OR/720529 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୨]] | [[Category:OR/ଅମୃତ ବାଣୀ - ୧୯୭୨]] | ||
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | [[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/720526 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720526|OR/720604 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମେକ୍ସିକୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720604}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720529SB-LOS_ANGELES_ND_01.mp3</mp3player>|"'ମୋର ପ୍ରିୟ ପ୍ରଭୁ, ମୁଁ ନିଜ ପାଇଁ ଚିନ୍ତିତ ନୁହଁ, କାରଣ ମୁଁ ଏହି ଜିନିଷ ପାଇଛି। ମୋର କୌଣସି ଅସୁବିଧା ନାହିଁ ଭବସାଗରକୁ କିପରି ଅତିକ୍ରମ କରିବାକୁ ହେବ କିମ୍ବା କିପରି ବୈକୁଣ୍ଠ ଯିବାକୁ ହେବ କିମ୍ବା ମୁକ୍ତ ହେବାକୁ । ଏହି ସମସ୍ୟାର ସମାଧାନ ହୋଇସାରିଛି।' ତୁମେ କିପରି ସମାଧାନ କଲ? ତ୍ଵଦ-ବୀର୍ୟ-ଗାୟନ-ମହାମୃତ-ମଗ୍ନ-ଚିତ୍ତଃ 'କାରଣ ମୁଁ ତୁମର କାର୍ଯ୍ୟକଳାପର ମହିମା ଗାନ କରିବାରେ ସର୍ବଦା ପ୍ରବୃତ୍ତ, ତେଣୁ ମୋର ସମସ୍ୟାର ସମାଧାନ ହୋଇସାରିଛି'। ତା’ହେଲେ ତୁମର ଅସୁବିଧା କ’ଣ? ସମସ୍ୟାଟି ହେଉଛି: “ମୁଁ ବିଳାପ କରୁଛି”, “ଶୋଚେ ତତୋ ବିମୁଖ-ଚେତସଃ,” ଯେଉଁମାନେ ତୁମକୁ ବିରୋଧ କରନ୍ତି, ତୁମକୁ ବିରୋଧ କରି, ସେମାନେ ଏତେ ପରିଶ୍ରମ କରୁଛନ୍ତି ”, ମାୟା-ସୁଖାୟ, 'କଥା କଥିତ ସୁଖ ପାଇଁ, ଏହି ମୂର୍ଖ ମାନେ । ତେଣୁ ମୁଁ ସେମାନଙ୍କ ପାଇଁ କେବଳ ବିଳାପ କରୁଛି' । ଏହା ହେଉଛି ଆମର ବୈଷ୍ଣବ ଦର୍ଶନ। ଯିଏ କୃଷ୍ଣଙ୍କର ଚରଣପଦ୍ମର ଆଶ୍ରୟ ନେଇଛି, ତାଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ତାଙ୍କର ଏକମାତ୍ର ସମସ୍ୟା ହେଉଛି ମୂର୍ଖମାନଙ୍କୁ କିପରି ଉଦ୍ଧାର କରିବେ । କୃଷ୍ଣଙ୍କୁ ଭୁଲି କେବଳ କଠିନ ପରିଶ୍ରମ କରୁଛନ୍ତି। ତାହା ହେଉଛି ସମସ୍ୟା। "|Vanisource:720529 - Lecture SB 02.03.11-12 - Los Angeles|720529 - ପ୍ରବଚନ SB 02.03.11-12 - ଲସ ଆ଼ଞ୍ଜେଲ୍ସ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720529SB-LOS_ANGELES_ND_01.mp3</mp3player>|"'ମୋର ପ୍ରିୟ ପ୍ରଭୁ, ମୁଁ ନିଜ ପାଇଁ ଚିନ୍ତିତ ନୁହଁ, କାରଣ ମୁଁ ଏହି ଜିନିଷ ପାଇଛି। ମୋର କୌଣସି ଅସୁବିଧା ନାହିଁ ଭବସାଗରକୁ କିପରି ଅତିକ୍ରମ କରିବାକୁ ହେବ କିମ୍ବା କିପରି ବୈକୁଣ୍ଠ ଯିବାକୁ ହେବ କିମ୍ବା ମୁକ୍ତ ହେବାକୁ । ଏହି ସମସ୍ୟାର ସମାଧାନ ହୋଇସାରିଛି।' ତୁମେ କିପରି ସମାଧାନ କଲ? ତ୍ଵଦ-ବୀର୍ୟ-ଗାୟନ-ମହାମୃତ-ମଗ୍ନ-ଚିତ୍ତଃ 'କାରଣ ମୁଁ ତୁମର କାର୍ଯ୍ୟକଳାପର ମହିମା ଗାନ କରିବାରେ ସର୍ବଦା ପ୍ରବୃତ୍ତ, ତେଣୁ ମୋର ସମସ୍ୟାର ସମାଧାନ ହୋଇସାରିଛି'। ତା’ହେଲେ ତୁମର ଅସୁବିଧା କ’ଣ? ସମସ୍ୟାଟି ହେଉଛି: “ମୁଁ ବିଳାପ କରୁଛି”, “ଶୋଚେ ତତୋ ବିମୁଖ-ଚେତସଃ,” ଯେଉଁମାନେ ତୁମକୁ ବିରୋଧ କରନ୍ତି, ତୁମକୁ ବିରୋଧ କରି, ସେମାନେ ଏତେ ପରିଶ୍ରମ କରୁଛନ୍ତି ”, ମାୟା-ସୁଖାୟ, 'କଥା କଥିତ ସୁଖ ପାଇଁ, ଏହି ମୂର୍ଖ ମାନେ । ତେଣୁ ମୁଁ ସେମାନଙ୍କ ପାଇଁ କେବଳ ବିଳାପ କରୁଛି' । ଏହା ହେଉଛି ଆମର ବୈଷ୍ଣବ ଦର୍ଶନ। ଯିଏ କୃଷ୍ଣଙ୍କର ଚରଣପଦ୍ମର ଆଶ୍ରୟ ନେଇଛି, ତାଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ତାଙ୍କର ଏକମାତ୍ର ସମସ୍ୟା ହେଉଛି ମୂର୍ଖମାନଙ୍କୁ କିପରି ଉଦ୍ଧାର କରିବେ । କୃଷ୍ଣଙ୍କୁ ଭୁଲି କେବଳ କଠିନ ପରିଶ୍ରମ କରୁଛନ୍ତି। ତାହା ହେଉଛି ସମସ୍ୟା। "|Vanisource:720529 - Lecture SB 02.03.11-12 - Los Angeles|720529 - ପ୍ରବଚନ SB 02.03.11-12 - ଲସ ଆ଼ଞ୍ଜେଲ୍ସ}} |
Latest revision as of 06:15, 17 January 2022
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"'ମୋର ପ୍ରିୟ ପ୍ରଭୁ, ମୁଁ ନିଜ ପାଇଁ ଚିନ୍ତିତ ନୁହଁ, କାରଣ ମୁଁ ଏହି ଜିନିଷ ପାଇଛି। ମୋର କୌଣସି ଅସୁବିଧା ନାହିଁ ଭବସାଗରକୁ କିପରି ଅତିକ୍ରମ କରିବାକୁ ହେବ କିମ୍ବା କିପରି ବୈକୁଣ୍ଠ ଯିବାକୁ ହେବ କିମ୍ବା ମୁକ୍ତ ହେବାକୁ । ଏହି ସମସ୍ୟାର ସମାଧାନ ହୋଇସାରିଛି।' ତୁମେ କିପରି ସମାଧାନ କଲ? ତ୍ଵଦ-ବୀର୍ୟ-ଗାୟନ-ମହାମୃତ-ମଗ୍ନ-ଚିତ୍ତଃ 'କାରଣ ମୁଁ ତୁମର କାର୍ଯ୍ୟକଳାପର ମହିମା ଗାନ କରିବାରେ ସର୍ବଦା ପ୍ରବୃତ୍ତ, ତେଣୁ ମୋର ସମସ୍ୟାର ସମାଧାନ ହୋଇସାରିଛି'। ତା’ହେଲେ ତୁମର ଅସୁବିଧା କ’ଣ? ସମସ୍ୟାଟି ହେଉଛି: “ମୁଁ ବିଳାପ କରୁଛି”, “ଶୋଚେ ତତୋ ବିମୁଖ-ଚେତସଃ,” ଯେଉଁମାନେ ତୁମକୁ ବିରୋଧ କରନ୍ତି, ତୁମକୁ ବିରୋଧ କରି, ସେମାନେ ଏତେ ପରିଶ୍ରମ କରୁଛନ୍ତି ”, ମାୟା-ସୁଖାୟ, 'କଥା କଥିତ ସୁଖ ପାଇଁ, ଏହି ମୂର୍ଖ ମାନେ । ତେଣୁ ମୁଁ ସେମାନଙ୍କ ପାଇଁ କେବଳ ବିଳାପ କରୁଛି' । ଏହା ହେଉଛି ଆମର ବୈଷ୍ଣବ ଦର୍ଶନ। ଯିଏ କୃଷ୍ଣଙ୍କର ଚରଣପଦ୍ମର ଆଶ୍ରୟ ନେଇଛି, ତାଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ତାଙ୍କର ଏକମାତ୍ର ସମସ୍ୟା ହେଉଛି ମୂର୍ଖମାନଙ୍କୁ କିପରି ଉଦ୍ଧାର କରିବେ । କୃଷ୍ଣଙ୍କୁ ଭୁଲି କେବଳ କଠିନ ପରିଶ୍ରମ କରୁଛନ୍ତି। ତାହା ହେଉଛି ସମସ୍ୟା। " |
720529 - ପ୍ରବଚନ SB 02.03.11-12 - ଲସ ଆ଼ଞ୍ଜେଲ୍ସ |