OR/690305 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ମୁଁ ଏହି ହାତର ଅର୍ଥ, ସ୍ପର୍ଶ ଇନ୍ଦ୍ରିୟ ଉପଭୋଗ କରିବାକୁ କିଛି ନରମ ସ୍ଥାନକୁ ସ୍ପର୍ଶ କରିବାକୁ ଚାହେଁ। କିନ୍ତୁ ଯଦି ହାତ ଗ୍ଲୋଭସ୍ ଦ୍ୱାରା ଆଚ୍ଛାଦିତ ହୁଏ, ତେବେ ମୁଁ ସେହି ଭାବନାକୁ ଏତେ ସୁନ୍ଦର ଉପଭୋଗ କରିପାରିବି ନାହିଁ। ଆପଣ ସହଜରେ ବୁଝିପାରିବେ। ଅର୍ଥ ସେଠାରେ ଅଛି, କିନ୍ତୁ ଯଦି ଏହା କୃତ୍ରିମ ଭାବରେ ଆଚ୍ଛାଦିତ ହୋଇଛି, ଯଦିଓ ସୁବିଧା ମଧ୍ୟ ଅଛି, ମୁଁ ଇନ୍ଦ୍ରିୟ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରିପାରିବି ନାହିଁ । ସେହିପରି ଭାବରେ, ଆମର ଇନ୍ଦ୍ରିୟଗୁଡିକ ଅଛି, କିନ୍ତୁ ଆମର ଇନ୍ଦ୍ରିୟଗୁଡିକ ବର୍ତ୍ତମାନ ଏହି ଭୌତିକ ଶରୀର ଦ୍ୱାରା ଆଚ୍ଛାଦିତ ହୋଇଛି । କୃଷ୍ଣ ଆମକୁ ଭଗବଦ୍-ଗୀତାରେ ଏକ ସୂଚକ ଦିଅନ୍ତି ଯେ, ସେହି ଉତ୍ତମ ସୁଖ ସେହି ଇନ୍ଦ୍ରିୟ ଦ୍ୱାରା ହାସଲ ହୋଇପାରିବ, ଏହି ଆବୃତ ଇନ୍ଦ୍ରିୟ ଦ୍ୱାରା ନୁହେଁ ।"
690305 - ପ୍ରବଚନ - Day after Sri Gaura-Purnima - ହାଓଆଇ