OR/690120c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690120b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690120b|OR/690122 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690122}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690120SB-LOS_ANGELES_ND_03.mp3</mp3player>|"ପ୍ରତ୍ୟେକ ଜୀବଜନ୍ତୁ ଉପଭୋଗ କରିବା ପାଇଁ ଉପଯୁକ୍ତ, କାରଣ ସେ ଭଗବାନଙ୍କ ଅଂଶ ବିଶେଷ । କାରଣ ସେ ଅଂଶ ବିଶେଷ, ସେ ମଧ୍ୟ ଉପଭୋଗ କରନ୍ତି, ଯଦିଓ ସ୍ୱଳ୍ପ ପରିମାଣରେ । କିନ୍ତୁ ସେ ଭଗବାନଙ୍କ ସହ ମିଶି ଉପଭୋଗ କରିପାରିବେ । ତେଣୁ ଭଗବାନଙ୍କ ସଙ୍ଗତିରେ ପ୍ରବେଶ କରିବା ପାଇଁ, ନିଜକୁ ଶୁଦ୍ଧ କରିବାକୁ ପଡିବ । ୟସ୍ମାଦ୍ ବ୍ରହ୍ମ-ସଉ ... ବ୍ରହ୍ମ, ବ୍ରହ୍ମ-ସୌକ୍ଷଂ  । ବ୍ରହ୍ମ ଅର୍ଥ ଅସୀମିତ, କିମ୍ବା ଆଧ୍ୟାତ୍ମିକ। ଆଧ୍ୟାତ୍ମିକ ଅର୍ଥ ଅସୀମିତ, ଅନନ୍ତ, ନିତ୍ୟ - ସର୍ବଶ୍ରେଷ୍ଠ । ଏଗୁଡ଼ିକ ହେଉଛି ବ୍ରହ୍ମର କିଛି ଅର୍ଥ । । ତେଣୁ ତୁମେ ଆନନ୍ଦ ଖୋଜୁଛ; ତାହା ହେଉଛି ତୁମର ଅଧିକାର। ତାହା ତୁମର ଅଧିକାର। ତୁମେ ନିଶ୍ଚୟ ପାଇବ  । କିନ୍ତୁ ତୁମେ ଏହି ଇନ୍ଦ୍ରିୟ ସୁଖ ସ୍ଥରରେ ଖୋଜୁଛ, ତୁମେ ଏହାକୁ କେବେବି ପାଇବ ନାହିଁ । ଯଦି ତୁମେ ଏହି ଅସ୍ତିତ୍ୱକୁ ଶୁଦ୍ଧ କର, ତେବେ ତୁମେ ଅସୀମିତ ଆନନ୍ଦ ପାଇବ, ତୁମର ଆଧ୍ୟାତ୍ମିକ ଅସ୍ତିତ୍ୱରେ ।"|Vanisource:690120 - Lecture SB 05.05.01 - Los Angeles|690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:14, 21 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରତ୍ୟେକ ଜୀବଜନ୍ତୁ ଉପଭୋଗ କରିବା ପାଇଁ ଉପଯୁକ୍ତ, କାରଣ ସେ ଭଗବାନଙ୍କ ଅଂଶ ବିଶେଷ । କାରଣ ସେ ଅଂଶ ବିଶେଷ, ସେ ମଧ୍ୟ ଉପଭୋଗ କରନ୍ତି, ଯଦିଓ ସ୍ୱଳ୍ପ ପରିମାଣରେ । କିନ୍ତୁ ସେ ଭଗବାନଙ୍କ ସହ ମିଶି ଉପଭୋଗ କରିପାରିବେ । ତେଣୁ ଭଗବାନଙ୍କ ସଙ୍ଗତିରେ ପ୍ରବେଶ କରିବା ପାଇଁ, ନିଜକୁ ଶୁଦ୍ଧ କରିବାକୁ ପଡିବ । ୟସ୍ମାଦ୍ ବ୍ରହ୍ମ-ସଉ ... ବ୍ରହ୍ମ, ବ୍ରହ୍ମ-ସୌକ୍ଷଂ । ବ୍ରହ୍ମ ଅର୍ଥ ଅସୀମିତ, କିମ୍ବା ଆଧ୍ୟାତ୍ମିକ। ଆଧ୍ୟାତ୍ମିକ ଅର୍ଥ ଅସୀମିତ, ଅନନ୍ତ, ନିତ୍ୟ - ସର୍ବଶ୍ରେଷ୍ଠ । ଏଗୁଡ଼ିକ ହେଉଛି ବ୍ରହ୍ମର କିଛି ଅର୍ଥ । । ତେଣୁ ତୁମେ ଆନନ୍ଦ ଖୋଜୁଛ; ତାହା ହେଉଛି ତୁମର ଅଧିକାର। ତାହା ତୁମର ଅଧିକାର। ତୁମେ ନିଶ୍ଚୟ ପାଇବ । କିନ୍ତୁ ତୁମେ ଏହି ଇନ୍ଦ୍ରିୟ ସୁଖ ସ୍ଥରରେ ଖୋଜୁଛ, ତୁମେ ଏହାକୁ କେବେବି ପାଇବ ନାହିଁ । ଯଦି ତୁମେ ଏହି ଅସ୍ତିତ୍ୱକୁ ଶୁଦ୍ଧ କର, ତେବେ ତୁମେ ଅସୀମିତ ଆନନ୍ଦ ପାଇବ, ତୁମର ଆଧ୍ୟାତ୍ମିକ ଅସ୍ତିତ୍ୱରେ ।"
690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