OR/710626b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ପାରିସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଜପ ପ୍ରକ୍ରିୟା ହେଉଛି ଶୁଦ୍ଧିକରଣ ପ୍ରକ୍ରିୟା ଏହି ପଦବୀରୁ ମୁକ୍ତ ହେବା ପାଇଁ । ଠିକ୍ ଏହି ସମସ୍ତ ବାଳକମାନଙ୍କ ପରି ସେମାନଙ୍କ ମଧ୍ୟରୁ କେତେକ ଆମେରିକାରୁ ଆସିଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ଇଂଲଣ୍ଡରୁ, କିଛି ଭାରତରୁ, କିଛି ଫ୍ରାନ୍ସ କିମ୍ବା ଜର୍ମାନୀରୁ, କିନ୍ତୁ ସେମାନେ ସେମାନେ ଭୁଲି ଯାଇଛନ୍ତି ଯେ ସେମାନେ ଜର୍ମାନ କିମ୍ବା ଆମେରିକୀୟ କିମ୍ବା ଭାରତୀୟ କିମ୍ବା ଅନ୍ୟ କିଛି। ସେମାନେ ସର୍ବଦା ଭାବୁଛନ୍ତି, "ମୁଁ କୃଷ୍ଣଙ୍କର ଅଟେ। ଏହା ପଦବୀରୁ ମୁକ୍ତି।"
710626c - Press Conference - ପାରିସ