OR/Prabhupada 0501 - ଆମେ ଚିନ୍ତାରୁ ମୁକ୍ତ ହୋଇ ପାରିବା ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବନାମୃତକୁ ଆସି ନାହୁଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0501 - in all Languages Category:OR-Quotes - 1972 Category:OR-Quotes - Lec...")
 
No edit summary
 
Line 6: Line 6:
[[Category:OR-Quotes - in India]]
[[Category:OR-Quotes - in India]]
[[Category:OR-Quotes - in India, Hyderabad]]
[[Category:OR-Quotes - in India, Hyderabad]]
[[Category:OR-Quotes - pjd]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0500 - You Cannot Become Permanently Happy In This Material World|0500|Prabhupada 0502 - Give Up Nonsense Conceptions - Take the Broader Life of Krsna Consciousness|0502}}
{{1080 videos navigation - All Languages|Oriya|OR/Prabhupada 0500 - ତୁମେ ଭୌତିକ ଦୁନିଆରେ ସ୍ଥାୟୀ ଭାବରେ ଖୁସି ରହି ପାରିବ ନାହିଁ|0500|OR/Prabhupada 0502 - ଅବାନ୍ତର ଧାରଣାକୁ ତ୍ୟାଗ କର - କୃଷ୍ଣ ଭାବନାମୃତର ବିସ୍ତାରିତ ଜୀବନକୁ ଗ୍ରହଣ କର|0502}}
<!-- END NAVIGATION BAR -->
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 33: Line 30:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
<p>So you cannot become happy. These boys and these girls, American, American, European, they have tasted all this motorcar civilization. They have tasted very nicely. Motorcar, nightclub and drinking, they have tasted very nicely. There is no happiness. Therefore they have come to Kṛṣṇa consciousness. Therefore nāsato vidyate bhāvo nābhāvo vidyate sataḥ ([[Vanisource:BG 2.16 (1972)|BG 2.16]]). Abhāvaḥ, and the sataḥ. So we are unhappy on account of our accepting asat, which will not exist. That is the description given by Prahlāda Mahārāja: tan ma..., sadā samudvigna-dhiyām asad-grahāt ([[Vanisource:SB 7.5.5|SB 7.5.5]]). Sadā samudvigna-dhiyām. We are always anxious, full of anxieties. That's a fact. Everyone of us, full of