OR/660725 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଭୌତିକ ଜଗତ ଦୁଃଖର ସ୍ଥାନ ଭାବରେ ପରମପୁରୂଷ ଭଗବାନଙ୍କ ଦ୍ୱାରା ପ୍ରମାଣିତ ହୋଇଛି। ବର୍ତ୍ତମାନ, ଯଦି ଏହି ସ୍ଥାନଟି ସେହି ଉଦ୍ଦେଶ୍ୟରେ ତିଆରି ହୋଇଛି, କେବଳ ଆମକୁ ଦୁଃଖ ଦେବା ପାଇଁ, ଆପଣ ଏହାକୁ କିପରି ସୁଖର ସ୍ଥାନ କରିପାରିବେ? ସ୍ଥାନଟି ସେହି ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ । ତେଣୁ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ଯେ 'କେହି ଜଣେ, ଯିଏ ମୋ ପାଖକୁ ଫେରି ଆସେ, ତାଙ୍କୁ ପୁନର୍ବାର ଏହି ଦୁଃଖ ସ୍ଥାନକୁ ଫେରିବାକୁ ପଡ଼ିବ ନାହିଁ'। ତ୍ୟକ୍ତ୍ୱା ଦେହଂ ପୁନର ଜନ୍ମ ନୈତି ମାମଂ ଏତି (BG 4.9)। "
660725 - ପ୍ରବଚନ BG 04.09-11 - ନିୟୁର୍କ