୍ତି ସର୍ବୋଚ୍ଚ ନେତା। ନିତ୍ୟୋ ନିତ୍ୟାନାଂ ଚେତନଶ୍ ଚେତନାନାଂ । ନିତ୍ୟ ଅର୍ଥ ଅନନ୍ତ, ଏବଂ ନିତ୍ୟାନାଂ, ଏହାର ଅର୍ଥ ଅନ୍ୟାନ୍ୟ ଅନନ୍ତ। ଆମେ ଅନେକ ଅନନ୍ତ। ଇକା, ଗୋଟିଏ ଅନନ୍ତ ..ଏକୋ ଵହୂନାଂ ଵିଦଧାତି କାମାନ୍ । ଦୁଇ ପ୍ରକାରର ଅନନ୍ତକାଳ ଅଛି । ଆମେ ଜୀବ ମାନେ, ଆମେ ମଧ୍ୟ ଅନନ୍ତ, ଏବଂ ପରମପୁରୁଷ ଭଗବାନ, ସେ ମଧ୍ୟ ଅନନ୍ତ ଅଟନ୍ତି । ଯେପର୍ଯ୍ୟନ୍ତ ଅନନ୍ତତା ବିଚାରଯୋଗ୍ୟ, ଉଭୟେ ଗୁଣାତ୍ମକ ପ୍ରକୃତି ଉପରେ ସମାନ । ସେ ଅନନ୍ତ, ଏବଂ ଆମେ ଅନନ୍ତ ଅଟୁ। ସତ-ଚିତ-ଆନନ୍ଦ-ବିଗ୍ରହ (BS 5.1)। ସେ ମଧ୍ୟ ସମସ୍ତ ଆନନ୍ଦ, ଏବଂ ଆମେ ସମସ୍ତେ ଆନନ୍ଦିତ କାରଣ ଆମେ ସମସ୍ତେ ସମାନ ଗୁଣର ଅଂଶ । କିନ୍ତୁ ସେ ହେଉଛନ୍ତି ନେତା। "
660727 - ପ୍ରବଚନ BG 04.11 - ନିୟୁର୍କ