anxieties. Why? Asad-grahāt. Because we have accepted this material body. Asad-grahāt. Tat sādhu manye 'sura-varya dehināṁ sadā samudvigna-dhiyām. Dehinām. Dehinām means... Deha and dehī, we have already discussed. Dehī means the proprietor of the body. So everyone is dehī, either animal or human being or tree or anyone. Every living entity has accepted a material body. Therefore they are called dehī. So dehinām, every dehī, because he has accepted this material body, he's always full of anxiety.</p>
<p>ତ ତୁମେ ସୁଖୀ ହୋଇ ପାରିବ ନାହିଁ । ଏଇ ପୁଅମାନେ ଆଉ ଏଇ ଝିଅ ମାନେ, ଆମେରିକା ର, ଇଉରୋପ ର, ସେମାନେ ସବୁ ଏଇ ମୋଟର ଗାଡି ସଭ୍ୟତାର ସ୍ୱାଦ ଚାଖି ସାରିଛନ୍ତି । ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ମୋଟର ଗାଡି, ନାଇଟ-କ୍ଳବ, ପିଇବା, ସେମାନେ ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ସେଥିରେ କିଛି ଖୁସି ନାହିଁ । ସେଥିପାଇଁ ସେମାନେ କୃଷ୍ଣ ଭାବାନାମୃତକୁ ଆସିଛନ୍ତି । ସେଥିପାଇଁ, ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ([[Vanisource:BG 2.16 (1972)|ଭ.ଗୀ. ୨.୧୭]])। ଅଭାବଃ, ଆଉ ସତଃ । ତ ଆମେ ଦୁଃଖୀ ଏଥିପାଇଁ ଯେ ଆମେ ଅସତ କୁ ଗ୍ରହଣ କରୁଛେ, ଯାହା ରହିବ ନାହିଁ । ତାହା ପ୍ରହ୍ଲାଦ ମହାରାଜଙ୍କ ଦ୍ୱାରା ବିବରଣ ଦିଆ ଯାଇ ଅଛି: ସଦା ସମୁଦ୍‌ବିଗ୍ନା-ଧିୟଂ  ଅସଦ୍‌-ଗ୍ରହାତ ([[Vanisource:SB 7.5.5|ଭା. ୭..]]) ସଦା ସମୁଦ୍‌ବିଗ୍ନା-ଧିୟଂ । ଆମେ ମାନେ ସବୁ ବେଳେ ଉଦବିଗ୍ନ, ବହୁତ ଉଦବିଗ୍ନ । ଏହା ସତ୍ୟ । ଆମେ ମାନେ ସମସ୍ତେ, ଉଦବିଗ୍ନରେ ଭର୍ତ୍ତି । କାହିଁକି? ଅସଦ୍‌-ଗ୍ରହାତ । କାରଣ ଆମେ ମାନେ ଏହି ଭୌତିକ ଶରୀରକୁ ଗ୍ରହଣ କରିଛେ । ଅସଦ୍‌-ଗ୍ରହାତ । ତଦ୍‌ ସାଧୁ ମନ୍ୟେ ଽସୁର-ବର୍ଯ୍ୟ ଦେହିନାଂ ସଦା ସମୁଦ୍‌ବିଗ୍ନା-ଧିୟଂ । ଦେହିନାଂ । ଦେହିନାଂ ଅର୍ଥ... ଦେହ ଆଉ ଦେହୀ, ଆମେ ପୂର୍ବରୁ ଚର୍ଚ୍ଚା କରିଛେ । ଦେହୀ ର ଅର୍ଥ ଦେହର ମାଲିକ । ତ ସମସ୍ତେ ଦେହୀ  ଅଟନ୍ତି, ହୁଏତ ପଶୁ ଅଥବା ମନୁଷ୍ୟ ଅଥବା ଗଛ ଅଥବା କେହିବି । ପ୍ରତେକ ଜୀବ ଗୋଟିଏ ଭୌତିକ ଶରୀର ଗ୍ରହଣ କରିଛି । ତେଣୁ ସେମାନଙ୍କୁ ଦେହୀ କୁହାଯାଉଛି । ତ ଦେହିନାଂ, ପ୍ରତ୍ୟେକ ଦେହୀ, କାରଣ ସେ ଏହି ଭୌତିକ ଶରୀର ଗ୍ରହଣ କରିଛି, ସେ ସବୁବେଳେ ପୂର୍ଣ ଆତୁରତାରେ ରହୁଛି । </p>
