OR/690219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ ଜପ କରନ୍ତୁ ହରେ କୃଷ୍ଣ, ହରେ କୃଷ୍ଣ, କଲଉ, ଏହି କଳି ଯୁଗରେ, କଲଉ ନାସ୍ତି ଏବ, ନାସ୍ତି ଏବ, ନାସ୍ତି ଏବ: ଅନ୍ୟ କୌଣସି ବିକଳ୍ପ ନାହିଁ, ଅନ୍ୟ ବିକଳ୍ପ ନାହିଁ, ଅନ୍ୟ ବିକଳ୍ପ ନାହିଁ। ଯଦି ଆପଣ ଏହି ବ୍ୟବସ୍ଥା ଗ୍ରହଣ କରନ୍ତି, ତେବେ ଏହି ଭକ୍ତି- ଯୋଗ ପ୍ରଣାଳୀ, ଅତି ସରଳ, କେବଳ ଜପ କର, ତୁମେ ତୁରନ୍ତ ଫଳାଫଳ ପାଇବ । ପ୍ରତ୍ୟକ୍ଷାବଗମଂ ଧର୍ମ୍ୟଂ ( ଭ.ଗୀ. ୯.୨) ଅନ୍ୟ କୌଣସି ଯୋଗ ପ୍ରଣାଳୀ, ଯଦି ଆପଣ ଅଭ୍ୟାସ କରନ୍ତି, ଆପଣ ଅନ୍ଧକାରରେ ଅଛନ୍ତି; ଆପଣ ଜାଣି ନାହାଁନ୍ତି ଆପଣ କେତେ ଦୂର ଅଗ୍ରଗତି କରୁଛନ୍ତି। କିନ୍ତୁ ଏହି ପ୍ରଣାଳୀ, ଆପଣ ବୁଝିବେ, 'ହଁ, ମୁଁ ଏହିପରି ଅଗ୍ରଗତି କରୁଛି'।"
690219 - ପ୍ରବଚନ BG 06.30-34 - ଲସ ଆ଼ଞ୍ଜେଲ୍ସ