OR/710820 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710816 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710816|OR/710824 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710824}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710820SB-LONDON_ND_01.mp3</mp3player>|"କୃଷ୍ଣଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ବିଷୟ। କିନ୍ତୁ ଭଗବାନ ଚୈତନ୍ୟଙ୍କ କୃପାରୁ ଆମେ କୃଷ୍ଣଙ୍କ ବିଷୟରେ ଅଳ୍ପ କିଛି ବୁଝିପାରିବା। ଏବଂ ପରେ ଧୀରେ ଧୀରେ ... ଅବଶ୍ୟ ମୂଳ ଲକ୍ଷ୍ୟ ହେଉଛି ଭଗବାନ କୃଷ୍ଣଙ୍କ ଲୀଳାରେ ପ୍ରବେଶ କରିବା। କିନ୍ତୁ କଳ୍ପନା ଦ୍ୱାରା ନୁହେଁ  ବା ବାସ୍ତୁଗତ ଭୁଲ ଧାରଣା ଦ୍ଵାରା, ଧୀରେ ଧୀରେ, ସମାଇହ-ସମାଇହ। ପ୍ରାଦୁର୍ଭାବେ ଭଵେତ କ୍ରମଃ (ବ୍ର.ସ. ୧.୪.୧୬ ) । ଏକ କ୍ରମାନୁକ୍ରମିକ ଉପାୟ, କିମ୍ବା ଉତ୍ତରୋତ୍ତର ପ୍ରକ୍ରିୟା ଅଛି । ଆଦୌ ଶ୍ରଦ୍ଧା । ସର୍ବପ୍ରଥମେ, ଶ୍ରଦ୍ଧା, ବିଶ୍ୱାସ: 'ଓଃ, କୃଷ୍ଣ ଚେତନା ବହୁତ ଭଲ' । ଏହା ହେଉଛି ବିଶ୍ୱାସ । ଆଦୌ ଶ୍ରଦ୍ଧା ତତଃ ସାଧୁ-ସଙ୍ଗଃ  ([[Vanisource: CC Madhya 23.14-15 | ଚ.ଚ. ମଧ୍ୟ ୨୩.୧୪-୧୫]]) । ତା’ପରେ, ସେହି ବିଶ୍ୱାସକୁ ବଢାଇବା ପାଇଁ, ଆମେ ସେହି ବ୍ୟକ୍ତିମାନଙ୍କ ସହିତ ମିଶିବା ଉଚିତ ଯେଉଁମାନେ ପ୍ରକୃତରେ କୃଷ୍ଣ ଚେତନା ବିକାଶ କରୁଛନ୍ତି କିମ୍ବା ବର୍ଦ୍ଧନ କରୁଛନ୍ତି । ଏହାକୁ ସାଧୁ-ସଙ୍ଗଃ କୁହାଯାଏ ([[Vanisource: CC Madhya 22.83 | ଚ.ଚ. ମଧ୍ୟ ୨୨.୮୩]]) । ଆଦୌ ଶ୍ରଦ୍ଧା ତତଃ ସା..., ଅଥ ଭଜନ-କ୍ରିୟା । ତା’ପରେ, ସଙ୍ଗ ପରେ, ଭକ୍ତମାନଙ୍କ ସହିତ ଜଡିତ ହେବା ପରେ, ସ୍ଵଭାବିକ ଭାବରେ ଜଣେ ହୋଇଯାଏ, ମୋର କହିବାକୁ ଗଲେ, ଭକ୍ତି ସେବା କିପରି କାର୍ଯ୍ୟକାରୀ କରାଯିବ ତାହା ଆରମ୍ଭ କରିବାକୁ ଆଗ୍ରହୀ । ଏହାକୁ ଦୀକ୍ଷା  କୁହାଯାଏ । ଭଜନ-କ୍ରିୟା  ।"|Vanisource:710820 - Lecture SB 01.01.03 - London|710820 - ପ୍ରବଚନ SB 01.01.03 - ଲଣ୍ଡନ}}

Latest revision as of 05:27, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ବିଷୟ। କିନ୍ତୁ ଭଗବାନ ଚୈତନ୍ୟଙ୍କ କୃପାରୁ ଆମେ କୃଷ୍ଣଙ୍କ ବିଷୟରେ ଅଳ୍ପ କିଛି ବୁଝିପାରିବା। ଏବଂ ପରେ ଧୀରେ ଧୀରେ ... ଅବଶ୍ୟ ମୂଳ ଲକ୍ଷ୍ୟ ହେଉଛି ଭଗବାନ କୃଷ୍ଣଙ୍କ ଲୀଳାରେ ପ୍ରବେଶ କରିବା। କିନ୍ତୁ କଳ୍ପନା ଦ୍ୱାରା ନୁହେଁ ବା ବାସ୍ତୁଗତ ଭୁଲ ଧାରଣା ଦ୍ଵାରା, ଧୀରେ ଧୀରେ, ସମାଇହ-ସମାଇହ। ପ୍ରାଦୁର୍ଭାବେ ଭଵେତ କ୍ରମଃ (ବ୍ର.ସ. ୧.୪.୧୬ ) । ଏକ କ୍ରମାନୁକ୍ରମିକ ଉପାୟ, କିମ୍ବା ଉତ୍ତରୋତ୍ତର ପ୍ରକ୍ରିୟା ଅଛି । ଆଦୌ ଶ୍ରଦ୍ଧା । ସର୍ବପ୍ରଥମେ, ଶ୍ରଦ୍ଧା, ବିଶ୍ୱାସ: 'ଓଃ, କୃଷ୍ଣ ଚେତନା ବହୁତ ଭଲ' । ଏହା ହେଉଛି ବିଶ୍ୱାସ । ଆଦୌ ଶ୍ରଦ୍ଧା ତତଃ ସାଧୁ-ସଙ୍ଗଃ ( ଚ.ଚ. ମଧ୍ୟ ୨୩.୧୪-୧୫) । ତା’ପରେ, ସେହି ବିଶ୍ୱାସକୁ ବଢାଇବା ପାଇଁ, ଆମେ ସେହି ବ୍ୟକ୍ତିମାନଙ୍କ ସହିତ ମିଶିବା ଉଚିତ ଯେଉଁମାନେ ପ୍ରକୃତରେ କୃଷ୍ଣ ଚେତନା ବିକାଶ କରୁଛନ୍ତି କିମ୍ବା ବର୍ଦ୍ଧନ କରୁଛନ୍ତି । ଏହାକୁ ସାଧୁ-ସଙ୍ଗଃ କୁହାଯାଏ ( ଚ.ଚ. ମଧ୍ୟ ୨୨.୮୩) । ଆଦୌ ଶ୍ରଦ୍ଧା ତତଃ ସା..., ଅଥ ଭଜନ-କ୍ରିୟା । ତା’ପରେ, ସଙ୍ଗ ପରେ, ଭକ୍ତମାନଙ୍କ ସହିତ ଜଡିତ ହେବା ପରେ, ସ୍ଵଭାବିକ ଭାବରେ ଜଣେ ହୋଇଯାଏ, ମୋର କହିବାକୁ ଗଲେ, ଭକ୍ତି ସେବା କିପରି କାର୍ଯ୍ୟକାରୀ କରାଯିବ ତାହା ଆରମ୍ଭ କରିବାକୁ ଆଗ୍ରହୀ । ଏହାକୁ ଦୀକ୍ଷା କୁହାଯାଏ । ଭଜନ-କ୍ରିୟା ।"
710820 - ପ୍ରବଚନ SB 01.01.03 - ଲଣ୍ଡନ