OR/660902 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଭୌତିକ ଜଗତରେ ସମସ୍ତେ, ସେ ଜଣେ ସେବକ। କେହି ମାଲିକ ନୁହଁନ୍ତି। ଜଣେ ଭାବନ୍ତି ଯେ "ମୁଁ ମାଲିକ", କିନ୍ତୁ ସେ ପ୍ରକୃତରେ ସେବକ। ଧରାଯାଉ ଯଦି ତୁମେ ତୁମର ପରିବାର ପାଇଛ, ଯଦି ତୁମେ ଭାବୁଛ ଯେ ତୁମେ ମାଲିକ ତୁମର ପତ୍ନୀର, ସନ୍ତାନମାନଙ୍କର, ତୁମର ସେବକମାନଙ୍କର, ତୁମର ବ୍ୟବସାୟର, ତାହା ମିଥ୍ୟା ଅଟେ। ତୁମେ ତୁମର ସ୍ତ୍ରୀର ସେବକ, ତୁମେ ତୁମର ସନ୍ତାନମାନଙ୍କର ସେବକ, ତୁମେ ତୁମର ସେବକର ସେବକ। ଏହା ତୁମର ପ୍ରକୃତ ସ୍ଥିତି। "
660902 - ପ୍ରବଚନ BG 06.01-4 - ନିୟୁର୍କ