OR/700622b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ହୃଷୀକେଣ-ହୃଷିକେଶ-ସେବନଂ ( ଚ.ଚ. ମଧ୍ୟ ୧୯.୧୭୦)। ପ୍ରକୃତରେ ଇନ୍ଦ୍ରିୟଗୁଡିକର ମାଲିକ ହେଉଛନ୍ତି କୃଷ୍ଣ । ଆମେ ଏହି ହାତ ପାଇଛୁ, କିନ୍ତୁ ଏହା ଆମକୁ ଦିଆଯାଇଛି । ବାସ୍ତବରେ ଏହା କୃଷ୍ଣଙ୍କର ହାତ । ସେ ସର୍ବବ୍ୟାପୀ । ସର୍ବତୋ ଽପାଣି ପାଦସ୍ ତତ୍: 'ସବୁଆଡେ, ତାଙ୍କ ହାତ ଏବଂ ଗୋଡ ଅଛି' । ଆପଣ ଭଗବଦ୍-ଗୀତାରେ ପାଇବେ ( ଭ.ଗୀ. ୧୩.୧୪) । ତେଣୁ ଏହି ହାତ ଏବଂ ଗୋଡ ଯାହା ଆମେ ପାଇଛୁ, ଏହା ହେଉଛି କୃଷ୍ଣଙ୍କର ହାତ ଏବଂ ଗୋଡ । ତେଣୁ ଯେତେବେଳେ ଏହି କୃଷ୍ଣଙ୍କ ହାତ ଏବଂ ଗୋଡ କୃଷ୍ଣଙ୍କ ସେବାରେ ନିୟୋଜିତ ହେବ, ତାହା ହେଉଛି ସିଦ୍ଧତା । ତାହା ହେଉଛି ସିଦ୍ଧତା । ଯଦି ଆମର, ଆମର ଇନ୍ଦ୍ରିୟଗୁଡିକ ... ଯେପରି ଆମେ ପୂର୍ବପରି..., ଆମେ ନିଜ ଇନ୍ଦ୍ରିୟଗୁଡିକୁ ନିଜ ସନ୍ତୁଷ୍ଟତା ପାଇଁ ବ୍ୟବହାର କରିବାକୁ ପସନ୍ଦ କରୁ, ସମାନ ଭାବରେ ... କିନ୍ତୁ ପ୍ରକୃତରେ ଇନ୍ଦ୍ରିୟଗୁଡିକ ଆମର ନୁହେଁ; ଏହା କୃଷ୍ଣଙ୍କର ଅଟେ। "
700622 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