OR/690109b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690109 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690109|OR/690109c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690109c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690109BG-LOS_ANGELES_ND_04.mp3</mp3player>|"ଏହା ହେଉଛି କୃଷ୍ଣ ଭାବାନାମୃତ, ସବୁକିଛି କୃଷ୍ଣଙ୍କର ଅଟେ ବୁଝିବା । ଯଦି ଜଣେ ଏପରି କାର୍ଯ୍ୟ କରେ ଯେ ସବୁକିଛି... ଇଶାବାସ୍ୟମ ଇଦଂ ସର୍ଵମ ([[Vanisource:ISO 1 | ଇଶୋ ୧]])। ଇଶୋପନିଷଦ କୁହନ୍ତି, 'ସବୁକିଛି ଭଗବାନଙ୍କର ଅଟେ', କିନ୍ତୁ ଭଗବାନ ମୋତେ ଏହିସବୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଛନ୍ତି । ତେଣୁ ମୋର ଜ୍ଞାନ ଏବଂ ବୁଦ୍ଧି ଉପଯୁକ୍ତ ହେବ ଯଦି ମୁଁ ଭଗବାନଙ୍କ ସେବା କରିବା ପାଇଁ ଉପଯୋଗ କରେ । ତାହା ହେଉଛି ମୋର ବୁଦ୍ଧି। ମୁଁ ଯେଉଁ ମୁହୂର୍ତ୍ତରେ ସେଗୁଡିକୁ ମୋର ଇନ୍ଦ୍ରିୟ ସୁଖ ପାଇଁ ବ୍ୟବହାର କରେ, ସେତେବେଳେ ମୁଁ ଜାଲରେ ପଡ଼ିଯାଏ । ସମାନ ଉଦାହରଣ ଦିଆଯାଇପାରେ: ଯଦି ବ୍ୟାଙ୍କ କ୍ୟାସିଅର୍ ଭାବନ୍ତି, 'ଓଃ, ମୋ ପାଖରେ ଏତେ ଲକ୍ଷ ଟଙ୍କା ଅଛି । ମୁଁ କିଛି ନିଏ ଏବଂ ମୋ ପକେଟରେ ରଖେ', ତେବେ ସେ ଜାଲରେ ପଡ଼ିଛନ୍ତି। ଅନ୍ୟଥା, ତୁମେ ଉପଭୋଗ କର। ତୁମେ ଭଲ ଦରମା ପାଇବ । ତୁମେ ଭଲ ଆରାମ ପାଅ ଏବଂ କୃଷ୍ଣଙ୍କ ପାଇଁ ତୁମର କାମକୁ ଭଲ ଭାବରେ କର। ତାହା ହେଉଛି କୃଷ୍ଣ ଭାବାନାମୃତ । ସବୁକିଛି କୃଷ୍ଣଙ୍କ ବୋଲି ବିବେଚନା କରାଯିବା ଉଚିତ୍। କଣିକା ଟିଏ ବି ମୋର ମୋର ନୁହେଁ। ଏହା କୃଷ୍ଣ ଭାବାନାମୃତ।"|Vanisource:690109 - Lecture BG 04.19-25 - Los Angeles|690109 - ପ୍ରବଚନ BG 04.19-25 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:42, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ହେଉଛି କୃଷ୍ଣ ଭାବାନାମୃତ, ସବୁକିଛି କୃଷ୍ଣଙ୍କର ଅଟେ ବୁଝିବା । ଯଦି ଜଣେ ଏପରି କାର୍ଯ୍ୟ କରେ ଯେ ସବୁକିଛି... ଇଶାବାସ୍ୟମ ଇଦଂ ସର୍ଵମ ( ଇଶୋ ୧)। ଇଶୋପନିଷଦ କୁହନ୍ତି, 'ସବୁକିଛି ଭଗବାନଙ୍କର ଅଟେ', କିନ୍ତୁ ଭଗବାନ ମୋତେ ଏହିସବୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଛନ୍ତି । ତେଣୁ ମୋର ଜ୍ଞାନ ଏବଂ ବୁଦ୍ଧି ଉପଯୁକ୍ତ ହେବ ଯଦି ମୁଁ ଭଗବାନଙ୍କ ସେବା କରିବା ପାଇଁ ଉପଯୋଗ କରେ । ତାହା ହେଉଛି ମୋର ବୁଦ୍ଧି। ମୁଁ ଯେଉଁ ମୁହୂର୍ତ୍ତରେ ସେଗୁଡିକୁ ମୋର ଇନ୍ଦ୍ରିୟ ସୁଖ ପାଇଁ ବ୍ୟବହାର କରେ, ସେତେବେଳେ ମୁଁ ଜାଲରେ ପଡ଼ିଯାଏ । ସମାନ ଉଦାହରଣ ଦିଆଯାଇପାରେ: ଯଦି ବ୍ୟାଙ୍କ କ୍ୟାସିଅର୍ ଭାବନ୍ତି, 'ଓଃ, ମୋ ପାଖରେ ଏତେ ଲକ୍ଷ ଟଙ୍କା ଅଛି । ମୁଁ କିଛି ନିଏ ଏବଂ ମୋ ପକେଟରେ ରଖେ', ତେବେ ସେ ଜାଲରେ ପଡ଼ିଛନ୍ତି। ଅନ୍ୟଥା, ତୁମେ ଉପଭୋଗ କର। ତୁମେ ଭଲ ଦରମା ପାଇବ । ତୁମେ ଭଲ ଆରାମ ପାଅ ଏବଂ କୃଷ୍ଣଙ୍କ ପାଇଁ ତୁମର କାମକୁ ଭଲ ଭାବରେ କର। ତାହା ହେଉଛି କୃଷ୍ଣ ଭାବାନାମୃତ । ସବୁକିଛି କୃଷ୍ଣଙ୍କ ବୋଲି ବିବେଚନା କରାଯିବା ଉଚିତ୍। କଣିକା ଟିଏ ବି ମୋର ମୋର ନୁହେଁ। ଏହା କୃଷ୍ଣ ଭାବାନାମୃତ।"
690109 - ପ୍ରବଚନ BG 04.19-25 - ଲସ ଆ଼ଞ୍ଜେଲ୍ସ