OR/660831 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ରୋଗଗ୍ରସ୍ତ ଅବସ୍ଥାରେ ଆମେ ଗ୍ରହଣ କରୁଥିବା ଖାଦ୍ୟ ସାମଗ୍ରୀକୁ ଉପଭୋଗ କରିପାରିବୁ ନାହିଁ। ଯେତେବେଳେ ଆମେ ସୁସ୍ଥ ଥାଉ, ଆମେ ଖାଦ୍ୟ ସାମଗ୍ରୀର ସ୍ୱାଦ ଉପଭୋଗ କରିପାରିବା। ତେଣୁ ଆମକୁ ଆରୋଗ୍ୟ କରିବାକୁ ପଡିବ। ଆମକୁ ଆରୋଗ୍ୟ କରିବାକୁ ପଡିବ। ଏବଂ କିପରି ଉପଶମ କରିବାକୁ ହେବ? କୃଷ୍ଣ ଚେତନାର ଦିବ୍ୟ ସ୍ଥିତିରେ ରହିବା । ଏହା ହେଉଛି ଉପଶମ। ତେଣୁ କୃଷ୍ଣ ଏଠାରେ ପରାମର୍ଶ ଦିଅନ୍ତି ଯିଏ ଇନ୍ଦ୍ରିୟ ଭୋଗକୁ ସହ୍ୟ କରିବାକୁ ସକ୍ଷମ ଅଟନ୍ତି। ଯେତେ ଦିନ ପର୍ଯ୍ୟନ୍ତ ଶରୀର ସେଠାରେ ଅଛି, ଇନ୍ଦ୍ରିୟ ଭୋଗ ପାଇଁ ତୀବ୍ର ଇଚ୍ଛା ରହିବ, କିନ୍ତୁ ଆମକୁ ଆମ ଜୀବନକୁ ଏପରି ଏକ ଗଢ଼ିବାକୁ ପଡିବ ଯାହାଦ୍ୱାରା ଆମେ ସହ୍ୟ କରିବାକୁ ସମର୍ଥ ହେବା । ସହନଶୀଳତା। ତାହା ଆମକୁ ଆଧ୍ୟାତ୍ମିକ ଜୀବନରେ ଆମର ଅଗ୍ରଗତି କରାଇବ ଏବଂ ଯେତେବେଳେ ଆମେ ଆଧ୍ୟାତ୍ମିକ ଜୀବନରେ ଅବସ୍ଥାନ କରିବୁ, ସେତେବେଳେ ଉପଭୋଗ ଅନନ୍ତ, ଅସୀମ ଅଟେ। କୌଣସି ଅନ୍ତ ନାହିଁ। "
660831 - ପ୍ରବଚନ BG 05.22-29 - ନିୟୁର୍କ