<p>So we cannot be anxiety-free unless we come to Kṛṣṇa consciousness. That is not possible. You have to become Kṛṣṇa conscious, brahma-bhūtaḥ prasannātmā ([[Vanisource:BG 18.54 (1972)|BG 18.54]]); immediately you become anxiety-free. If you don't come to the platform of Kṛṣṇa consciousness, you'll always be full of anxieties. Sadā samudvigna-dhiyām asad-grahāt, hitvātma, hitvātma-pātaṁ gṛham andha-kūpaṁ vanaṁ gato, vanaṁ gato yad dharim āśrayeta ([[Vanisource:SB 7.5.5|SB 7.5.5]]). That is the Prahlāda Mahārāja giving us direction that if you want to get relief from this status of anxiety, sadā samudvigna-dhiyām, then hitvātma-pātam, hitvātma-pātaṁ gṛham andha-kūpam... Gṛham andha-kūpam. Gṛha means... There are so many meanings. Especially it is meant: home. Home. Homesick. Our Vedic civilization is that drive away from home. Go away from home. To take sannyāsa, to take vānaprastha. Not to remain up to the last point of death as family member, grandfather or great-grandfather. That is not our Vedic civilization. As soon as one is little grown up, pañcāśordhvaṁ vanaṁ vrajet, he must get out from this gṛham andha-kūpam. Gṛham andha-kūpam, if we discuss threadbare, it may be very unpalatable. But we have to discuss from śāstra what is gṛha. Gṛha, it is... Another word, it is called aṅganāśrayam. Aṅganā. Aṅganā means woman. To live under the protection of wife. Aṅganāśraya. So śāstra recommends that you give up this aṅganāśrayam to go to the paramahaṁsa-āśrayam. Then your life will be saved. Otherwise, as Prahlāda Mahārāja says, gṛham andha-kūpam, "If you keep yourself always in this dark well of so-called family life, then you'll never be happy." Ātma-pātam. Ātma-pātam means you'll never be able to understand spiritual life. Of course, not always, but generally. Generally, who are too much attached to family life or extended family life... Extended... Family life, then society life, then community life, then national life, then international life. They're all gṛham andha-kūpam. All gṛham andha-kūpam.</p>
