OR/710214c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710214b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710214b|OR/710214d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710214d}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710214CC-GORAKHPUR_ND_03.mp3</mp3player>|"ବ୍ରଜ-ଜନ-ବଲ୍ଲଭ ଗିରି-ବର-ଧାରୀ । ଏବଂ ପ୍ରଥମ କାମ ହେଉଛି ରାଧା-ମାଧବ । ଅବଶ୍ୟ କୃଷ୍ଣ ସମସ୍ତଙ୍କ ପାଇଁ ଚିନ୍ତିତ, ବିଶେଷକରି ରାଧାରାଣୀ । ରାଧା-ମାଧବ କୁଞ୍ଜ-ବିହାରୀ, ଏବଂ ସେ ରାଧାଙ୍କ ସହିତ ବୃନ୍ଦାବନର ବିଭିନ୍ନ ପ୍ରକାରର କୁଞ୍ଜରେ ଉପଭୋଗ କରନ୍ତି । ଏବଂ ତାପରେ, ଯୋସୋଦା-ନନ୍ଦନ। ତା'ପରେ ସେ ତାଙ୍କ ମାତା ଯସୋଦାଙ୍କୁ ଖୁସି କରିବାକୁ ଚାହାଁନ୍ତି । ୟୋସୋଦା-ନନ୍ଦନ ବ୍ରଜ-ଜନ-ରଞ୍ଜନ । ଏବଂ କୃଷ୍ଣ ବୃନ୍ଦାବନର ସମସ୍ତ ବାସିନ୍ଦାଙ୍କ ପ୍ରତି ଅତ୍ୟନ୍ତ ସ୍ନେହଶୀଳ । ଯୋସୋଦା ଏବଂ ନନ୍ଦ ମହାରାଜାଙ୍କ ପୁତ୍ର । ସେମାନେ କୃଷ୍ଣଙ୍କୁ, ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି। ବୟୋଜ୍ୟେଷ୍ଠ ମହିଳା ଏବଂ ବ୍ୟକ୍ତିମାନେ, ସେମାନେ କୃଷ୍ଣଙ୍କୁ ଭଲ ପାଆନ୍ତି। "|Vanisource:710214 - Lecture Purport to Jaya Radha-Madhava - Gorakhpurr|710214 - ପ୍ରବଚନ Purport to Jaya Radha-Madhava - ଗୋରଖପୁର}}

Latest revision as of 05:02, 13 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବ୍ରଜ-ଜନ-ବଲ୍ଲଭ ଗିରି-ବର-ଧାରୀ । ଏବଂ ପ୍ରଥମ କାମ ହେଉଛି ରାଧା-ମାଧବ । ଅବଶ୍ୟ କୃଷ୍ଣ ସମସ୍ତଙ୍କ ପାଇଁ ଚିନ୍ତିତ, ବିଶେଷକରି ରାଧାରାଣୀ । ରାଧା-ମାଧବ କୁଞ୍ଜ-ବିହାରୀ, ଏବଂ ସେ ରାଧାଙ୍କ ସହିତ ବୃନ୍ଦାବନର ବିଭିନ୍ନ ପ୍ରକାରର କୁଞ୍ଜରେ ଉପଭୋଗ କରନ୍ତି । ଏବଂ ତାପରେ, ଯୋସୋଦା-ନନ୍ଦନ। ତା'ପରେ ସେ ତାଙ୍କ ମାତା ଯସୋଦାଙ୍କୁ ଖୁସି କରିବାକୁ ଚାହାଁନ୍ତି । ୟୋସୋଦା-ନନ୍ଦନ ବ୍ରଜ-ଜନ-ରଞ୍ଜନ । ଏବଂ କୃଷ୍ଣ ବୃନ୍ଦାବନର ସମସ୍ତ ବାସିନ୍ଦାଙ୍କ ପ୍ରତି ଅତ୍ୟନ୍ତ ସ୍ନେହଶୀଳ । ଯୋସୋଦା ଏବଂ ନନ୍ଦ ମହାରାଜାଙ୍କ ପୁତ୍ର । ସେମାନେ କୃଷ୍ଣଙ୍କୁ, ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି। ବୟୋଜ୍ୟେଷ୍ଠ ମହିଳା ଏବଂ ବ୍ୟକ୍ତିମାନେ, ସେମାନେ କୃଷ୍ଣଙ୍କୁ ଭଲ ପାଆନ୍ତି। "
710214 - ପ୍ରବଚନ Purport to Jaya Radha-Madhava - ଗୋରଖପୁର