OR/710627 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710626b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ପାରିସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710626b|OR/710627b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710627b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710627LE-SAN_FRANCISCO_ND_01.mp3</mp3player>|"ଏହା ଭଗବଦ୍-ଗୀତାରେ ଦର୍ଶାଯାଇଛି, ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ: 'ମୁଁ ସମସ୍ତଙ୍କ ହୃଦୟରେ ବସିଛି'। ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ: ([[Vanisource: BG 15.15 (1972) | ଭ.ଗୀ. ୧୫.୧୫]]) 'ମୁଁ ସମସ୍ତଙ୍କ ବୁଦ୍ଧି ଦେଉଛି ତା ସହ ମୁଁ ସମସ୍ତଙ୍କଠାରୁ ବୁଦ୍ଧି ଛଡ଼ାଇ ନେଉଛି ' ଏହି ଦୁଇଟି କାମ କାମ ପରମାତ୍ମାଙ୍କ ଦ୍ୱାରା କରାଯାଉଛି । ଗୋଟିଏ ପଟେ ସେ ନିଜକୁ କିପରି ଅନୁଭବ କରିବେ, ଭଗବାନଙ୍କୁ କିପରି ଅନୁଭବ କରିବେ ସେଥିପାଇଁ ସହାୟତା କରୁଛନ୍ତି ଏବଂ ଅନ୍ୟ ପାର୍ଶ୍ୱରେ ସେ ଭଗବାନଙ୍କୁ ଭୁଲିଯିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି । ଏହା କିପରି ଅଟେ ଯେ ପରମପୁରୁଷ ଭଗବାନ, ପରମାତ୍ମା ଭାବରେ, ଏହି ଦ୍ୱିଗୁଣ କାର୍ଯ୍ୟ କରୁଛନ୍ତି? ଅର୍ଥ ହେଉଛି ଯଦି ଆମେ ଭଗବାନଙ୍କୁ ଭୁଲିଯିବାକୁ ଚାହୁଁ, ଭଗବାନ ଆମକୁ ଏପରି ଭାବରେ ସାହାଯ୍ୟ କରିବେ ଯେ ଆମେ ଭଗବାନଙ୍କୁ ଏ ଜୀବନରେ ଓ ଆଗ ଜୀବନରେ ମଧ୍ୟ ଭୁଲିଯିବା । ଯଦି ଆମେ ଭଗବାନଙ୍କ ସହ ଆମର ସମ୍ପର୍କକୁ ପୁନଃ ସ୍ଥାପିତ କରିବାକୁ ଚାହୁଁ, ଭିତରୁ ସେ ଆମକୁ ସବୁ ଦିଗରେ ସାହାଯ୍ୟ କରିବେ । ଏହି ମାନବ ଜୀବନ ଭଗବାନ ହୃଦୟଙ୍ଗମ ପାଇଁ ଏକ ସୁଯୋଗ । "|Vanisource:710627 - Lecture 2 Festival Ratha-yatra - San Francisco|710627 - ପ୍ରବଚନ 2 Festival Ratha-yatra - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 05:25, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ଭଗବଦ୍-ଗୀତାରେ ଦର୍ଶାଯାଇଛି, ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ: 'ମୁଁ ସମସ୍ତଙ୍କ ହୃଦୟରେ ବସିଛି'। ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ: ( ଭ.ଗୀ. ୧୫.୧୫) 'ମୁଁ ସମସ୍ତଙ୍କ ବୁଦ୍ଧି ଦେଉଛି ତା ସହ ମୁଁ ସମସ୍ତଙ୍କଠାରୁ ବୁଦ୍ଧି ଛଡ଼ାଇ ନେଉଛି ' ଏହି ଦୁଇଟି କାମ କାମ ପରମାତ୍ମାଙ୍କ ଦ୍ୱାରା କରାଯାଉଛି । ଗୋଟିଏ ପଟେ ସେ ନିଜକୁ କିପରି ଅନୁଭବ କରିବେ, ଭଗବାନଙ୍କୁ କିପରି ଅନୁଭବ କରିବେ ସେଥିପାଇଁ ସହାୟତା କରୁଛନ୍ତି ଏବଂ ଅନ୍ୟ ପାର୍ଶ୍ୱରେ ସେ ଭଗବାନଙ୍କୁ ଭୁଲିଯିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି । ଏହା କିପରି ଅଟେ ଯେ ପରମପୁରୁଷ ଭଗବାନ, ପରମାତ୍ମା ଭାବରେ, ଏହି ଦ୍ୱିଗୁଣ କାର୍ଯ୍ୟ କରୁଛନ୍ତି? ଅର୍ଥ ହେଉଛି ଯଦି ଆମେ ଭଗବାନଙ୍କୁ ଭୁଲିଯିବାକୁ ଚାହୁଁ, ଭଗବାନ ଆମକୁ ଏପରି ଭାବରେ ସାହାଯ୍ୟ କରିବେ ଯେ ଆମେ ଭଗବାନଙ୍କୁ ଏ ଜୀବନରେ ଓ ଆଗ ଜୀବନରେ ମଧ୍ୟ ଭୁଲିଯିବା । ଯଦି ଆମେ ଭଗବାନଙ୍କ ସହ ଆମର ସମ୍ପର୍କକୁ ପୁନଃ ସ୍ଥାପିତ କରିବାକୁ ଚାହୁଁ, ଭିତରୁ ସେ ଆମକୁ ସବୁ ଦିଗରେ ସାହାଯ୍ୟ କରିବେ । ଏହି ମାନବ ଜୀବନ ଭଗବାନ ହୃଦୟଙ୍ଗମ ପାଇଁ ଏକ ସୁଯୋଗ । "
710627 - ପ୍ରବଚନ 2 Festival Ratha-yatra - ସାନ୍ ଫ୍ରାନ୍ସିସ୍କୋ