OR/710105 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପରମ ସତ୍ୟ ହେଉଛି କେଉଁଠାରୁ କିମ୍ବା କାହାଠାରୁ ସବୁକିଛି ଉତ୍ପନ୍ନ ହୁଏ। ତେବେ ଯଦି ଭଗବାନ ବ୍ୟକ୍ତି ନୁହନ୍ତି ତେବେ ଏହି ଦୁଷ୍ଟତା କେଉଁଠୁ ଆସେ? ଯଦି ଏହି ଚୋରି ପ୍ରବୃତ୍ତି ଯଦି ଭଗବାନଙ୍କଠାରେ ନଥାଏ ତେବେ କେଉଁଠୁ ଆସେ? କିନ୍ତୁ ଯେହେତୁ ସେ ପୂର୍ଣ୍ଣ, ତାଙ୍କର ଚୋରୀ ମଧ୍ୟ, ତାଙ୍କ ଆଶୀର୍ବାଦ ପରି ଉତ୍ତମ ଅଟେ। ମାଖନ-ଚୋର। କୃଷ୍ଣ ଲହୁଣୀ ଚୋରି କରୁଥିଲେ, ଯାହା ଏହି ନାମରେ ପୂଜା କରାଯାଏ, ମାଖନ । ଅନ୍ୟ ଏକ ମନ୍ଦିରରେ ଯେପରି, କ୍ଷୀର-ଚୋରା-ଗୋପୀନାଥ । ଗୋପୀନାଥ ଘନୀଭୂତ କ୍ଷୀର ଚୋର ଭାବରେ ଜଣାଶୁଣା, କ୍ଷୀର-ଚୋରା । ସେ ଚୋର ନାମରେ ପ୍ରସିଦ୍ଧ ।"
710105 - ବାର୍ତ୍ତାଳାପ - ମୁମ୍ବାଇ