OR/690222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690220|OR/690305 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690305}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690222BG-LOS_ANGELES_ND_01.mp3</mp3player>|:ଜନ୍ମ କର୍ମ ଚ ମେ ଦିବ୍ୟମଂ   
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690222BG-LOS_ANGELES_ND_01.mp3</mp3player>|:ଜନ୍ମ କର୍ମ ଚ ମେ ଦିବ୍ୟମଂ   
:ଏବଂ ୟୋ ବେତ୍ତି ତତ୍ତ୍ୱତଃ ।
:ଏବଂ ୟୋ ବେତ୍ତି ତତ୍ତ୍ୱତଃ ।

Latest revision as of 06:00, 9 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ଜନ୍ମ କର୍ମ ଚ ମେ ଦିବ୍ୟମଂ
ଏବଂ ୟୋ ବେତ୍ତି ତତ୍ତ୍ୱତଃ ।
ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ
ନୈତି ମାମେତି ସୋଽର୍ଜୁନ ॥
(ଭ.ଗୀ. ୪.୯)

ଚତୁର୍ଥ ଅଧ୍ୟାୟରେ କୁହାଯାଇଛି ଯେ 'ମୋର ପ୍ରକଟ, ଅପ୍ରକଟ ଏବଂ କାର୍ଯ୍ୟକଳାପ ସବୁ ଦିବ୍ୟ । ମୋ କାର୍ଯ୍ୟକଳାପ, ପ୍ରକଟ, ଅପ୍ରକଟର ଏହି ଦିବ୍ୟ ପ୍ରକୃତି ବୁଝିପାରୁଥିବା ବ୍ୟକ୍ତି, ଫଳାଫଳ ହେଉଛି 'ତ୍ୟକ୍ତ୍ୱା ଦେହଂ' ଏହି ଶରୀର ଛାଡିବା ପରେ, 'ପୁନର୍ଜନ୍ମ ନୈତି' ସେ ଏହି ଭୌତିକ ଜଗତରେ ପୁନର୍ବାର ଜନ୍ମ ଗ୍ରହଣ କରନ୍ତି ନାହିଁ । ତାହା ଚତୁର୍ଥ ଅଧ୍ୟାୟରେ ଦର୍ଶାଯାଇଛି । ଏହାର ଅର୍ଥ ତୁରନ୍ତ ମୁକ୍ତି ହାସଲ ହେଲା । ଏହା ଏକ ସତ୍ୟ। "

690222 - ପ୍ରବଚନ BG 07.01 - ଲସ ଆ଼ଞ୍ଜେଲ୍ସ