OR/720422 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ଟୋକିଓ]]
[[Category:OR/ଅମୃତ ବାଣୀ - ଟୋକିଓ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/720406 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମେଲବର୍ନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720406|OR/720423 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720423}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720422SB-TOKYO_ND_01.mp3</mp3player>|"ଆମର ଦୃଷ୍ଟିକୋଣରୁ ସମସ୍ତେ ଧୂର୍ତ୍ତ । କାହିଁକି ...? ଏହା ପ୍ରକୃତ ସତ୍ୟ ଅଟେ। ଯିଏ ରାସକଲ୍ ଏବଂ କିଏ ବୁଦ୍ଧିମାନ ତାହା ଦେଖିବା ପାଇଁ ଆଖି ପାଇଛି... ଯିଏ କୃଷ୍ଣ ଭାବନାମୃତ ନୁହଁନ୍ତି, ସେ ଜଣେ ଧୂର୍ତ୍ତ , ଆମେ ତାଙ୍କୁ ଗ୍ରହଣ କରୁ । ସେ ହୁଏତ ବହୁତ ବଡ ଲୋକ ହୋଇପାରନ୍ତି, କିନ୍ତୁ ବହୁତ ବଡ଼ ଅର୍ଥ ହେଉଛି ଧୂର୍ତ୍ତ ମଧ୍ୟରେ ଏକ, ଧୂର୍ତ୍ତ ମାନଙ୍କର ଅନ୍ୟ ଏକ ଗୋଷ୍ଠୀ, କାରଣ ସେମାନେ ମଧ୍ୟ ମାୟାର ପ୍ରଭାବରେ । ଗଧର ସମାଜରେ ଯେପରି, ଗୋଟିଏ ଗଧ ଗୀତ ଗାଉଛନ୍ତି, <br /> (ଗଧ ଶବ୍ଦକୁ ଅନୁକରଣ କରନ୍ତି) <br /> ସେମାନେ ..., ଗଧ ଅନୁଭବ କରୁଛନ୍ତି, 'ଓଃ, ସେ କେତେ ସୁନ୍ଦର ଗୀତ ଗାଉଛନ୍ତି' । (ହସି) ସମସ୍ତ ଗଧ । ଗୋଟିଏ ଗଧ ଗୀତ ଗାଉଛନ୍ତି, ଏବଂ ସେମାନେ ପ୍ରଶଂସା କରନ୍ତି । 'ଓଃ, ମହାନ ଗାୟକ' । ଏବଂ ତୁମେ ସମସ୍ତେ, 'ଏହାକୁ ବନ୍ଦ କର । ଏହାକୁ ବନ୍ଦ କର । ଦୟାକରି ଏହାକୁ ବନ୍ଦ କରନ୍ତୁ । ଏହାକୁ ବନ୍ଦ କର । ଏହାକୁ ବନ୍ଦ କର '। ଏହା ଚାଲିଛି । ତେଣୁ ଏହି ସମସ୍ତ ନେତା, ଏହି ସମସ୍ତ ଧୂର୍ତ୍ତ, ସେମାନେ ସମସ୍ତେ ଧୂର୍ତ୍ତ। "|Vanisource:720422 - Lecture SB 02.09.02 - Tokyo|720422 - ପ୍ରବଚନ SB 02.09.02 - ଟୋକିଓ}}

Latest revision as of 06:03, 25 December 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମର ଦୃଷ୍ଟିକୋଣରୁ ସମସ୍ତେ ଧୂର୍ତ୍ତ । କାହିଁକି ...? ଏହା ପ୍ରକୃତ ସତ୍ୟ ଅଟେ। ଯିଏ ରାସକଲ୍ ଏବଂ କିଏ ବୁଦ୍ଧିମାନ ତାହା ଦେଖିବା ପାଇଁ ଆଖି ପାଇଛି... ଯିଏ କୃଷ୍ଣ ଭାବନାମୃତ ନୁହଁନ୍ତି, ସେ ଜଣେ ଧୂର୍ତ୍ତ , ଆମେ ତାଙ୍କୁ ଗ୍ରହଣ କରୁ । ସେ ହୁଏତ ବହୁତ ବଡ ଲୋକ ହୋଇପାରନ୍ତି, କିନ୍ତୁ ବହୁତ ବଡ଼ ଅର୍ଥ ହେଉଛି ଧୂର୍ତ୍ତ ମଧ୍ୟରେ ଏକ, ଧୂର୍ତ୍ତ ମାନଙ୍କର ଅନ୍ୟ ଏକ ଗୋଷ୍ଠୀ, କାରଣ ସେମାନେ ମଧ୍ୟ ମାୟାର ପ୍ରଭାବରେ । ଗଧର ସମାଜରେ ଯେପରି, ଗୋଟିଏ ଗଧ ଗୀତ ଗାଉଛନ୍ତି,
(ଗଧ ଶବ୍ଦକୁ ଅନୁକରଣ କରନ୍ତି)
ସେମାନେ ..., ଗଧ ଅନୁଭବ କରୁଛନ୍ତି, 'ଓଃ, ସେ କେତେ ସୁନ୍ଦର ଗୀତ ଗାଉଛନ୍ତି' । (ହସି) ସମସ୍ତ ଗଧ । ଗୋଟିଏ ଗଧ ଗୀତ ଗାଉଛନ୍ତି, ଏବଂ ସେମାନେ ପ୍ରଶଂସା କରନ୍ତି । 'ଓଃ, ମହାନ ଗାୟକ' । ଏବଂ ତୁମେ ସମସ୍ତେ, 'ଏହାକୁ ବନ୍ଦ କର । ଏହାକୁ ବନ୍ଦ କର । ଦୟାକରି ଏହାକୁ ବନ୍ଦ କରନ୍ତୁ । ଏହାକୁ ବନ୍ଦ କର । ଏହାକୁ ବନ୍ଦ କର '। ଏହା ଚାଲିଛି । ତେଣୁ ଏହି ସମସ୍ତ ନେତା, ଏହି ସମସ୍ତ ଧୂର୍ତ୍ତ, ସେମାନେ ସମସ୍ତେ ଧୂର୍ତ୍ତ। "
720422 - ପ୍ରବଚନ SB 02.09.02 - ଟୋକିଓ