OR/690218 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690217 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690217|OR/690219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690219}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690218BG-LOS_ANGELES_ND_01.mp3</mp3player>|"ଧରାଯାଉ ତୁମେ ନିଜ ମନକୁ କୃଷ୍ଣଙ୍କ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରୁଛ, ଏବଂ ତୁମର ମନ ବିଭ୍ରାନ୍ତ ହୋଇ କୌଣସି ସିନେମା ଘରକୁ ଯାଉଛି। ତେଣୁ ତୁମେ ପ୍ରତ୍ୟାହାର କରିବା ଉଚିତ୍, " ସେଠାକୁ ନାହିଁ। ଦୟାକରି, ଏଠାରେ" । ଏହା ଯୋଗର ଅଭ୍ୟାସ: ମନକୁ କୃଷ୍ଣଙ୍କଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଏହାକୁ କେବଳ ଅଭ୍ୟାସ କରିପାରିବେ, ତେବେ ଆପଣଙ୍କ ମନକୁ କୃଷ୍ଣଙ୍କଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ... ଏବଂ କାରଣ ଆମେ ଗୋଟିଏ ସ୍ଥାନରେ ବସି ଆମର ମନ କୃଷ୍ଣଙ୍କ ଉପରେ ସ୍ଥିର କରିପାରିବୁ ନାହିଁ, ତାହା ଅତ୍ୟନ୍ତ ଉଚ୍ଚ ପ୍ରଶିକ୍ଷଣ ଆବଶ୍ୟକ କରେ । ଗୋଟିଏ ସ୍ଥାନରେ ବସି ସର୍ବଦା କୃଷ୍ଣଙ୍କୁ ମନରେ ସ୍ଥିର ରଖିବା, ତାହା ଏତେ ସହଜ କାମ ନୁହେଁ । ଯିଏ ଏହାକୁ ଅଭ୍ୟାସ କରେ ନାହିଁ, ଯଦି ସେ କେବଳ ଅନୁକରଣ କରେ, ତେବେ ସେ ଦ୍ୱନ୍ଦ୍ୱରେ ପଡ଼ିବେ। ଆମକୁ ସର୍ବଦା କୃଷ୍ଣ ଚେତନାରେ ଜଡିତ ହେବାକୁ ପଡିବ। ଆମେ କରୁଥିବା ସମସ୍ତ କାର୍ଯ୍ୟ କୃଷ୍ଣଙ୍କ ପାଇଁ ହେବା ଆବଶ୍ୟକ। ଆମର ସାଧାରଣ କାର୍ଯ୍ୟକଳାପ ଏମିତି ଗଢ଼ା ହେବା ଉଚିତ ଯେ କୃଷ୍ଣଙ୍କ ପାଇଁ ସବୁକିଛି କରିବାକୁ ପଡିବ। ତା’ପରେ ତୁମର ମନ କୃଷ୍ଣଙ୍କ ଠାରେ ସ୍ଥିର ହୋଇଯିବ।"|Vanisource:690218 - Lecture BG 06.25-29 - Los Angeles|690218 - ପ୍ରବଚନ BG 06.25-29 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:01, 1 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ ତୁମେ ନିଜ ମନକୁ କୃଷ୍ଣଙ୍କ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରୁଛ, ଏବଂ ତୁମର ମନ ବିଭ୍ରାନ୍ତ ହୋଇ କୌଣସି ସିନେମା ଘରକୁ ଯାଉଛି। ତେଣୁ ତୁମେ ପ୍ରତ୍ୟାହାର କରିବା ଉଚିତ୍, " ସେଠାକୁ ନାହିଁ। ଦୟାକରି, ଏଠାରେ" । ଏହା ଯୋଗର ଅଭ୍ୟାସ: ମନକୁ କୃଷ୍ଣଙ୍କଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଏହାକୁ କେବଳ ଅଭ୍ୟାସ କରିପାରିବେ, ତେବେ ଆପଣଙ୍କ ମନକୁ କୃଷ୍ଣଙ୍କଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ... ଏବଂ କାରଣ ଆମେ ଗୋଟିଏ ସ୍ଥାନରେ ବସି ଆମର ମନ କୃଷ୍ଣଙ୍କ ଉପରେ ସ୍ଥିର କରିପାରିବୁ ନାହିଁ, ତାହା ଅତ୍ୟନ୍ତ ଉଚ୍ଚ ପ୍ରଶିକ୍ଷଣ ଆବଶ୍ୟକ କରେ । ଗୋଟିଏ ସ୍ଥାନରେ ବସି ସର୍ବଦା କୃଷ୍ଣଙ୍କୁ ମନରେ ସ୍ଥିର ରଖିବା, ତାହା ଏତେ ସହଜ କାମ ନୁହେଁ । ଯିଏ ଏହାକୁ ଅଭ୍ୟାସ କରେ ନାହିଁ, ଯଦି ସେ କେବଳ ଅନୁକରଣ କରେ, ତେବେ ସେ ଦ୍ୱନ୍ଦ୍ୱରେ ପଡ଼ିବେ। ଆମକୁ ସର୍ବଦା କୃଷ୍ଣ ଚେତନାରେ ଜଡିତ ହେବାକୁ ପଡିବ। ଆମେ କରୁଥିବା ସମସ୍ତ କାର୍ଯ୍ୟ କୃଷ୍ଣଙ୍କ ପାଇଁ ହେବା ଆବଶ୍ୟକ। ଆମର ସାଧାରଣ କାର୍ଯ୍ୟକଳାପ ଏମିତି ଗଢ଼ା ହେବା ଉଚିତ ଯେ କୃଷ୍ଣଙ୍କ ପାଇଁ ସବୁକିଛି କରିବାକୁ ପଡିବ। ତା’ପରେ ତୁମର ମନ କୃଷ୍ଣଙ୍କ ଠାରେ ସ୍ଥିର ହୋଇଯିବ।"
690218 - ପ୍ରବଚନ BG 06.25-29 - ଲସ ଆ଼ଞ୍ଜେଲ୍ସ