OR/690908b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମାୟା ଅଛି । ତେଣୁ କୃଷ୍ଣ କୁହନ୍ତି, 'ମାୟା ବହୁତ ଶକ୍ତିଶାଳୀ' । କିନ୍ତୁ ଯଦି ତୁମେ କୃଷ୍ଣଙ୍କୁ ଅତି..., ଅଧିକ ଦୃଢ ଭାବରେ, ତେବେ ମାୟା କିଛି କରିପାରିବ ନାହିଁ । ଯଦି ତୁମର ଜପକୁ କିଛି ବିରୋଧ କରୁଛି, ତେବେ ତୁମକୁ ଅଧିକ ଜୋରରେ ଜପ କରିବାକୁ ପଡିବ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ । ତେବେ ତୁମେ ମାୟାକୁ ପରାସ୍ତ କର । ଔଷଧ ସମାନ ଅଟେ । ଅନ୍ତତଃ ପକ୍ଷେ, ମୁଁ ତାହା କରେ । ଯେତେବେଳେ ମୁଁ କିଛି ବିପଦରେ ପଡ଼େ, ମୁଁ ହରେ କୃଷ୍ଣ ଉଚ୍ଚ ସ୍ୱରରେ ଜପ କରେ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / (ହସ) ହରେ ରାମ ହରେ ରାମ ରାମ ରାମ ହରେ ହରେ । ଖାଲି ଏତିକି। ଭକ୍ତିବିନୋଦ ଠାକୁର... ଗୀତ ଅଛି: ଯାୟ ସକଳ ବିପୋଦ ଗୟ ଭକ୍ତିବିନୋଦ ବୋଲେ ଯଖୋନ ଓ-ନାମ ଗାଇ (ଗୀତାବଳି ରୁ) । ସେ କୁହନ୍ତି, "ମୁଁ ଏହି ହରେ କୃଷ୍ଣଙ୍କୁ ଜପ କରିବା ମାତ୍ରେ ମୁଁ ତୁରନ୍ତ ସମସ୍ତ ବିପଦରୁ ମୁକ୍ତ ହୋଇଯାଏ"। "
690908 - ବାର୍ତ୍ତାଳାପ - ହାମବର୍ଗ