OR/690216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ତେଷାମେବାନୁକମ୍ପାର୍ଥମ
ଅହଂ ଅଜ୍ଞାନଜଂ ତମଃ ।
ନାଶୟାମ୍ୟାତ୍ମଭାବସ୍ଥୋ
ଜ୍ଞାନଦୀପେନ ଭାସ୍ୱତା ॥
(ଭ.ଗୀ. ୧୦.୧୧)

'ଯେଉଁମାନେ ସର୍ବଦା ମୋ ସେବାରେ ନିୟୋଜିତ, ସେମାନଙ୍କୁ କେବଳ ଏକ ବିଶେଷ ଅନୁଗ୍ରହ ଦେଖାଇବା ପାଇଁ', ତେଷାମେବାନୁକମ୍ପାର୍ଥମ, ଅହଂ ଅଜ୍ଞାନଜଂ ତମଃ ନାଶୟାମି, 'ମୁଁ ଜ୍ଞାନର ଆଲୋକ ଦ୍ୱାରା ସମସ୍ତ ପ୍ରକାର ଅଜ୍ଞତାର ଅନ୍ଧକାରକୁ ଦୂର କରେ' । ତେଣୁ କୃଷ୍ଣ ଆପଣଙ୍କ ଭିତରେ ଅଛନ୍ତି । ଏବଂ ଯେତେବେଳେ ଆପଣ ଭକ୍ତି ପ୍ରକ୍ରିୟା ଦ୍ୱାରା କୃଷ୍ଣଙ୍କୁ ଆନ୍ତରିକତାର ସହିତ ଖୋଜୁଛନ୍ତି, ଯେପରି ଏହା ଭଗବଦ୍-ଗୀତା ରେ ଦର୍ଶାଯାଇଛି, ଆପଣ ଅଷ୍ଟାଦଶ ଅଧ୍ୟାୟରେ ପାଇବେ, ଭକ୍ତ୍ୟା ମାମଭିଜାନାତି ( ଭ.ଗୀ.୧୮.୫୫)) : "ଏହି ଭକ୍ତି ପ୍ରକ୍ରିୟା ଦ୍ୱାରା ଜଣେ ମୋତେ ବୁଝିପାରେ ।"

690216 - ପ୍ରବଚନ BG 06.13-15 - ଲସ ଆ଼ଞ୍ଜେଲ୍ସ