OR/690122b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690122 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690122|OR/690131 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690131}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690122BG-LOS_ANGELES_ND_02.mp3</mp3player>|"ତୁମର ସବୁ ଜାଗାରେ ଜନ୍ମ ହେବ, କୃଷ୍ଣ ଗୁରୁ ନହି ମିଲେ ଭଜ ହରି ଏଇ, କିନ୍ତୁ ତୁମେ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ପାଇପାରିବ ନାହିଁ। ତୁମେ ଏହି ସମସ୍ତ ଶାରୀରିକ ସୁଖ - ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା - ଯେକୌଣସି ଜୀବନରେ ସୁବିଧା ପାଇପାରିବ, କିନ୍ତୁ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ଏହି ଜୀବନରେ ରହିପାରିବେ, ମାନବ ଜୀବନରେ, କୃଷ୍ଣ ଗୁରୁ ନାହିଁ ମିଲେ । ଜନମେ ଜନମେ  ସବେ ପିତା ମାତା ପାୟ (ପ୍ରେମ-ବିବର୍ତ) । ବହୁତ ସରଳ:  ପ୍ରତ୍ୟେକ ଜନ୍ମରେ ତୁମେ ପିତା ଏବଂ ମାତା ପାଇ ପାରିବ, କାରଣ ପିତା ଏବଂ ମାତା ବିନା, ଜନ୍ମ ପ୍ରଶ୍ନ ଉଠୁନାହିଁ । ଜନମେ ଜନମେ  ସବେ ପିତା ମାତା ପାୟ । ପ୍ରତ୍ୟେକ ଜନ୍ମରେ ତୁମେ ପିତା ଏବଂ ମାତା ପାଇ ପାରିବ । କିନ୍ତୁ କୃଷ୍ଣ ଗୁରୁ ନହି ମିଲେ ଭଜ ହରି ଏଇ: କିନ୍ତୁ ତୁମେ ସର୍ବଦା ମନେ ରଖିବା ଉଚିତ ଯେ, କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ପ୍ରତ୍ୟେକ ଜନ୍ମରେ ରହିପାରିବେ ନାହିଁ । ତେଣୁ ସେହି ଜିନିଷକୁ ଖୋଜିବା ଉଚିତ୍: କୃଷ୍ଣ କେଉଁଠାରେ? ଆଧ୍ୟାତ୍ମିକ ଗୁରୁ କେଉଁଠାରେ? ତାହା ହେଉଛି ଜୀବନର ସିଦ୍ଧତା।"|Vanisource:690122 - Lecture BG 05.01-02 - Los Angeles|690122 - ପ୍ରବଚନ BG 05.01-02 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:14, 21 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମର ସବୁ ଜାଗାରେ ଜନ୍ମ ହେବ, କୃଷ୍ଣ ଗୁରୁ ନହି ମିଲେ ଭଜ ହରି ଏଇ, କିନ୍ତୁ ତୁମେ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ପାଇପାରିବ ନାହିଁ। ତୁମେ ଏହି ସମସ୍ତ ଶାରୀରିକ ସୁଖ - ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା - ଯେକୌଣସି ଜୀବନରେ ସୁବିଧା ପାଇପାରିବ, କିନ୍ତୁ କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ଏହି ଜୀବନରେ ରହିପାରିବେ, ମାନବ ଜୀବନରେ, କୃଷ୍ଣ ଗୁରୁ ନାହିଁ ମିଲେ । ଜନମେ ଜନମେ ସବେ ପିତା ମାତା ପାୟ (ପ୍ରେମ-ବିବର୍ତ) । ବହୁତ ସରଳ: ପ୍ରତ୍ୟେକ ଜନ୍ମରେ ତୁମେ ପିତା ଏବଂ ମାତା ପାଇ ପାରିବ, କାରଣ ପିତା ଏବଂ ମାତା ବିନା, ଜନ୍ମ ପ୍ରଶ୍ନ ଉଠୁନାହିଁ । ଜନମେ ଜନମେ ସବେ ପିତା ମାତା ପାୟ । ପ୍ରତ୍ୟେକ ଜନ୍ମରେ ତୁମେ ପିତା ଏବଂ ମାତା ପାଇ ପାରିବ । କିନ୍ତୁ କୃଷ୍ଣ ଗୁରୁ ନହି ମିଲେ ଭଜ ହରି ଏଇ: କିନ୍ତୁ ତୁମେ ସର୍ବଦା ମନେ ରଖିବା ଉଚିତ ଯେ, କୃଷ୍ଣ ଏବଂ ଆଧ୍ୟାତ୍ମିକ ଗୁରୁ ପ୍ରତ୍ୟେକ ଜନ୍ମରେ ରହିପାରିବେ ନାହିଁ । ତେଣୁ ସେହି ଜିନିଷକୁ ଖୋଜିବା ଉଚିତ୍: କୃଷ୍ଣ କେଉଁଠାରେ? ଆଧ୍ୟାତ୍ମିକ ଗୁରୁ କେଉଁଠାରେ? ତାହା ହେଉଛି ଜୀବନର ସିଦ୍ଧତା।"
690122 - ପ୍ରବଚନ BG 05.01-02 - ଲସ ଆ଼ଞ୍ଜେଲ୍ସ