OR/690122 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଶୋଇବା ... ଖାଇବା, ଶୋଇବା, ମିଳନ - ଯୌନ ସମ୍ପର୍କ। କପୋତ ଯେପରି ଉପଭୋଗ କରୁଛନ୍ତି, ଆପଣ ମଧ୍ୟ ଉପଭୋଗ କରୁଛନ୍ତି। ଏବଂ ରକ୍ଷା କରୁଛନ୍ତି - ସେମାନେ ନିଜ ପକ୍ଷ ଦ୍ୱାରା ରକ୍ଷା କରୁଛନ୍ତି; ଆପଣ ପରମାଣୁ ବୋମା ଦ୍ୱାରା ରକ୍ଷା କରୁଛନ୍ତି। ତେଣୁ ଜୀବନର ଗୁଣମାନରେ କୌଣସି ପାର୍ଥକ୍ୟ ନାହିଁ। । ତେଣୁ କୃଷ୍ଣ ଯେତେବେଳେ କହନ୍ତି "କାମ ବନ୍ଦ କର" ଅର୍ଥାତ୍ ପଶୁମାନଙ୍କ ପରି କାମ କରିବା ବନ୍ଦ କର, କିନ୍ତୁ କୃଷ୍ଣ ଭାବନା ବ୍ୟକ୍ତିମାନେ ଯେପରି କାମ କରିବା ବନ୍ଦ ନକରନ୍ତି - ହରେ କୃଷ୍ଣଙ୍କ ଜପ ବନ୍ଦ କରିବା ଉଚିତ୍ ନୁହେଁ। ତୁମେ ପଶୁବାଦୀ ଜୀବନ ବନ୍ଦ କର ଏବଂ ତୁମର ଆଧ୍ୟାତ୍ମିକ ଜୀବନ ଆରମ୍ଭ କର । ତାହା ଉଦ୍ଦେଶ୍ୟ ଅଟେ। "
690122 - ପ୍ରବଚନ BG 05.01-02 - ଲସ ଆ଼ଞ୍ଜେଲ୍ସ