OR/690908 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - Hamburg‎]]
[[Category:OR/ଅମୃତ ବାଣୀ - Hamburg‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690907 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690907|OR/690908b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690908b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690908R1-HAMBURG_ND_01.mp3</mp3player>|"ଠେକୁଆମାନେ, ଯେତେବେଳେ ସେମାନେ ଜଣେ ଶିକାରୀର ସମ୍ମୁଖୀନ ହୁଅନ୍ତି ଏବଂ ଏହା ବୁଝିପାରନ୍ତି ଯେ 'ବର୍ତ୍ତମାନ ମୋ ଜୀବନ ବିପଦରେ ଅଛି', ସେ ଆଖି ବନ୍ଦ କରନ୍ତି। ସେ ଭାବନ୍ତି ଯେ 'ସମସ୍ୟାର ସମାଧାନ ହୋଇଛି'। (ହସ) ଏବଂ ଶାନ୍ତିରେ ତାଙ୍କୁ ହତ୍ୟା କରାଯାଇଛି। (ହସ) ତୁମେ ଦେଖନ୍ତୁ? ସେହିଭଳି, ସେମାନଙ୍କର ସମସ୍ୟା ସେଠାରେ ଅଛି, କିନ୍ତୁ ଆମେ ଆଖି ବନ୍ଦ କରୁଛୁ: 'ଓଃ, କୌଣସି ଅସୁବିଧା ନାହିଁ। ଆମେ ବହୁତ ଖୁସି'। ଏହା ହିଁ ଅଟେ। (ହସ) ତେଣୁ ଏହାକୁ ମାୟା କୁହାଯାଏ। ସମସ୍ୟାର ସମାଧାନ ହୋଇନାହିଁ, କିନ୍ତୁ ସେମାନେ ଆଖି ବନ୍ଦ କରି ସମସ୍ୟାର ସମାଧାନ ହେବ ବୋଲି ଭାବୁଛନ୍ତି। କେବଳ ସେତିକି । ବର୍ତ୍ତମାନ, ଏଠାରେ ସମସ୍ୟାର ସମାଧାନ, ଯେପରି କୃଷ୍ଣ ଭଗବଦ୍-ଗୀତାର ସପ୍ତମ ଅଧ୍ୟାୟର ଚତୁର୍ଦ୍ଦଶ ଶ୍ଳୋକରେ, କହିଛନ୍ତି: "ଭୌତିକ ପ୍ରକୃତିର ନିୟମ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଯିଏ ମୋ ନିକଟରେ ଆତ୍ମସମର୍ପଣ କରେ, ସେ ପାର ହୁଏ"। ତେଣୁ ଜୀବନର ସମସ୍ୟାର ସମାଧାନ ପାଇଁ ଆମେ ଏହି କୃଷ୍ଣ ଭାବନାମୃତ ଶିକ୍ଷା ଦେଉଛୁ।"|Vanisource:690908 - Conversation - Hamburg|690908 - ବାର୍ତ୍ତାଳାପ - ହାମବର୍ଗ}}

Latest revision as of 05:21, 5 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠେକୁଆମାନେ, ଯେତେବେଳେ ସେମାନେ ଜଣେ ଶିକାରୀର ସମ୍ମୁଖୀନ ହୁଅନ୍ତି ଏବଂ ଏହା ବୁଝିପାରନ୍ତି ଯେ 'ବର୍ତ୍ତମାନ ମୋ ଜୀବନ ବିପଦରେ ଅଛି', ସେ ଆଖି ବନ୍ଦ କରନ୍ତି। ସେ ଭାବନ୍ତି ଯେ 'ସମସ୍ୟାର ସମାଧାନ ହୋଇଛି'। (ହସ) ଏବଂ ଶାନ୍ତିରେ ତାଙ୍କୁ ହତ୍ୟା କରାଯାଇଛି। (ହସ) ତୁମେ ଦେଖନ୍ତୁ? ସେହିଭଳି, ସେମାନଙ୍କର ସମସ୍ୟା ସେଠାରେ ଅଛି, କିନ୍ତୁ ଆମେ ଆଖି ବନ୍ଦ କରୁଛୁ: 'ଓଃ, କୌଣସି ଅସୁବିଧା ନାହିଁ। ଆମେ ବହୁତ ଖୁସି'। ଏହା ହିଁ ଅଟେ। (ହସ) ତେଣୁ ଏହାକୁ ମାୟା କୁହାଯାଏ। ସମସ୍ୟାର ସମାଧାନ ହୋଇନାହିଁ, କିନ୍ତୁ ସେମାନେ ଆଖି ବନ୍ଦ କରି ସମସ୍ୟାର ସମାଧାନ ହେବ ବୋଲି ଭାବୁଛନ୍ତି। କେବଳ ସେତିକି । ବର୍ତ୍ତମାନ, ଏଠାରେ ସମସ୍ୟାର ସମାଧାନ, ଯେପରି କୃଷ୍ଣ ଭଗବଦ୍-ଗୀତାର ସପ୍ତମ ଅଧ୍ୟାୟର ଚତୁର୍ଦ୍ଦଶ ଶ୍ଳୋକରେ, କହିଛନ୍ତି: "ଭୌତିକ ପ୍ରକୃତିର ନିୟମ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଯିଏ ମୋ ନିକଟରେ ଆତ୍ମସମର୍ପଣ କରେ, ସେ ପାର ହୁଏ"। ତେଣୁ ଜୀବନର ସମସ୍ୟାର ସମାଧାନ ପାଇଁ ଆମେ ଏହି କୃଷ୍ଣ ଭାବନାମୃତ ଶିକ୍ଷା ଦେଉଛୁ।"
690908 - ବାର୍ତ୍ତାଳାପ - ହାମବର୍ଗ