OR/710103 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୧ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୧]] | [[Category:OR/ଅମୃତ ବାଣୀ - ୧୯୭୧]] | ||
[[Category:OR/ଅମୃତ ବାଣୀ - ସୁରତ]] | [[Category:OR/ଅମୃତ ବାଣୀ - ସୁରତ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/701231 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701231|OR/710105 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710105}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710103SB-SURAT_ND_01.mp3</mp3player>|"ଚାରି ପ୍ରକାରର ଲୋକ ବିଷ୍ଣୁଙ୍କୁ ପୂଜା କରିବାକୁ ଯାଆନ୍ତି: ଆର୍ତ୍ତ, ଯେଉଁମାନେ ଦୁଃଖୀ; ଅର୍ଥାଥି, ଯେଉଁମାନେ ଅର୍ଥ କିମ୍ବା ଭୌତିକ ଲାଭର ଆବଶ୍ୟକତା କରନ୍ତି; ଜିଜ୍ଞାସୁ, ଯେଉଁମାନେ ଅନୁସନ୍ଧାନକାରୀ; ଏବଂ ଜ୍ଞାନୀ - ଏହି ଚାରି ପ୍ରକାର । ଏଥି ମଧ୍ୟରୁ ଜିଜ୍ଞାସୁଏବଂ ଜ୍ଞାନୀ, ଆର୍ତ୍ତ ଏବଂ ଅର୍ଥାଥି ଠାରୁ ଭଲ, ଦୁଃଖୀ ଏବଂ ଅର୍ଥର ଆବଶ୍ୟକତା । ତେଣୁ ଜ୍ଞାନୀ ଏବଂ ଜିଜ୍ଞାସୁ, ସେମାନେ ମଧ୍ୟ ଶୁଦ୍ଧ ଭକ୍ତି ସେବାରେ ନାହାଁନ୍ତି, କାରଣ ଶୁଦ୍ଧ ଭକ୍ତି ସେବା ଜ୍ଞାନ ଠାରୁ ଉପରେ । ଜ୍ଞାନ-କର୍ମାଦି-ଅନାବୃତମ ([[Vanisource:CC Madhya 19.167|ଚ.ଚ. ମଧ୍ୟ ୧୯.୧୬୭]]) । ଠିକ୍ ସେହିପରି ଗୋପୀଙ୍କ ପରି, ସେମାନେ ଜ୍ଞାନ ଦ୍ୱାରା କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, କୃଷ୍ଣ ଭଗବାନ୍ କି ନୁହେଁ । ନା। ସେମାନେ କେବଳ ସ୍ୱୟଂଚାଳିତ ଭାବରେ ବିକଶିତ ହେଲେ - ସ୍ୱୟଂଚାଳିତ ନୁହେଁ; ସେମାନଙ୍କର ପୂର୍ବ ଭଲ କାର୍ଯ୍ୟକଳାପ ଦ୍ୱାରା - କୃଷ୍ଣଙ୍କ ପ୍ରତି ତୀବ୍ର ପ୍ରେମ । ସେ କଦାପି କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, ସେ ଭଗବାନ ଅଟନ୍ତି କି ନାହିଁ । ଯେତେବେଳେ ଉଦ୍ଧବ ସେମାନଙ୍କୁ ଜ୍ଞାନ ଦେବାକୁ ଚେଷ୍ଟା କଲେ ସେତେବେଳେ ସେମାନେ ଏହାକୁ ଅତି ଧ୍ୟାନର ସହ ଶୁଣିନଥିଲେ। ସେମାନେ କେବଳ କୃଷ୍ଣଙ୍କ ଭାବନାରେ ତଲ୍ଲୀନ ହୋଇଥିଲେ। ଏହା ହେଉଛି କୃଷ୍ଣ ଭାବନାମୃତର ସିଦ୍ଧତା। "|Vanisource:710103 - Lecture SB 06.01.56-62 - Surat|710103 - ପ୍ରବଚନ SB 06.01.56-62 - ସୁରତ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710103SB-SURAT_ND_01.mp3</mp3player>|"ଚାରି ପ୍ରକାରର ଲୋକ ବିଷ୍ଣୁଙ୍କୁ ପୂଜା କରିବାକୁ ଯାଆନ୍ତି: ଆର୍ତ୍ତ, ଯେଉଁମାନେ ଦୁଃଖୀ; ଅର୍ଥାଥି, ଯେଉଁମାନେ ଅର୍ଥ କିମ୍ବା ଭୌତିକ ଲାଭର ଆବଶ୍ୟକତା କରନ୍ତି; ଜିଜ୍ଞାସୁ, ଯେଉଁମାନେ ଅନୁସନ୍ଧାନକାରୀ; ଏବଂ ଜ୍ଞାନୀ - ଏହି ଚାରି ପ୍ରକାର । ଏଥି ମଧ୍ୟରୁ ଜିଜ୍ଞାସୁଏବଂ ଜ୍ଞାନୀ, ଆର୍ତ୍ତ ଏବଂ ଅର୍ଥାଥି ଠାରୁ ଭଲ, ଦୁଃଖୀ ଏବଂ ଅର୍ଥର ଆବଶ୍ୟକତା । ତେଣୁ ଜ୍ଞାନୀ ଏବଂ ଜିଜ୍ଞାସୁ, ସେମାନେ ମଧ୍ୟ ଶୁଦ୍ଧ ଭକ୍ତି ସେବାରେ ନାହାଁନ୍ତି, କାରଣ ଶୁଦ୍ଧ ଭକ୍ତି ସେବା ଜ୍ଞାନ ଠାରୁ ଉପରେ । ଜ୍ଞାନ-କର୍ମାଦି-ଅନାବୃତମ ([[Vanisource:CC Madhya 19.167|ଚ.