OR/660302 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ... ସେମାନେ ଆଡେଇ ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି । ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି । କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ । ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ । ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି । ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ । ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ । କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ । କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ । କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ ।"
660302 - ପ୍ରବଚନ BG 02.07-11 - ନିୟୁର୍କ