OR/690507 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୯ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୯]] | [[Category:OR/ଅମୃତ ବାଣୀ - ୧୯୬୯]] | ||
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]] | [[Category:OR/ଅମୃତ ବାଣୀ - ବୋଷ୍ଟୋନ୍]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/690506b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690506b|OR/690509 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690509}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690507LE-BOSTON_ND_01.mp3</mp3player>|"ପ୍ରତ୍ୟେକ ଯୁଗରେ ପୁରୁଷଙ୍କ ଏକ ଶ୍ରେଣୀ ଅଛି ଯେଉଁମାନେ ବୁଦ୍ଧି-ଜୀବି ଶ୍ରେଣୀର ଅଟନ୍ତି। ତେଣୁ ଏହି ବୁଦ୍ଧି-ଜୀବି ଶ୍ରେଣୀର ପୁରୁଷମାନଙ୍କୁ ବ୍ରାହ୍ମଣ କୁହାଯାଏ। ଏବଂ ପରବର୍ତ୍ତୀ ଶ୍ରେଣୀ, ପ୍ରଶାସନିକ ଶ୍ରେଣୀ। ଯେଉଁମାନେ ରାଜ୍ୟ, ସରକାର ପ୍ରଶାସନ ପାଇଁ ରାଜନୀତିରେ ଭାଗ ନିଅନ୍ତି, ସେମାଙ୍କୁ କ୍ଷତ୍ରିୟ କୁହାଯାଏ। କ୍ଷତ୍ରିୟର ପ୍ରକୃତ ଅର୍ଥ ହେଉଛି 'ଜଣେ ଯିଏ ଅନ୍ୟର ଆଘାତରୁ ରକ୍ଷା କରେ'। ଏହାକୁ କ୍ଷତ୍ରିୟ କୁହାଯାଏ। ଏହାର ଅର୍ଥ ହେଉଛି ପ୍ରଶାସକ, ସରକାରଙ୍କ ଏହା କାମ । ତେଣୁ ବ୍ରାହ୍ମଣ, କ୍ଷତ୍ରିୟ, ତାପରେ ବୈଶ୍ୟ । ବୈଶ୍ୟ ଅର୍ଥାତ୍ ଉତ୍ପାଦନକାରୀ ଶ୍ରେଣୀ, ଯେଉଁମାନେ ଲୋକମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଜିନିଷ ଉତ୍ପାଦନ କରିବାକୁ ଆଗ୍ରହୀ ଅଟନ୍ତି । ବ୍ୟପାରୀ ଶ୍ରେଣୀ, ଶିଳ୍ପପତି, ସେମାନଙ୍କୁ ବୈଶ୍ୟ କୁହାଯାଏ । ଏବଂ ଶେଷ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ସେମାନଙ୍କୁ ଶୁଦ୍ର କୁହାଯାଏ । ଶୁଦ୍ରର ଅର୍ଥ ହେଉଛି ଯେ ସେମାନେ ବୁଦ୍ଧି-ଜୀବି ନୁହଁନ୍ତି କିମ୍ବା ସେମାନେ ପ୍ରଶାସକମଧ୍ୟ ନୁହଁନ୍ତି, ନା ଶିଳ୍ପପତି କିମ୍ବା ଵ୍ୟାପାରୀ, କିନ୍ତୁ ସେମାନେ ଅନ୍ୟମାନଙ୍କର ସେବା କରିପାରିବେ। କେବଳ ସେତିକି । ତେଣୁ କୁହାଯାଏ ଯେ କଲଉ ଶୁଦ୍ର ସମ୍ଭବା । ଆଧୁନିକ ଯୁଗରେ ଲୋକମାନଙ୍କୁ ବିଶ୍ୱବିଦ୍ୟାଳୟରେ ଶୁଦ୍ର ହେବାପାଇଁ ଶିକ୍ଷା ଦିଆଯାଉଛି। " |Vanisource:690507 - Lecture at Harvard University Divinity School Cambridge - Boston|690507 - ପ୍ରବଚନ at Harvard University Divinity School Cambridge - ବୋଷ୍ଟୋନ୍}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690507LE-BOSTON_ND_01.mp3</mp3player>|"ପ୍ରତ୍ୟେକ ଯୁଗରେ ପୁରୁଷଙ୍କ ଏକ ଶ୍ରେଣୀ ଅଛି ଯେଉଁମାନେ ବୁଦ୍ଧି-ଜୀବି ଶ୍ରେଣୀର ଅଟନ୍ତି। ତେଣୁ ଏହି ବୁଦ୍ଧି-ଜୀବି ଶ୍ରେଣୀର ପୁରୁଷମାନଙ୍କୁ ବ୍ରାହ୍ମଣ କୁହାଯାଏ। ଏବଂ ପରବର୍ତ୍ତୀ ଶ୍ରେଣୀ, ପ୍ରଶାସନିକ ଶ୍ରେଣୀ। ଯେଉଁମାନେ ରାଜ୍ୟ, ସରକାର ପ୍ରଶାସନ ପାଇଁ ରାଜନୀତିରେ ଭାଗ ନିଅନ୍ତି, ସେମାଙ୍କୁ କ୍ଷତ୍ରିୟ କୁହାଯାଏ। କ୍ଷତ୍ରିୟର