OR/660908 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପରମପୁରୁଷ ଭଗବାନ ପ୍ରତ୍ୟେକ ଜିନିଷରେ ପ୍ରତିନିଧିତ୍ୱ ହୁଅନ୍ତି, ଯାହା ତୁମେ ଦେଖ, ବସ୍ତୁ କିମ୍ବା ଆତ୍ମା କିମ୍ବା କୌଣସି ଜିନିଷ, ଶାରୀରିକ, ରାସାୟନିକ - ତୁମେ ଯାହା ନାମ ଦେଇ ପାରିବ - ସେଠାରେ ଅନେକ ଜିନିଷ ଅଛି। କିନ୍ତୁ ସେମାନେ ଈଶ୍ୱରଙ୍କଠାରୁ ଅଲଗା ନୁହଁନ୍ତି । ଈଶ୍ୱର ସବୁ ଜାଗାରେ ସଂଯୁକ୍ତ । ଇଶାଭାସ୍ୟଂ ଇଦଂ ସର୍ଵଂ (ISO 1) । ଠିକ୍ ସେହିପରି ଆମର ଭଗବଦ୍-ଗୀତା, ଆମେ ଆରମ୍ଭ କରିଛୁ ଯେ ୟେନ ସରଭମ୍ ଇଦଂ ତତଂ : 'ସେହି ଜିନିଷ ଯାହା ସମଗ୍ର ଶରୀରରେ ଉପସ୍ଥିତ, ତାହା ତୁମେ' । ଏହା ହେଉଛି ବ୍ୟକ୍ତିଗତ ଚେତନା: 'ମୁଁ ମୋ ସମଗ୍ର ଶରୀରରେ ଉପସ୍ଥିତ ଅଛି'। ସେହିପରି ସର୍ବୋପରି ଚେତନା, ସେ ସମଗ୍ର ବ୍ରହ୍ମାଣ୍ଡରେ ଉପସ୍ଥିତ ଅଛନ୍ତି, ଏହା କେବଳ ଈଶ୍ୱରଙ୍କ ଶକ୍ତିର ଏକ ଛୋଟ ପ୍ରଦର୍ଶନ, ଅତି ସୁକ୍ଷ୍ମ ।"
660908 - ପ୍ରବଚନ Maha-mantra - ନିୟୁର୍କ