<p>ତ ଆମେ ଚିନ୍ତାରୁ ମୁକ୍ତ ହୋଇ ପାରିବା ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବନାମୃତ କୁ ଗ୍ରହଣ ନ କରିଛେ । ଏହା ସମ୍ଭବ ନୁହଁ । ତୁମକୁ କୃଷ୍ଣ ଭାବନାମୃତ ହେବାକୁ ହିଁ ପଡିବ, ବ୍ରହ୍ମ-ଭୂତଃ ପ୍ରସନ୍ନାତ୍ମା ( [[Vanisource:BG 18.54 (1972)|ଭା.ଗୀ. ୧୮.୫୪]]) - ସାଙ୍ଗେ ସାଙ୍ଗେ ତୁମେ ଚିନ୍ତା-ମୁକ୍ତ ହୋଇ ଯିବ । ଯଦି ତୁମେ କୃଷ୍ଣ ଭାବନାମୃତ ସ୍ଥରକୁ ନ ଆସୁଛ, ତୁମେ ସବୁବେଳେ ଚିନ୍ତା ଗ୍ରସ୍ତ ରହିବ । ସଦା ସମୁଦ୍‌ବିଗ୍ନ-ଧିୟଂ  ଅସଦ୍‌-ଗ୍ରହାତ, ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ, ବନଂ ଗତୋ ୟଦ ଧରିଂ ଆଶ୍ରୟେତ  ([[Vanisource:SB 7.5.5|ଭା. ୭..]]) ଏହି ପରି ଭାବେ ପ୍ରହଲ୍ଲାଦ ମହାରାଜ ଆମର ମାର୍ଗ ଦର୍ଶନ କରୁଛନ୍ତି ଯେ, ଯଦି ତୁମେ ଏହି ଆତୁରତାରୁ ମୁକ୍ତି ପାଇବାକୁ ଚାହୁଁଛ, ସଦା ସମୁଦ୍‌ବିଗ୍ନ-ଧିୟଂ, ପୁଣି  ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ... ଗୃହଂ ଅନ୍ଧ-କୂପମ । ଗୃହ ଅର୍ଥ... ବହୁତ ଅର୍ଥ ଅଛି । ବିଶେଷ ରୂପରେ ଏହାର ଅର୍ଥ: ଘର । ଘର । ଗୃହାସକ୍ତ । ଆମର ବୈଦିକ ସଭ୍ୟତା ଅନୁଯାଇ, ଘର ଠାରୁ ଦୁରକୁ ଚାଲି ଯାଅ । ଘର ଠାରୁ ଦୁରେଇ ଯାଅ । ସନ୍ୟାସ ନିଅ । ବାନପ୍ରସ୍ଥ ନିଅ । ମୃତ୍ୟର ଅନ୍ତିମ କ୍ଷଣ ଯାଏଁ, ପରିବାର ର ଏକ ସଦସ୍ୟ ହୋଇ ରୁହ ନାହିଁ, ଜେଜେ-ବାପା, ପଣି -ଜେଜେ-ବାପା । ତାହା ଆମର ବୈଦିକ ସଭ୍ୟତା ନୁହଁ । ଯେମିତ ଆମେ ବଡ ହୋଇ ଯାଉଛେ, ପଞ୍ଚାଶୋଉର୍ଦ୍ଧମ୍ ବନଂ ବ୍ରଜେତ, ସେ ବାହାରି ଯିବା ଦରକାର ଏହି ଗୃହଂ ଅନ୍ଧ-କୂପମ୍ । ଗୃହଂ ଅନ୍ଧ-କୂପମ୍, ଯଦି ଆମେ ଏହା ଉପରେ ଚର୍ଚ୍ଚା  କରୁ, ଏହା ହୁଏତ ବହୁତ ଅରୁଚିକର ହୋଇଯିବ । କିନ୍ତୁ ଆମକୁ ଶାସ୍ତ୍ରରୁ ଆଲୋଚନା କରିବାକୁ ହେବ କି ଗୃହ କଣ? ଗୃହ ହେଉଛି... ଆଉ ଗୋଟିଏ ଶବ୍ଦ, ଏହାକୁ କୁହାଯାଏ ଅଙ୍ଗନାଶ୍ରୟଂ । ଅଙ୍ଗନା । ଅଙ୍ଗନା ର ଅର୍ଥ ନାରୀ । ପତ୍ନୀ ର ସୁରକ୍ଷାରେ ରହିବା । ଅଙ୍ଗନାଶ୍ରୟ । ତ ଶାସ୍ତ୍ର ପରାମର୍ଶ ଦେଉଛି ଯେ ତୁମେ ଏହି  ଅଙ୍ଗନାଶ୍ରୟଂ ତ୍ୟାଗ କର, ପରମହଂସ-ଆଶ୍ରୟଂ କୁ ଯାଅ । ତାହା ହେଲେ ତୁମର ଜୀବନ ରକ୍ଷା ପାଇ ଯିବ । ଅନ୍ୟଥା, ଯେମିତି ପ୍ରହ୍ଲାଦ ମହାରାଜ କହୁଛନ୍ତି, ଗୃହଂ ଅନ୍ଧ-କୂପମ, ଯଦି ତୁମେ ନିଜକୁ ସବୁବେଳେ ଏଇ ପାରିବାରିକ ଜୀବନ ନାମକ ଅନ୍ଧକାର କୁଅଁ ରେ ରଖିବ, ତାହା ହେଲେ ତୁମେ କେବେ ବି ଖୁସି ହୋଇ ପାରିବ ନାହିଁ । ଆତ୍ମ-ପାତଂ । ଆତ୍ମ-ପାତଂ ର ଅର୍ଥ ତୁମେ କେବେ ଭି ଆଧ୍ୟାତ୍ମିକ ଜୀବନକୁ ବୁଝି ପାରିବ ନାହିଁ । ଅବଶ୍ୟ, ସବୁ ବେଳେ ନୁହଁ, କିନ୍ତୁ ସାଧାରଣତଃ । ସାଧାରଣତଃ, ଯିଏ ପାରିବାରିକ ଜୀବନ ପ୍ରତି ଅତ୍ୟଧିକ ଆସକ୍ତ ଅଥବା ବିସ୍ତାରିତ ପାରିବାରିକ ଜୀବନ... ବିସ୍ତାରିତ - ପାରିବାରିକ ଜୀବନ, ତାପରେ ସାମାଜିକ ଜୀବନ, ତାପରେ ସମ୍ରଦାୟିକ ଜୀବନ, ତାପରେ ରାଷ୍ଟ୍ରୀୟ ଜୀବନ, ତାପରେ ଅନ୍ତରାଷ୍ଟ୍ରୀୟ ଜୀବନ । ସେ ସବୁ ଗୃହଂ ଅନ୍ଧ-କୂପମ୍ । ସବୁ ଗୃହଂ ଅନ୍ଧ-କୂପମ୍ । </p>
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 12:44, 11 December 2021



Lecture on BG 2.15 -- Hyderabad, November 21, 1972

ତ ତୁମେ ସୁଖୀ ହୋଇ ପାରିବ ନାହିଁ । ଏଇ ପୁଅମାନେ ଆଉ ଏଇ ଝିଅ ମାନେ, ଆମେରିକା ର, ଇଉରୋପ ର, ସେମାନେ ସବୁ ଏଇ ମୋଟର ଗାଡି ସଭ୍ୟତାର ସ୍ୱାଦ ଚାଖି ସାରିଛନ୍ତି । ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ମୋଟର ଗାଡି, ନାଇଟ-କ୍ଳବ, ପିଇବା, ସେମାନେ ବହୁତ ଭଲ ଭାବରେ ଚାଖି ସାରିଛନ୍ତି । ସେଥିରେ କିଛି ଖୁସି ନାହିଁ । ସେଥିପାଇଁ ସେମାନେ କୃଷ୍ଣ ଭାବାନାମୃତକୁ ଆସିଛନ୍ତି । ସେଥିପାଇଁ, ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ (ଭ.ଗୀ. ୨.୧୭)। ଅଭାବଃ, ଆଉ ସତଃ । ତ ଆମେ ଦୁଃଖୀ ଏଥିପାଇଁ ଯେ ଆମେ ଅସତ କୁ ଗ୍ରହଣ କରୁଛେ, ଯାହା ରହିବ ନାହିଁ । ତାହା ପ୍ରହ୍ଲାଦ ମହାରାଜଙ୍କ ଦ୍ୱାରା ବିବରଣ ଦିଆ ଯାଇ ଅଛି: ସଦା ସମୁଦ୍‌ବିଗ୍ନା-ଧିୟଂ ଅସଦ୍‌-ଗ୍ରହାତ (ଭା. ୭.୫.୫) ସଦା ସମୁଦ୍‌ବିଗ୍ନା-ଧିୟଂ । ଆମେ ମାନେ ସବୁ ବେଳେ ଉଦବିଗ୍ନ, ବହୁତ ଉଦବିଗ୍ନ । ଏହା ସତ୍ୟ । ଆମେ ମାନେ ସମସ୍ତେ, ଉଦବିଗ୍ନରେ ଭର୍ତ୍ତି । କାହିଁକି? ଅସଦ୍‌-ଗ୍ରହାତ । କାରଣ ଆମେ ମାନେ ଏହି ଭୌତିକ ଶରୀରକୁ ଗ୍ରହଣ କରିଛେ । ଅସଦ୍‌-ଗ୍ରହାତ । ତଦ୍‌ ସାଧୁ ମନ୍ୟେ ଽସୁର-ବର୍ଯ୍ୟ ଦେହିନାଂ ସଦା ସମୁଦ୍‌ବିଗ୍ନା-ଧିୟଂ । ଦେହିନାଂ । ଦେହିନାଂ ଅର୍ଥ... ଦେହ ଆଉ ଦେହୀ, ଆମେ ପୂର୍ବରୁ ଚର୍ଚ୍ଚା କରିଛେ । ଦେହୀ ର ଅର୍ଥ ଦେହର ମାଲିକ । ତ ସମସ୍ତେ ଦେହୀ ଅଟନ୍ତି, ହୁଏତ ପଶୁ ଅଥବା ମନୁଷ୍ୟ ଅଥବା ଗଛ ଅଥବା କେହିବି । ପ୍ରତେକ ଜୀବ ଗୋଟିଏ ଭୌତିକ ଶରୀର ଗ୍ରହଣ କରିଛି । ତେଣୁ ସେମାନଙ୍କୁ ଦେହୀ କୁହାଯାଉଛି । ତ ଦେହିନାଂ, ପ୍ରତ୍ୟେକ ଦେହୀ, କାରଣ ସେ ଏହି ଭୌତିକ ଶରୀର ଗ୍ରହଣ କରିଛି, ସେ ସବୁବେଳେ ପୂର୍ଣ ଆତୁରତାରେ ରହୁଛି ।

