OR/700623 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700622b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700622b|OR/700630 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700630}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700623NOD-LOS_ANGELES_ND_01.mp3</mp3player>|"ଯେତେବେଳେ କୃଷ୍ଣ ଚେତନାରେ ଜଣେ ଉନ୍ନତ ହୁଏ, ସେତେବେଳେ ତାଙ୍କର କାମ ହେଲା ଦେଖିବା, 'ମୁଁ ମୋର ସମୟ ନଷ୍ଟ କରୁଛି କି'? ଉନ୍ନତ ଭକ୍ତଙ୍କର ଏହା ହେଉଛି ଗୋଟିଏ ଚିହ୍ନ। ଅବ୍ୟର୍ଥ କାଳତ୍ୱମ୍। ନାମ-ଗାନେ ସଦା ରୁଚି ([[Vanisource:CC Madhya 23.32 | ଚ.ଚ. ମଧ୍ୟ ୨୩.୩୨]]) । ସବୁବେଳେ ଜପ କରିବା ପାଇଁ ଆସକ୍ତି । ପ୍ରୀତିସ୍ ତଦ୍-ବସତି ସ୍ଥଳେ: ([[Vanisource: CC Madhya 23.18-19 | ଚ.ଚ. ମଧ୍ୟ ୨୩.୧୮-୧୯]]) ଏବଂ ମନ୍ଦିରରେ ରହିବା ପାଇଁ ଆକର୍ଷଣ ବା ଆସକ୍ତି, ବସତି, କୃଷ୍ଣ ଯେଉଁଠାରେ ରୁହନ୍ତି । କୃଷ୍ଣ ସବୁଆଡେ ରୁହନ୍ତି, କିନ୍ତୁ ବିଶେଷ ଭାବରେ ଆମକୁ ଭେଟିବାର ସୁଯୋଗ ଦେବା ପାଇଁ, ସେ ମନ୍ଦିରରେ କିମ୍ବା ବୃନ୍ଦାବନ ପରି ସ୍ଥାନରେ ରୁହନ୍ତି । ତେଣୁ ପ୍ରୀତିସ୍ ତଦ୍-ବସତି ସ୍ଥଳେ । ଯେଉଁଠାରେ କୃଷ୍ଣ ରହୁଛନ୍ତି ସେଠାରେ ରହିବା ପାଇଁ ଆସକ୍ତି ବୃଦ୍ଧି କରାଯିବା ଉଚିତ୍ । ପ୍ରୀତିସ୍ ତଦ୍-ବସତି... ନାମ-ଗାନେ ସଦା ରୁଚି। ଏବଂ ସର୍ବଦା ପବିତ୍ର ନାମ ଗାଇବା ପାଇଁ ସ୍ୱାଦ ଆବଶ୍ୟକ ।"|Vanisource:700623 - Lecture NOD - Los Angeles|700623 - ପ୍ରବଚନ NOD - ଲସ ଆ଼ଞ୍ଜେଲ୍ସ}}

Latest revision as of 05:23, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ କୃଷ୍ଣ ଚେତନାରେ ଜଣେ ଉନ୍ନତ ହୁଏ, ସେତେବେଳେ ତାଙ୍କର କାମ ହେଲା ଦେଖିବା, 'ମୁଁ ମୋର ସମୟ ନଷ୍ଟ କରୁଛି କି'? ଉନ୍ନତ ଭକ୍ତଙ୍କର ଏହା ହେଉଛି ଗୋଟିଏ ଚିହ୍ନ। ଅବ୍ୟର୍ଥ କାଳତ୍ୱମ୍। ନାମ-ଗାନେ ସଦା ରୁଚି ( ଚ.ଚ. ମଧ୍ୟ ୨୩.୩୨) । ସବୁବେଳେ ଜପ କରିବା ପାଇଁ ଆସକ୍ତି । ପ୍ରୀତିସ୍ ତଦ୍-ବସତି ସ୍ଥଳେ: ( ଚ.ଚ. ମଧ୍ୟ ୨୩.୧୮-୧୯) ଏବଂ ମନ୍ଦିରରେ ରହିବା ପାଇଁ ଆକର୍ଷଣ ବା ଆସକ୍ତି, ବସତି, କୃଷ୍ଣ ଯେଉଁଠାରେ ରୁହନ୍ତି । କୃଷ୍ଣ ସବୁଆଡେ ରୁହନ୍ତି, କିନ୍ତୁ ବିଶେଷ ଭାବରେ ଆମକୁ ଭେଟିବାର ସୁଯୋଗ ଦେବା ପାଇଁ, ସେ ମନ୍ଦିରରେ କିମ୍ବା ବୃନ୍ଦାବନ ପରି ସ୍ଥାନରେ ରୁହନ୍ତି । ତେଣୁ ପ୍ରୀତିସ୍ ତଦ୍-ବସତି ସ୍ଥଳେ । ଯେଉଁଠାରେ କୃଷ୍ଣ ରହୁଛନ୍ତି ସେଠାରେ ରହିବା ପାଇଁ ଆସକ୍ତି ବୃଦ୍ଧି କରାଯିବା ଉଚିତ୍ । ପ୍ରୀତିସ୍ ତଦ୍-ବସତି... ନାମ-ଗାନେ ସଦା ରୁଚି। ଏବଂ ସର୍ବଦା ପବିତ୍ର ନାମ ଗାଇବା ପାଇଁ ସ୍ୱାଦ ଆବଶ୍ୟକ ।"
700623 - ପ୍ରବଚନ NOD - ଲସ ଆ଼ଞ୍ଜେଲ୍ସ