OR/710720 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))

Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]

{{Nectar Drops navigation - All Languages|Oriya|OR/710702 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710702|OR/710803 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710803}}

{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710720LE-NEW_YORK_ND_01.mp3</mp3player>|ପ୍ରଭୁପାଦ: କୌଣସି ପ୍ରଶ୍ନ?
ନନ୍ଦ-କିଶୋର: ଯଦି ଆମେ ତାଙ୍କୁ ରାସ୍ତାରେ କେବଳ ସିମ୍ପଲ୍ ଚମତ୍କାର କିମ୍ବା କିଛି ପ୍ରସାଦ, ଗୋଟିଏ ପ୍ରସାଦର ଏକ ଖଣ୍ଡ ଦେଇଥାଉ, ତେବେ କ'ଣ ହେବ?
ପ୍ରଭୁପାଦ: ଓହ, ତାହା ଚମତ୍କାର, ସିମ୍ପଲ୍ ଚମତ୍କାର । (ହସି) (ଚକ୍) ସେ ନିଜ ଜୀବନରେ ସେପରି ଅଦ୍ଭୁତ ମିଠା ସ୍ୱାଦ ଚାଖି ନାହାଁନ୍ତି । ତେଣୁ ତୁମେ ତାଙ୍କୁ ଚମତ୍କାର ଦିଅ, ଏବଂ ସେ ସେହି ଅଦ୍ଭୁତ ମିଠା ଖାଉଥିବାରୁ ଦିନେ ସେ ତୁମ ମନ୍ଦିରକୁ ଆସି ଚମତ୍କାର ହୋଇଯିବ ।
ଭକ୍ତ: ଜୟ!
ପ୍ରଭୁପାଦ: ତେଣୁ ଏହା କେବଳ ଚମତ୍କାର । ତେଣୁ ଏହି ସରଳ ଚମତ୍କାର ବଣ୍ଟନ ଜାରି ରଖ । ତୁମର ଦର୍ଶନ ସିମ୍ପଲ୍ ଚମତ୍କାର । ତୁମର ପ୍ରସାଦ ସିମ୍ପଲ୍ ଚମତ୍କାର । ତୁମେ ସିମ୍ପଲ୍ ଚମତ୍କାର । ଏବଂ ତୁମର କୃଷ୍ଣ ସିମ୍ପଲ୍ ଚମତ୍କାର । ପୁରା ପ୍ରକ୍ରିୟା ସିମ୍ପଲ୍ ଚମତ୍କାର । ଏବଂ ସେ ଚମତ୍କାର କାର୍ଯ୍ୟ କରନ୍ତି, ଏବଂ ସେ ଚମତ୍କାର ପ୍ରତିକ୍ରିୟା କରନ୍ତି । ଏହାକୁ କିଏ ଅସ୍ୱୀକାର କରିପାରିବ?
କୀର୍ତ୍ତନାନନ୍ଦ: ପ୍ରଭୁପାଦ ସିମ୍ପଲ୍ ଚମତ୍କାର ଅଟନ୍ତି ।
ପ୍ରଭୁପାଦ: ତାହା ଠିକ୍ ଅଛି। ଆପଣ ସମସ୍ତେ ହୋଇପାରିବେ ।|Vanisource:710720 - Lecture - New York|710720 - ପ୍ରବଚନ - ନିୟୁର୍କ}}

Latest revision as of 05:26, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ପ୍ରଭୁପାଦ: କୌଣସି ପ୍ରଶ୍ନ?
ନନ୍ଦ-କିଶୋର: ଯଦି ଆମେ ତାଙ୍କୁ ରାସ୍ତାରେ କେବଳ ସିମ୍ପଲ୍ ଚମତ୍କାର କିମ୍ବା କିଛି ପ୍ରସାଦ, ଗୋଟିଏ ପ୍ରସାଦର ଏକ ଖଣ୍ଡ ଦେଇଥାଉ, ତେବେ କ'ଣ ହେବ?
ପ୍ରଭୁପାଦ: ଓହ, ତାହା ଚମତ୍କାର, ସିମ୍ପଲ୍ ଚମତ୍କାର । (ହସି) (ଚକ୍) ସେ ନିଜ ଜୀବନରେ ସେପରି ଅଦ୍ଭୁତ ମିଠା ସ୍ୱାଦ ଚାଖି ନାହାଁନ୍ତି । ତେଣୁ ତୁମେ ତାଙ୍କୁ ଚମତ୍କାର ଦିଅ, ଏବଂ ସେ ସେହି ଅଦ୍ଭୁତ ମିଠା ଖାଉଥିବାରୁ ଦିନେ ସେ ତୁମ ମନ୍ଦିରକୁ ଆସି ଚମତ୍କାର ହୋଇଯିବ ।
ଭକ୍ତ: ଜୟ!
ପ୍ରଭୁପାଦ: ତେଣୁ ଏହା କେବଳ ଚମତ୍କାର । ତେଣୁ ଏହି ସରଳ ଚମତ୍କାର ବଣ୍ଟନ ଜାରି ରଖ । ତୁମର ଦର୍ଶନ ସିମ୍ପଲ୍ ଚମତ୍କାର । ତୁମର ପ୍ରସାଦ ସିମ୍ପଲ୍ ଚମତ୍କାର । ତୁମେ ସିମ୍ପଲ୍ ଚମତ୍କାର । ଏବଂ ତୁମର କୃଷ୍ଣ ସିମ୍ପଲ୍ ଚମତ୍କାର । ପୁରା ପ୍ରକ୍ରିୟା ସିମ୍ପଲ୍ ଚମତ୍କାର । ଏବଂ ସେ ଚମତ୍କାର କାର୍ଯ୍ୟ କରନ୍ତି, ଏବଂ ସେ ଚମତ୍କାର ପ୍ରତିକ୍ରିୟା କରନ୍ତି । ଏହାକୁ କିଏ ଅସ୍ୱୀକାର କରିପାରିବ?
କୀର୍ତ୍ତନାନନ୍ଦ: ପ୍ରଭୁପାଦ ସିମ୍ପଲ୍ ଚମତ୍କାର ଅଟନ୍ତି ।
ପ୍ରଭୁପାଦ: ତାହା ଠିକ୍ ଅଛି। ଆପଣ ସମସ୍ତେ ହୋଇପାରିବେ ।
710720 - ପ୍ରବଚନ - ନିୟୁର୍କ