OR/660904 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେ ଦିନ ପର୍ଯ୍ୟନ୍ତ ମୁଁ ମୋର ଶାରୀରିକ ଧାରଣା ରହିଛି , ଯେତେବେଳେ ମୁଁ 'ମୁଁ' କହିବି, ସେତେବେଳେ ମୁଁ ମୋ ଶରୀର ବିଷୟରେ ଚିନ୍ତା କରେ। ଯେତେବେଳେ ମୁଁ ଜୀବନର ଶାରୀରିକ ଧାରଣାକୁ ଅତିକ୍ରମ କରେ, ସେତେବେଳେ ମୁଁ 'ମୁଁ ମନ' ବୋଲି ଭାବିଥାଏ। କିନ୍ତୁ ପ୍ରକୃତରେ, ଯେତେବେଳେ ମୁଁ ପ୍ରକୃତ ଆଧ୍ୟାତ୍ମିକ ସ୍ଥରରେ ଥାଏ , ତା’ହେଲେ ମୁଁ ଅର୍ଥ ହେଉଛି 'ମୁଁ ନିର୍ମଳ ଆତ୍ମା' ।"
660904 - ପ୍ରବଚନ BG 06.04-12 - ନିୟୁର୍କ