OR/690216b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690216|OR/690217 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690217}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690216BG-LOS_ANGELES_ND_02.mp3</mp3player>|"ତେଣୁ ଏଠାରେ, ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଏହା ସିଧାସଳଖ କେବଳ କୃଷ୍ଣଙ୍କ ଉପରେ ଆଧାରିତ । ଆଉ  କିଛି ନାହିଁ... ତେଣୁ ଏହି ବାଳକମାନଙ୍କ ଅପେକ୍ଷା କେହି ଭଲ ଧ୍ୟାନ କରନ୍ତି ନାହିଁ। ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ ଦେଉଛନ୍ତି। ସେମାନଙ୍କର ସବୁ କାର୍ଯ୍ୟକଳାପ ହେଉଛି କୃଷ୍ଣ। ସେମାନେ କାର୍ଯ୍ୟ କରୁଛନ୍ତି ବଗିଚାରେ, ମାଟି ଖୋଳିବା: "ଓଃ, ସୁନ୍ଦର ଗୋଲାପ ଆସିବ, ଆମେ କୃଷ୍ଣଙ୍କୁ ଅର୍ପଣ କରିବୁ।" ଧ୍ୟାନ। ପ୍ରାକ୍ଟିକାଲ୍ ଧ୍ୟାନ: "ମୁଁ ଗୋଲାପ ବଢ଼େଇବି ଏବଂ ଏହା କୃଷ୍ଣଙ୍କୁ ଅର୍ପଣ କରାଯିବ" । ଖୋଳିବାରେ ମଧ୍ୟ ଧ୍ୟାନ ଅଛି । ତୁମେ ଦେଖୁଛ? ସେମାନେ ସୁନ୍ଦର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, "ଓଃ, ଏହା କୃଷ୍ଣ ଖାଇବେ।" ତେଣୁ ରାନ୍ଧିବାରେ ଧ୍ୟାନ ଅଛି । ତୁମେ ଦେଖୁଛ? ଏବଂ ଜପ ଏବଂ ନୃତ୍ୟ ବିଷୟରେ କ’ଣ କହିବେ? ତେଣୁ ସେମାନେ କୃଷ୍ଣଙ୍କୁ ଚବିଶ ଘଣ୍ଟା ଧ୍ୟାନ କରୁଛନ୍ତି । ପୂର୍ଣ୍ଣ ଯୋଗୀ।"|Vanisource:690216 - Lecture BG 06.13-15 - Los Angeles|690216 - ପ୍ରବଚନ BG 06.13-15 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:09, 29 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ, ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଏହା ସିଧାସଳଖ କେବଳ କୃଷ୍ଣଙ୍କ ଉପରେ ଆଧାରିତ । ଆଉ କିଛି ନାହିଁ... ତେଣୁ ଏହି ବାଳକମାନଙ୍କ ଅପେକ୍ଷା କେହି ଭଲ ଧ୍ୟାନ କରନ୍ତି ନାହିଁ। ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ ଦେଉଛନ୍ତି। ସେମାନଙ୍କର ସବୁ କାର୍ଯ୍ୟକଳାପ ହେଉଛି କୃଷ୍ଣ। ସେମାନେ କାର୍ଯ୍ୟ କରୁଛନ୍ତି ବଗିଚାରେ, ମାଟି ଖୋଳିବା: "ଓଃ, ସୁନ୍ଦର ଗୋଲାପ ଆସିବ, ଆମେ କୃଷ୍ଣଙ୍କୁ ଅର୍ପଣ କରିବୁ।" ଧ୍ୟାନ। ପ୍ରାକ୍ଟିକାଲ୍ ଧ୍ୟାନ: "ମୁଁ ଗୋଲାପ ବଢ଼େଇବି ଏବଂ ଏହା କୃଷ୍ଣଙ୍କୁ ଅର୍ପଣ କରାଯିବ" । ଖୋଳିବାରେ ମଧ୍ୟ ଧ୍ୟାନ ଅଛି । ତୁମେ ଦେଖୁଛ? ସେମାନେ ସୁନ୍ଦର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, "ଓଃ, ଏହା କୃଷ୍ଣ ଖାଇବେ।" ତେଣୁ ରାନ୍ଧିବାରେ ଧ୍ୟାନ ଅଛି । ତୁମେ ଦେଖୁଛ? ଏବଂ ଜପ ଏବଂ ନୃତ୍ୟ ବିଷୟରେ କ’ଣ କହିବେ? ତେଣୁ ସେମାନେ କୃଷ୍ଣଙ୍କୁ ଚବିଶ ଘଣ୍ଟା ଧ୍ୟାନ କରୁଛନ୍ତି । ପୂର୍ଣ୍ଣ ଯୋଗୀ।"
690216 - ପ୍ରବଚନ BG 06.13-15 - ଲସ ଆ଼ଞ୍ଜେଲ୍ସ