OR/720229 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମାୟାପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ମାୟାପୁର]]
[[Category:OR/ଅମୃତ ବାଣୀ - ମାୟାପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/720224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720224|OR/720306 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720306}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720229GP-MAYAPUR_ND_01.mp3</mp3player>|"ଏହି ଭୌତିକ ଶରୀର କିପରି ଶୁଦ୍ଧ ହୋଇପାରିବ? ହଁ ଏହା ହୋଇପାରେ, ଉଦାହରଣଟି ଯେପରି ଆପଣ ଏକ ଲୁହା ରଡ ନେଇ ନିଆଁରେ ରଖି ଏହାକୁ ଗରମ କରିଦିଅନ୍ତି, ଏହା ଉଷ୍ମ, ଉଷ୍ମତର  ହୋଇଯାଏ ଏବଂ ଶେଷରେ ଏହା ଲାଲ ଗରମ ହୋଇଯାଏ । ସେହି ସମୟରେ ଏହା ଆଉ ଲୁହା ରଡ ନୁହେଁ, ଏହା ଅଗ୍ନି ଅଟେ । ତୁମେ ଯେକୌଣସି ଜାଗାରେ ସ୍ପର୍ଶ କର, ଏହା ଜାଳିଦେବ, ସେହିପରି ଭାବରେ ଯଦି ତୁମେ ନିୟମିତ ଭାବରେ ହରେ କୃଷ୍ଣ ମନ୍ତ୍ର ଜପ କର, ତେବେ ଧୀରେ ଧୀରେ ତୁମର ସମଗ୍ର ଶରୀର ଆଧ୍ୟାତ୍ମିକ ହୋଇଯାଏ । ତା’ପରେ ଏହା ଅପାପ-ବିଧମ୍, ଆଉ ପାପ ନାହିଁ । ତେଣୁ ତୁମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ କରିବାକୁ ପଡିବ ତାପରେ ତୁମେ ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରିବ, ଭଗବାନଙ୍କ ନିକଟକୁ, ଭଗବଦ ଧାମକୁ ଫେରି ଆସିବ । "|Vanisource:720229 - Lecture Festival Gaura-Purnima - Mayapur|720229 - ପ୍ରବଚନ Festival Gaura-Purnima - ମାୟାପୁର}}

Latest revision as of 06:02, 25 December 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଭୌତିକ ଶରୀର କିପରି ଶୁଦ୍ଧ ହୋଇପାରିବ? ହଁ ଏହା ହୋଇପାରେ, ଉଦାହରଣଟି ଯେପରି ଆପଣ ଏକ ଲୁହା ରଡ ନେଇ ନିଆଁରେ ରଖି ଏହାକୁ ଗରମ କରିଦିଅନ୍ତି, ଏହା ଉଷ୍ମ, ଉଷ୍ମତର ହୋଇଯାଏ ଏବଂ ଶେଷରେ ଏହା ଲାଲ ଗରମ ହୋଇଯାଏ । ସେହି ସମୟରେ ଏହା ଆଉ ଲୁହା ରଡ ନୁହେଁ, ଏହା ଅଗ୍ନି ଅଟେ । ତୁମେ ଯେକୌଣସି ଜାଗାରେ ସ୍ପର୍ଶ କର, ଏହା ଜାଳିଦେବ, ସେହିପରି ଭାବରେ ଯଦି ତୁମେ ନିୟମିତ ଭାବରେ ହରେ କୃଷ୍ଣ ମନ୍ତ୍ର ଜପ କର, ତେବେ ଧୀରେ ଧୀରେ ତୁମର ସମଗ୍ର ଶରୀର ଆଧ୍ୟାତ୍ମିକ ହୋଇଯାଏ । ତା’ପରେ ଏହା ଅପାପ-ବିଧମ୍, ଆଉ ପାପ ନାହିଁ । ତେଣୁ ତୁମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ କରିବାକୁ ପଡିବ ତାପରେ ତୁମେ ଭଗବାନଙ୍କ ରାଜ୍ୟରେ ପ୍ରବେଶ କରିପାରିବ, ଭଗବାନଙ୍କ ନିକଟକୁ, ଭଗବଦ ଧାମକୁ ଫେରି ଆସିବ । "
720229 - ପ୍ରବଚନ Festival Gaura-Purnima - ମାୟାପୁର