ଚ. ମଧ୍ୟ ୧୯.୧୬୭]]) । ଠିକ୍ ସେହିପରି ଗୋପୀଙ୍କ ପରି, ସେମାନେ ଜ୍ଞାନ ଦ୍ୱାରା କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, କୃଷ୍ଣ ଭଗବାନ୍ କି ନୁହେଁ । ନା। ସେମାନେ କେବଳ ସ୍ୱୟଂଚାଳିତ ଭାବରେ ବିକଶିତ ହେଲେ - ସ୍ୱୟଂଚାଳିତ ନୁହେଁ; ସେମାନଙ୍କର ପୂର୍ବ ଭଲ କାର୍ଯ୍ୟକଳାପ ଦ୍ୱାରା - କୃଷ୍ଣଙ୍କ ପ୍ରତି ତୀବ୍ର ପ୍ରେମ । ସେ କଦାପି କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, ସେ ଭଗବାନ ଅଟନ୍ତି କି ନାହିଁ । ଯେତେବେଳେ ଉଦ୍ଧବ ସେମାନଙ୍କୁ ଜ୍ଞାନ ଦେବାକୁ ଚେଷ୍ଟା କଲେ ସେତେବେଳେ ସେମାନେ ଏହାକୁ ଅତି ଧ୍ୟାନର ସହ ଶୁଣିନଥିଲେ। ସେମାନେ କେବଳ କୃଷ୍ଣଙ୍କ ଭାବନାରେ ତଲ୍ଲୀନ ହୋଇଥିଲେ। ଏହା ହେଉଛି କୃଷ୍ଣ ଭାବନାମୃତର ସିଦ୍ଧତା। "|Vanisource:710103 - Lecture SB 06.01.56-62 - Surat|710103 - ପ୍ରବଚନ SB 06.01.56-62 - ସୁରତ}} |
Latest revision as of 05:22, 25 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଚାରି ପ୍ରକାରର ଲୋକ ବିଷ୍ଣୁଙ୍କୁ ପୂଜା କରିବାକୁ ଯାଆନ୍ତି: ଆର୍ତ୍ତ, ଯେଉଁମାନେ ଦୁଃଖୀ; ଅର୍ଥାଥି, ଯେଉଁମାନେ ଅର୍ଥ କିମ୍ବା ଭୌତିକ ଲାଭର ଆବଶ୍ୟକତା କରନ୍ତି; ଜିଜ୍ଞାସୁ, ଯେଉଁମାନେ ଅନୁସନ୍ଧାନକାରୀ; ଏବଂ ଜ୍ଞାନୀ - ଏହି ଚାରି ପ୍ରକାର । ଏଥି ମଧ୍ୟରୁ ଜିଜ୍ଞାସୁଏବଂ ଜ୍ଞାନୀ, ଆର୍ତ୍ତ ଏବଂ ଅର୍ଥାଥି ଠାରୁ ଭଲ, ଦୁଃଖୀ ଏବଂ ଅର୍ଥର ଆବଶ୍ୟକତା । ତେଣୁ ଜ୍ଞାନୀ ଏବଂ ଜିଜ୍ଞାସୁ, ସେମାନେ ମଧ୍ୟ ଶୁଦ୍ଧ ଭକ୍ତି ସେବାରେ ନାହାଁନ୍ତି, କାରଣ ଶୁଦ୍ଧ ଭକ୍ତି ସେବା ଜ୍ଞାନ ଠାରୁ ଉପରେ । ଜ୍ଞାନ-କର୍ମାଦି-ଅନାବୃତମ (ଚ.ଚ. ମଧ୍ୟ ୧୯.୧୬୭) । ଠିକ୍ ସେହିପରି ଗୋପୀଙ୍କ ପରି, ସେମାନେ ଜ୍ଞାନ ଦ୍ୱାରା କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, କୃଷ୍ଣ ଭଗବାନ୍ କି ନୁହେଁ । ନା। ସେମାନେ କେବଳ ସ୍ୱୟଂଚାଳିତ ଭାବରେ ବିକଶିତ ହେଲେ - ସ୍ୱୟଂଚାଳିତ ନୁହେଁ; ସେମାନଙ୍କର ପୂର୍ବ ଭଲ କାର୍ଯ୍ୟକଳାପ ଦ୍ୱାରା - କୃଷ୍ଣଙ୍କ ପ୍ରତି ତୀବ୍ର ପ୍ରେମ । ସେ କଦାପି କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, ସେ ଭଗବାନ ଅଟନ୍ତି କି ନାହିଁ । ଯେତେବେଳେ ଉଦ୍ଧବ ସେମାନଙ୍କୁ ଜ୍ଞାନ ଦେବାକୁ ଚେଷ୍ଟା କଲେ ସେତେବେଳେ ସେମାନେ ଏହାକୁ ଅତି ଧ୍ୟାନର ସହ ଶୁଣିନଥିଲେ। ସେମାନେ କେବଳ କୃଷ୍ଣଙ୍କ ଭାବନାରେ ତଲ୍ଲୀନ ହୋଇଥିଲେ। ଏହା ହେଉଛି କୃଷ୍ଣ ଭାବନାମୃତର ସିଦ୍ଧତା। " |
710103 - ପ୍ରବଚନ SB 06.01.56-62 - ସୁରତ |