OR/660727 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପରମପୁରୁଷ ଭଗବାନ, ତାଙ୍କୁ ବୈଦିକ ସାହିତ୍ୟରେ କୁହାଯାଏ ଯେ ସେ ହେଉଛନ୍ତି ସର୍ବୋଚ୍ଚ ନେତା। ନିତ୍ୟୋ ନିତ୍ୟାନାଂ ଚେତନଶ୍ ଚେତନାନାଂ । ନିତ୍ୟ ଅର୍ଥ ଅନନ୍ତ, ଏବଂ ନିତ୍ୟାନାଂ, ଏହାର ଅର୍ଥ ଅନ୍ୟାନ୍ୟ ଅନନ୍ତ। ଆମେ ଅନେକ ଅନନ୍ତ। ଇକା, ଗୋଟିଏ ଅନନ୍ତ ..ଏକୋ ଵହୂନାଂ ଵିଦଧାତି କାମାନ୍ । ଦୁଇ ପ୍ରକାରର ଅନନ୍ତକାଳ ଅଛି । ଆମେ ଜୀବ ମାନେ, ଆମେ ମଧ୍ୟ ଅନନ୍ତ, ଏବଂ ପରମପୁରୁଷ ଭଗବାନ, ସେ ମଧ୍ୟ ଅନନ୍ତ ଅଟନ୍ତି । ଯେପର୍ଯ୍ୟନ୍ତ ଅନନ୍ତତା ବିଚାରଯୋଗ୍ୟ, ଉଭୟେ ଗୁଣାତ୍ମକ ପ୍ରକୃତି ଉପରେ ସମାନ । ସେ ଅନନ୍ତ, ଏବଂ ଆମେ ଅନନ୍ତ ଅଟୁ। ସତ-ଚିତ-ଆନନ୍ଦ-ବିଗ୍ରହ (BS 5.1)। ସେ ମଧ୍ୟ ସମସ୍ତ ଆନନ୍ଦ, ଏବଂ ଆମେ ସମସ୍ତେ ଆନନ୍ଦିତ କାରଣ ଆମେ ସମସ୍ତେ ସମାନ ଗୁଣର ଅଂଶ । କିନ୍ତୁ ସେ ହେଉଛନ୍ତି ନେତା। "
660727 - ପ୍ରବଚନ BG 04.11 - ନିୟୁର୍କ