OR/710702 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710701 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710701|OR/710720 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710720}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710702R1-LOS_ANGELES_ND_01.mp3</mp3player>|"ଯେତେବେଳେ ତୁମର ସେବା ମନୋଭାବ ଥାଏ, ସେତେବେଳେ କୃଷ୍ଣ ସନ୍ତୁଷ୍ଟ ହୁଅନ୍ତି। ସମ୍ପୁର୍ଣ୍ଣ ପ୍ରକ୍ରିୟା ହେଉଛି ସେବା, ଜଣଙ୍କର ସାମର୍ଥ୍ୟ ଅନୁଯାୟୀ। ତେଣୁ ଏହି ଉପାୟରେ କିମ୍ବା ଅନ୍ୟ ଉପାୟରେ ସେବା କରିବା ଆବଶ୍ୟକ ନୁହେଁ। ନା। ଆତ୍ମା ସର୍ବୋତ୍ତମ କ୍ଷମତା ନେଇ ସେବା କରିବା ଉଚିତ୍।  ଉଦାହରଣ ସ୍ୱରୂପ, ମୁଁ ଏକ ସେବା ସ୍ଥିତି ସହିତ ଏଠାକୁ ଆସିଥିଲି, ମୁଁ ମୋର ଗୁରୁ ମହାରାଜାଙ୍କୁ କିଛି ସେବା ଦେବା ଆବଶ୍ୟକ, ମୁଁ ସଫଳତା ବିଷୟରେ ଭାବି ନ ଥିଲି। କିନ୍ତୁ ମନୋଭାବ ଥିଲା ଯେ ଗୁରୁ ମହାରାଜା ମୋତେ କହିଥିଲେ ଯେ ମୁଁ କିଛି କରିବା ଉଚିତ୍, ମୁଁ ଯାହା କରିପାରିବି । ଏହା ବିଫଳ ହୋଇପାରେ; ଏହା ସଫଳ ହୋଇପାରେ - ମୋତେ ଚେଷ୍ଟା କରିବାକୁ ଦିଅ। ଏହି ସେବା ମନୋଭାବ ହେଉଛି ଏକମାତ୍ର ଲକ୍ଷ୍ୟ। "|Vanisource:710702 - Conversation - Los Angeles|710702 - ବାର୍ତ୍ତାଳାପ - ଲସ ଆ଼ଞ୍ଜେଲ୍ସ}}

Latest revision as of 05:26, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ତୁମର ସେବା ମନୋଭାବ ଥାଏ, ସେତେବେଳେ କୃଷ୍ଣ ସନ୍ତୁଷ୍ଟ ହୁଅନ୍ତି। ସମ୍ପୁର୍ଣ୍ଣ ପ୍ରକ୍ରିୟା ହେଉଛି ସେବା, ଜଣଙ୍କର ସାମର୍ଥ୍ୟ ଅନୁଯାୟୀ। ତେଣୁ ଏହି ଉପାୟରେ କିମ୍ବା ଅନ୍ୟ ଉପାୟରେ ସେବା କରିବା ଆବଶ୍ୟକ ନୁହେଁ। ନା। ଆତ୍ମା ସର୍ବୋତ୍ତମ କ୍ଷମତା ନେଇ ସେବା କରିବା ଉଚିତ୍। ଉଦାହରଣ ସ୍ୱରୂପ, ମୁଁ ଏକ ସେବା ସ୍ଥିତି ସହିତ ଏଠାକୁ ଆସିଥିଲି, ମୁଁ ମୋର ଗୁରୁ ମହାରାଜାଙ୍କୁ କିଛି ସେବା ଦେବା ଆବଶ୍ୟକ, ମୁଁ ସଫଳତା ବିଷୟରେ ଭାବି ନ ଥିଲି। କିନ୍ତୁ ମନୋଭାବ ଥିଲା ଯେ ଗୁରୁ ମହାରାଜା ମୋତେ କହିଥିଲେ ଯେ ମୁଁ କିଛି କରିବା ଉଚିତ୍, ମୁଁ ଯାହା କରିପାରିବି । ଏହା ବିଫଳ ହୋଇପାରେ; ଏହା ସଫଳ ହୋଇପାରେ - ମୋତେ ଚେଷ୍ଟା କରିବାକୁ ଦିଅ। ଏହି ସେବା ମନୋଭାବ ହେଉଛି ଏକମାତ୍ର ଲକ୍ଷ୍ୟ। "
710702 - ବାର୍ତ୍ତାଳାପ - ଲସ ଆ଼ଞ୍ଜେଲ୍ସ