OR/660220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ ଗୋଟିଏ ହିଁ ଶାସ୍ତ୍ର, ପୁରା ବିଶ୍ୱ ପାଇଁ ଏକ ସାର୍ବଜନିକ ଶାସ୍ତ୍ର, ପୁରା ବିଶ୍ୱର ସବୁ ଲୋକଙ୍କ ପାଇଁ, ଆଉ ତାହା ହେଲା ଏହି ଭଗବତ ଗୀତା । ଦେବୋ ଦେବକୀ-ପୁତ୍ରେବ । ପୂରା ବିଶ୍ୱ ପାଇଁ ଏକ ହି ଭଗବାନ ଶ୍ରୀକୃଷ୍ଣ ଅଟନ୍ତି । ଆଉ ଏକୋ ମନ୍ତ୍ରସ୍ୟ ତସ୍ୟ ନାମାନୀ । ଆଉ ଏକ ହିଁ ସ୍ତୁତି, ମନ୍ତ୍ର, ଏକ ହିଁ ସ୍ତୁତି କେବଳ, ଗୋଟିଏ ପ୍ରାଥନା, ଅଥବା ଗୋଟିଏ ସ୍ତୁତି, ତାହା ତାଙ୍କ ନାମ ଜପ କରିବା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ"
660219-20 - ପ୍ରବଚନ ଭଗବତ ଗୀତା ଉପକ୍ରମଣିକା - ନିୟୁର୍କ