ପ୍ରକୃତ ଅର୍ଥ ହେଉଛି 'ଜଣେ ଯିଏ ଅନ୍ୟର ଆଘାତରୁ ରକ୍ଷା କରେ'। ଏହାକୁ କ୍ଷତ୍ରିୟ କୁହାଯାଏ। ଏହାର ଅର୍ଥ ହେଉଛି ପ୍ରଶାସକ, ସରକାରଙ୍କ ଏହା କାମ । ତେଣୁ ବ୍ରାହ୍ମଣ, କ୍ଷତ୍ରିୟ, ତାପରେ ବୈଶ୍ୟ । ବୈଶ୍ୟ ଅର୍ଥାତ୍ ଉତ୍ପାଦନକାରୀ ଶ୍ରେଣୀ, ଯେଉଁମାନେ ଲୋକମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଜିନିଷ ଉତ୍ପାଦନ କରିବାକୁ ଆଗ୍ରହୀ ଅଟନ୍ତି । ବ୍ୟପାରୀ ଶ୍ରେଣୀ, ଶିଳ୍ପପତି, ସେମାନଙ୍କୁ ବୈଶ୍ୟ କୁହାଯାଏ । ଏବଂ ଶେଷ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ସେମାନଙ୍କୁ ଶୁଦ୍ର କୁହାଯାଏ । ଶୁଦ୍ରର ଅର୍ଥ ହେଉଛି ଯେ ସେମାନେ ବୁଦ୍ଧି-ଜୀବି ନୁହଁନ୍ତି କିମ୍ବା ସେମାନେ ପ୍ରଶାସକମଧ୍ୟ ନୁହଁନ୍ତି, ନା ଶିଳ୍ପପତି କିମ୍ବା ଵ୍ୟାପାରୀ, କିନ୍ତୁ ସେମାନେ ଅନ୍ୟମାନଙ୍କର ସେବା କରିପାରିବେ। କେବଳ ସେତିକି । ତେଣୁ କୁହାଯାଏ ଯେ କଲଉ ଶୁଦ୍ର ସମ୍ଭବା । ଆଧୁନିକ ଯୁଗରେ ଲୋକମାନଙ୍କୁ ବିଶ୍ୱବିଦ୍ୟାଳୟରେ ଶୁଦ୍ର ହେବାପାଇଁ ଶିକ୍ଷା ଦିଆଯାଉଛି। " |Vanisource:690507 - Lecture at Harvard University Divinity School Cambridge - Boston|690507 - ପ୍ରବଚନ at Harvard University Divinity School Cambridge - ବୋଷ୍ଟୋନ୍}} |
Latest revision as of 05:06, 21 April 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ପ୍ରତ୍ୟେକ ଯୁଗରେ ପୁରୁଷଙ୍କ ଏକ ଶ୍ରେଣୀ ଅଛି ଯେଉଁମାନେ ବୁଦ୍ଧି-ଜୀବି ଶ୍ରେଣୀର ଅଟନ୍ତି। ତେଣୁ ଏହି ବୁଦ୍ଧି-ଜୀବି ଶ୍ରେଣୀର ପୁରୁଷମାନଙ୍କୁ ବ୍ରାହ୍ମଣ କୁହାଯାଏ। ଏବଂ ପରବର୍ତ୍ତୀ ଶ୍ରେଣୀ, ପ୍ରଶାସନିକ ଶ୍ରେଣୀ। ଯେଉଁମାନେ ରାଜ୍ୟ, ସରକାର ପ୍ରଶାସନ ପାଇଁ ରାଜନୀତିରେ ଭାଗ ନିଅନ୍ତି, ସେମାଙ୍କୁ କ୍ଷତ୍ରିୟ କୁହାଯାଏ। କ୍ଷତ୍ରିୟର ପ୍ରକୃତ ଅର୍ଥ ହେଉଛି 'ଜଣେ ଯିଏ ଅନ୍ୟର ଆଘାତରୁ ରକ୍ଷା କରେ'। ଏହାକୁ କ୍ଷତ୍ରିୟ କୁହାଯାଏ। ଏହାର ଅର୍ଥ ହେଉଛି ପ୍ରଶାସକ, ସରକାରଙ୍କ ଏହା କାମ । ତେଣୁ ବ୍ରାହ୍ମଣ, କ୍ଷତ୍ରିୟ, ତାପରେ ବୈଶ୍ୟ । ବୈଶ୍ୟ ଅର୍ଥାତ୍ ଉତ୍ପାଦନକାରୀ ଶ୍ରେଣୀ, ଯେଉଁମାନେ ଲୋକମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଜିନିଷ ଉତ୍ପାଦନ କରିବାକୁ ଆଗ୍ରହୀ ଅଟନ୍ତି । ବ୍ୟପାରୀ ଶ୍ରେଣୀ, ଶିଳ୍ପପତି, ସେମାନଙ୍କୁ ବୈଶ୍ୟ କୁହାଯାଏ । ଏବଂ ଶେଷ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ସେମାନଙ୍କୁ ଶୁଦ୍ର କୁହାଯାଏ । ଶୁଦ୍ରର ଅର୍ଥ ହେଉଛି ଯେ ସେମାନେ ବୁଦ୍ଧି-ଜୀବି ନୁହଁନ୍ତି କିମ୍ବା ସେମାନେ ପ୍ରଶାସକମଧ୍ୟ ନୁହଁନ୍ତି, ନା ଶିଳ୍ପପତି କିମ୍ବା ଵ୍ୟାପାରୀ, କିନ୍ତୁ ସେମାନେ ଅନ୍ୟମାନଙ୍କର ସେବା କରିପାରିବେ। କେବଳ ସେତିକି । ତେଣୁ କୁହାଯାଏ ଯେ କଲଉ ଶୁଦ୍ର ସମ୍ଭବା । ଆଧୁନିକ ଯୁଗରେ ଲୋକମାନଙ୍କୁ ବିଶ୍ୱବିଦ୍ୟାଳୟରେ ଶୁଦ୍ର ହେବାପାଇଁ ଶିକ୍ଷା ଦିଆଯାଉଛି। " |
690507 - ପ୍ରବଚନ at Harvard University Divinity School Cambridge - ବୋଷ୍ଟୋନ୍ |