OR/691223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/691222b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|691222b|OR/691224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|691224}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/691223LE-BOSTON_ND_01.mp3</mp3player>|"ମାୟାବାଦୀ ଦାର୍ଶନିକ କୁହନ୍ତି ଯେ 'ମୁଁ ଭଗବାନ, କିନ୍ତୁ ମୁଁ, ମାୟା ଦ୍ୱାରା ମୁଁ ଭାବୁଛି ଯେ ମୁଁ ଭଗବାନ ନୁହେଁ। ତେଣୁ ଧ୍ୟାନ ଦ୍ୱାରା ମୁଁ ପରମେଶ୍ୱର ହେବି' ।  କିନ୍ତୁ ଏହାର ଅର୍ଥ ହେଉଛି ସେ ମାୟାର ଦଣ୍ଡରେ ଅଛନ୍ତି । ତେଣୁ ଭଗବାନ ମାୟାର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଏହା କିପରି? ଭଗବାନ ମହାନ, ଏବଂ ଯଦି ସେ ମାୟାର ପ୍ରଭାବରେ ଅଛନ୍ତି, ତେବେ ମାୟା ମହାନ ହୋଇଗଲା  । ଭଗବାନ କିପରି ମହାନ ହୁଅନ୍ତି? ତେଣୁ ପ୍ରକୃତ ଧାରଣା ହେଉଛି, ଯେତେ ଦିନ ପର୍ଯ୍ୟନ୍ତ ଆମେ ଏହି ବିଭ୍ରମ ଜାରି ରଖିବୁ ଯେ "ମୁଁ ଭଗବାନ", "ଭଗବାନ ନାହିଁ", "ସମସ୍ତେ ଭଗବାନ", ଏହିପରି ଅନେକ ଜିନିଷ, ଭଗବାନଙ୍କ କୃପା ପାଇବାରେ କୌଣସି ପ୍ରଶ୍ନ ନାହିଁ । "|Vanisource:691223 - Lecture - Boston|691223 - ପ୍ରବଚନ - ବୋଷ୍ଟୋନ୍}}

Latest revision as of 05:06, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମାୟାବାଦୀ ଦାର୍ଶନିକ କୁହନ୍ତି ଯେ 'ମୁଁ ଭଗବାନ, କିନ୍ତୁ ମୁଁ, ମାୟା ଦ୍ୱାରା ମୁଁ ଭାବୁଛି ଯେ ମୁଁ ଭଗବାନ ନୁହେଁ। ତେଣୁ ଧ୍ୟାନ ଦ୍ୱାରା ମୁଁ ପରମେଶ୍ୱର ହେବି' । କିନ୍ତୁ ଏହାର ଅର୍ଥ ହେଉଛି ସେ ମାୟାର ଦଣ୍ଡରେ ଅଛନ୍ତି । ତେଣୁ ଭଗବାନ ମାୟାର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଏହା କିପରି? ଭଗବାନ ମହାନ, ଏବଂ ଯଦି ସେ ମାୟାର ପ୍ରଭାବରେ ଅଛନ୍ତି, ତେବେ ମାୟା ମହାନ ହୋଇଗଲା । ଭଗବାନ କିପରି ମହାନ ହୁଅନ୍ତି? ତେଣୁ ପ୍ରକୃତ ଧାରଣା ହେଉଛି, ଯେତେ ଦିନ ପର୍ଯ୍ୟନ୍ତ ଆମେ ଏହି ବିଭ୍ରମ ଜାରି ରଖିବୁ ଯେ "ମୁଁ ଭଗବାନ", "ଭଗବାନ ନାହିଁ", "ସମସ୍ତେ ଭଗବାନ", ଏହିପରି ଅନେକ ଜିନିଷ, ଭଗବାନଙ୍କ କୃପା ପାଇବାରେ କୌଣସି ପ୍ରଶ୍ନ ନାହିଁ । "
691223 - ପ୍ରବଚନ - ବୋଷ୍ଟୋନ୍