OR/710130c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଆଲ୍ହାବାଦ]]
[[Category:OR/ଅମୃତ ବାଣୀ - ଆଲ୍ହାବାଦ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710130b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710130b|OR/710130d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710130d}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710130BG-NEW_YORK_ND_03.mp3</mp3player>|"ସମସ୍ତ ଯୋଗୀ ମଧ୍ୟରେ, ଜଣେ ବ୍ୟକ୍ତି ଯିଏ ନିଜ ଭିତରେ କୃଷ୍ଣଙ୍କ ବିଷୟରେ ଭାବିବା ପାଇଁ ବ୍ୟସ୍ତ, ଧ୍ୟାନାବସ୍ଥିତ-ୟୋଗିନୋ ..., ପଶ୍ୟନ୍ତି ୟଂ ୟୋଗିନୋ ([[Vanisource: SB 12.13.1 | ଭା. ୧୨.୧୩.୧]]) । ଧ୍ୟାନାର ଅର୍ଥ ବିଷ୍ଣୁ କିମ୍ବା କୃଷ୍ଣଙ୍କ ଉପରେ ମନକୁ ଏକାଗ୍ର କରିବା  । ତାହା ହେଉଛି ପ୍ରକୃତ ଜୀବନ । ତେଣୁ ଶାସ୍ତ୍ରରେ ଏହା ଦର୍ଶାଯାଇଛି ଯେ ଯୋଗ କରୁଥିବା ଯୋଗୀମାନେ କୃଷ୍ଣ, କିମ୍ବା ବିଷ୍ଣୁଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତି। କୃଷ୍ଣ ଏବଂ ବିଷ୍ଣୁ ସମାନ । ତେଣୁ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ହେଉଛି କୃଷ୍ଣଙ୍କ ବିଷୟରେ ଆମର ସୁପ୍ତ ଚେତନାକୁ ପୁନର୍ଜୀବିତ କରିବା ପାଇଁ ଏକ ବ୍ୟବହାରିକ ଆନ୍ଦୋଳନ । କୃଷ୍ଣଙ୍କଠାରୁ କୌଣସି ପୃଥକତା ନାହିଁ, କାରଣ ପିତା ଏବଂ ପୁଅ ଅଲଗା ହୋଇପାରିବେ ନାହିଁ । କିନ୍ତୁ ପୁଅ ବାପାକୁ ଭୁଲିଯିବା ପାଇଁ ବେଳେବେଳେ ଭୁଲିଯାଆନ୍ତି । ତାହା ହେଉଛି ଆମର ବର୍ତ୍ତମାନର ସ୍ଥିତି। "|Vanisource:710130 - Lecture at the House of Mr. Mitra - Allahabad|710130 - ପ୍ରବଚନ at the House of Mr. Mitra - ଆଲ୍ହାବାଦ}}

Latest revision as of 05:19, 29 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମସ୍ତ ଯୋଗୀ ମଧ୍ୟରେ, ଜଣେ ବ୍ୟକ୍ତି ଯିଏ ନିଜ ଭିତରେ କୃଷ୍ଣଙ୍କ ବିଷୟରେ ଭାବିବା ପାଇଁ ବ୍ୟସ୍ତ, ଧ୍ୟାନାବସ୍ଥିତ-ୟୋଗିନୋ ..., ପଶ୍ୟନ୍ତି ୟଂ ୟୋଗିନୋ ( ଭା. ୧୨.୧୩.୧) । ଧ୍ୟାନାର ଅର୍ଥ ବିଷ୍ଣୁ କିମ୍ବା କୃଷ୍ଣଙ୍କ ଉପରେ ମନକୁ ଏକାଗ୍ର କରିବା । ତାହା ହେଉଛି ପ୍ରକୃତ ଜୀବନ । ତେଣୁ ଶାସ୍ତ୍ରରେ ଏହା ଦର୍ଶାଯାଇଛି ଯେ ଯୋଗ କରୁଥିବା ଯୋଗୀମାନେ କୃଷ୍ଣ, କିମ୍ବା ବିଷ୍ଣୁଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତି। କୃଷ୍ଣ ଏବଂ ବିଷ୍ଣୁ ସମାନ । ତେଣୁ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ହେଉଛି କୃଷ୍ଣଙ୍କ ବିଷୟରେ ଆମର ସୁପ୍ତ ଚେତନାକୁ ପୁନର୍ଜୀବିତ କରିବା ପାଇଁ ଏକ ବ୍ୟବହାରିକ ଆନ୍ଦୋଳନ । କୃଷ୍ଣଙ୍କଠାରୁ କୌଣସି ପୃଥକତା ନାହିଁ, କାରଣ ପିତା ଏବଂ ପୁଅ ଅଲଗା ହୋଇପାରିବେ ନାହିଁ । କିନ୍ତୁ ପୁଅ ବାପାକୁ ଭୁଲିଯିବା ପାଇଁ ବେଳେବେଳେ ଭୁଲିଯାଆନ୍ତି । ତାହା ହେଉଛି ଆମର ବର୍ତ୍ତମାନର ସ୍ଥିତି। "
710130 - ପ୍ରବଚନ at the House of Mr. Mitra - ଆଲ୍ହାବାଦ