OR/710130b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ବିଜ୍ଞାନ, ଏହି ପ୍ରଚାର, ଏହି କୃଷ୍ଣ ଚେତନା, ଆମେ ସମଗ୍ର ବିଶ୍ୱରେ ବିସ୍ତାର କରୁଛୁ। ସେଗୁଡିକ ଗ୍ରହଣ କରାଯାଉଛି। ଏହା କେବଳ ଗୋଟିଏ ବ୍ୟକ୍ତିତ୍ୱ ଦ୍ୱାରା କରାଯାଇଅଛି ... ତେଣୁ ... କିନ୍ତୁ ଯଦି ଆପଣ ସମସ୍ତେ ଯୋଗ ଦିଅନ୍ତି, ଯଦି ଆପଣ ଏକ ବୈଜ୍ଞାନିକ କାର୍ଯ୍ୟକ୍ରମ କରନ୍ତି ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନକୁ ସମଗ୍ର ବିଶ୍ୱରେ ପ୍ରଚାର କରିବା ପାଇଁ, ତା’ହେଲେ ଦିନେ ଆମେ ଦେଖିବା ଯେ ଲୋକମାନେ ଭାରତ ପାଇଁ ବହୁତ ଅନୁଗୃହୀତ ହେବେ। ସେମାନେ ଭାବିବେ ଯେ “ଆମକୁ ଭାରତରୁ କିଛି ମିଳିଛି” । ବର୍ତ୍ତମାନ ଭାରତ କେବଳ ଭିକ ମାଗୁଛି, ବିଦେଶୀ ଦେଶରୁ: "ମୋତେ ଟଙ୍କା ଦିଅ, ଚାଉଳ ଦିଅ, ମୋତେ ଗହମ ଦିଅ, ମୋତେ ସୈନ ଦିଅ" । କିନ୍ତୁ ଏହି ଆନ୍ଦୋଳନ, ଯେତେବେଳେ ଆମେ ସେମାନଙ୍କ ନିକଟକୁ ନେଇଗଲୁ, ସେତେବେଳେ ସେମାନଙ୍କଠାରୁ ଭିକ ମାଗିବାର ପ୍ରଶ୍ନ ନାହିଁ - ଏହା ସେମାନଙ୍କୁ ଦେବା ପାଇଁ । କେବଳ ଚେଷ୍ଟା କର କିଛି ଦିଅ। ତାହା ମୋର ଅନୁରୋଧ। "
710130 - ପ୍ରବଚନ - ଆଲ୍ହାବାଦ