ତ ଆମେ ଚିନ୍ତାରୁ ମୁକ୍ତ ହୋଇ ପାରିବା ନାହିଁ ଯେଉଁ ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବନାମୃତ କୁ ଗ୍ରହଣ ନ କରିଛେ । ଏହା ସମ୍ଭବ ନୁହଁ । ତୁମକୁ କୃଷ୍ଣ ଭାବନାମୃତ ହେବାକୁ ହିଁ ପଡିବ, ବ୍ରହ୍ମ-ଭୂତଃ ପ୍ରସନ୍ନାତ୍ମା ( ଭା.ଗୀ. ୧୮.୫୪) - ସାଙ୍ଗେ ସାଙ୍ଗେ ତୁମେ ଚିନ୍ତା-ମୁକ୍ତ ହୋଇ ଯିବ । ଯଦି ତୁମେ କୃଷ୍ଣ ଭାବନାମୃତ ସ୍ଥରକୁ ନ ଆସୁଛ, ତୁମେ ସବୁବେଳେ ଚିନ୍ତା ଗ୍ରସ୍ତ ରହିବ । ସଦା ସମୁଦ୍‌ବିଗ୍ନ-ଧିୟଂ ଅସଦ୍‌-ଗ୍ରହାତ, ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ, ବନଂ ଗତୋ ୟଦ ଧରିଂ ଆଶ୍ରୟେତ (ଭା. ୭.୫.୫) ଏହି ପରି ଭାବେ ପ୍ରହଲ୍ଲାଦ ମହାରାଜ ଆମର ମାର୍ଗ ଦର୍ଶନ କରୁଛନ୍ତି ଯେ, ଯଦି ତୁମେ ଏହି ଆତୁରତାରୁ ମୁକ୍ତି ପାଇବାକୁ ଚାହୁଁଛ, ସଦା ସମୁଦ୍‌ବିଗ୍ନ-ଧିୟଂ, ପୁଣି ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ... ଗୃହଂ ଅନ୍ଧ-କୂପମ । ଗୃହ ଅର୍ଥ... ବହୁତ ଅର୍ଥ ଅଛି । ବିଶେଷ ରୂପରେ ଏହାର ଅର୍ଥ: ଘର । ଘର । ଗୃହାସକ୍ତ । ଆମର ବୈଦିକ ସଭ୍ୟତା ଅନୁଯାଇ, ଘର ଠାରୁ ଦୁରକୁ ଚାଲି ଯାଅ । ଘର ଠାରୁ ଦୁରେଇ ଯାଅ । ସନ୍ୟାସ ନିଅ । ବାନପ୍ରସ୍ଥ ନିଅ । ମୃତ୍ୟର ଅନ୍ତିମ କ୍ଷଣ ଯାଏଁ, ପରିବାର ର ଏକ ସଦସ୍ୟ ହୋଇ ରୁହ ନାହିଁ, ଜେଜେ-ବାପା, ପଣି -ଜେଜେ-ବାପା । ତାହା ଆମର ବୈଦିକ ସଭ୍ୟତା ନୁହଁ । ଯେମିତ ଆମେ ବଡ ହୋଇ ଯାଉଛେ, ପଞ୍ଚାଶୋଉର୍ଦ୍ଧମ୍ ବନଂ ବ୍ରଜେତ, ସେ ବାହାରି ଯିବା ଦରକାର ଏହି ଗୃହଂ ଅନ୍ଧ-କୂପମ୍ । ଗୃହଂ ଅନ୍ଧ-କୂପମ୍, ଯଦି ଆମେ ଏହା ଉପରେ ଚର୍ଚ୍ଚା କରୁ, ଏହା ହୁଏତ ବହୁତ ଅରୁଚିକର ହୋଇଯିବ । କିନ୍ତୁ ଆମକୁ ଶାସ୍ତ୍ରରୁ ଆଲୋଚନା କରିବାକୁ ହେବ କି ଗୃହ କଣ? ଗୃହ ହେଉଛି... ଆଉ ଗୋଟିଏ ଶବ୍ଦ, ଏହାକୁ କୁହାଯାଏ ଅଙ୍ଗନାଶ୍ରୟଂ । ଅଙ୍ଗନା । ଅଙ୍ଗନା ର ଅର୍ଥ ନାରୀ । ପତ୍ନୀ ର ସୁରକ୍ଷାରେ ରହିବା । ଅଙ୍ଗନାଶ୍ରୟ । ତ ଶାସ୍ତ୍ର ପରାମର୍ଶ ଦେଉଛି ଯେ ତୁମେ ଏହି ଅଙ୍ଗନାଶ୍ରୟଂ ତ୍ୟାଗ କର, ପରମହଂସ-ଆଶ୍ରୟଂ କୁ ଯାଅ । ତାହା ହେଲେ ତୁମର ଜୀବନ ରକ୍ଷା ପାଇ ଯିବ । ଅନ୍ୟଥା, ଯେମିତି ପ୍ରହ୍ଲାଦ ମହାରାଜ କହୁଛନ୍ତି, ଗୃହଂ ଅନ୍ଧ-କୂପମ, ଯଦି ତୁମେ ନିଜକୁ ସବୁବେଳେ ଏଇ ପାରିବାରିକ ଜୀବନ ନାମକ ଅନ୍ଧକାର କୁଅଁ ରେ ରଖିବ, ତାହା ହେଲେ ତୁମେ କେବେ ବି ଖୁସି ହୋଇ ପାରିବ ନାହିଁ । ଆତ୍ମ-ପାତଂ । ଆତ୍ମ-ପାତଂ ର ଅର୍ଥ ତୁମେ କେବେ ଭି ଆଧ୍ୟାତ୍ମିକ ଜୀବନକୁ ବୁଝି ପାରିବ ନାହିଁ । ଅବଶ୍ୟ, ସବୁ ବେଳେ ନୁହଁ, କିନ୍ତୁ ସାଧାରଣତଃ । ସାଧାରଣତଃ, ଯିଏ ପାରିବାରିକ ଜୀବନ ପ୍ରତି ଅତ୍ୟଧିକ ଆସକ୍ତ ଅଥବା ବିସ୍ତାରିତ ପାରିବାରିକ ଜୀବନ... ବିସ୍ତାରିତ - ପାରିବାରିକ ଜୀବନ, ତାପରେ ସାମାଜିକ ଜୀବନ, ତାପରେ ସମ୍ରଦାୟିକ ଜୀବନ, ତାପରେ ରାଷ୍ଟ୍ରୀୟ ଜୀବନ, ତାପରେ ଅନ୍ତରାଷ୍ଟ୍ରୀୟ ଜୀବନ । ସେ ସବୁ ଗୃହଂ ଅନ୍ଧ-କୂପମ୍ । ସବୁ ଗୃହଂ ଅନ୍ଧ-କୂପମ୍ ।